August 5, 2025

Odia Express

Leading Odia News Portal of Odisha

୨୦୦ କୋଟି ଟଙ୍କା ଖର୍ଚ୍ଚ କରି ମଧ୍ୟ କେହି ବି ଇଞ୍ଜିନିୟର କରିପାରିଲେ ନାହିଁ ଯେଉଁ କାମ,କିନ୍ତୁ ପଞ୍ଚମ ପାସ୍ କରିଥିବା ବ୍ୟକ୍ତି ମାଗଣାରେ କରି ଦେଖାଇଲେ ସେହି କାମ..

ଯଦି ଆପଣଙ୍କ ପାଖରେ ଜ୍ଞାନ ଅଛି ତେବେ କୌଣସି ଡିଗ୍ରୀର ଆବଶ୍ୟକତା ପଡି ନଥାଏ , କିଛି କାମ ଏପରି ହୋଇଥାଏ ଯେଉଁଠି ବଡ ବଡ ଇଞ୍ଜିନିୟରମାନେ କରିପାରନ୍ତି ନାହିଁ କିନ୍ତୁ ଏକ ଛୋଟ ମେକାନିକ୍ କରିଦେଖାଇଥାଏ । ଏମିତି ନାଲର ପାଣିକୁ ୨୦୦ କୋଟି ଲଗାଇକରି ବଡ ଇଞ୍ଜିନିୟର କରିପାରିଲେ ନାହିଁ , କିନ୍ତୁ ସେହି ପାଣିକୁ ଜଣେ କମ୍ ପାଠ ପଢିଥିବା ମଣିଷ ମାଗଣାରେ ପିଇବା ପାଣି ବନାଇକରି ଦେଖାଇଥିଲେ , ଏତିକି ନୁହେଁ ସେହି ବ୍ୟକ୍ତି ବିଜୁଳି ବନାଇବାର ତରିକା ବି ଖୋଜି ପାଇଥିଲେ , ଗାଁରେ ବୁଲିକରି ଶୌଚାଳୟ ବନାଉଥିବା ଗୁମାନାପୁରା ନିବାସୀ ନିରଜ ତିୱାରୀ ବାୟୋ ସିବରେଜ୍ ଟ୍ରିଟ୍ ମେଣ୍ଟ ଆଣ୍ତ ଇଲେକ୍ଟ୍ରିସିଟି ଜେନେରେସନ୍ ପ୍ଲାଣ୍ତକୁ ବିକଶିତ କରିଛନ୍ତି , ବେଷ୍ଟେଜ୍ ତିଆରି କରାଯାଉଥିବା ଏହି ପ୍ଲାଣ୍ତରେ ସିବରେଜ୍ କୁ ସଫା କରିବାପାଇଁ ଓପଲ୍ ଟରନେଲ୍ କରିଥିଲେ , ଏହା ଏମିତି ଭାଗରେ ବଣ୍ଟା ହୋଇଛି , ଓ ଟରନେଲ୍ କୁ ମୁଖ୍ୟ ଦ୍ୱାରାକୁ ନାଳ ସହ ଯୋଡାଯାଈଛି, ସବୁ ଟର୍ନଲରେ ୫-୫ ଆର୍ଣ୍ଣିକଟ୍ ବନାଯାଇଛି, ମିକ୍ସ ମେଟେରିଆଲ୍ ସହ ଫିଟକିରି ପକାଯାଈଛି ,

 

ନାଳରେ ପାଣି ସହ ବୋହିକରି ଆସିଥିବା କଚରା ସଫା କରିବାପାଇଁ ଏହି ସବୁ ଆର୍ଣ୍ଣିକଟ୍ ମଧ୍ୟରେ ଫିଲଟର୍ ଲଗାଯାଇଛି । ଏହି ପ୍ଲାଣ୍ଟରେ ପ୍ରଥମ ଟର୍ଣ୍ଣଲ ପାଣି ଫିଲଟର ହୋଇଥାଏ , ଏହାପରେ ଗୋଟେ ଟ୍ୟାଙ୍କ୍ ପକାଯାଇଥାଏ , ଯାହା ଦ୍ୱାରା ତଳେ ଗାତରେ ବସିପାରିବ , ଓ ଗାତ ଓ କାଦୁଅର ସ୍ତର ମାପିବାପାଇଁ ଏହି ପ୍ଲାଣ୍ତର ମିଟର ବି ଲଗାଯାଈଛି , ଓ ଏହା ଟ୍ୟାଙ୍କ୍ ଅଲଗା ଟର୍ଣ୍ଣଲ ସହ ଯୋଡି ହୋଇଛି, ଏହି ଲମ୍ବା ଆର୍ଣ୍ଣିକଟ ବନାଯାଇଛି, ଏହା ଯିବାପରେ ପାଣି ଅନ୍ୟ ଟ୍ୟାଙ୍କ୍ ରୁ ପଡିଥାଏ , ତାପରେ ତୃତୀୟ ଟର୍ଣ୍ଣଲ ଯାଇଥାଏ , ଓ ଏହି ଟର୍ଣ୍ଣଲ ପାଣିରେ ଥିବା ବ୍ୟାକ୍ଟେରିଆ ନଷ୍ଟ କରିବାପାଇଁ ନିମ୍ବ, ଗଛ ଓ ଜାଇଲମ୍ ଓ ସ୍ଲୋୟମ୍ ଟିସୁଜ୍ ପକାଇକରି ସେହି ଫିଲଟର୍ କରାଯାଏ , ଓ ଅନ୍ତିମ ରେ ତିଆରି ହୋଇଥିବା ଟ୍ୟାକ୍ ରେ ସଫା ପାଣି ଆଣି ଷ୍ଟୋର୍ କରାଯାଏ ।

 

ଜଳ ବିଭାଗ ଯେବେ ପର୍ଯ୍ୟନ୍ତ ସଫା ପାଣି ନମୁନାର ଯାଞ୍ଚ କରାଇଲେ , ତେବେ ସିବରେଜ୍ ରୁ ମିଳିଥିବା ହାନିକାରକ ତତ୍ତ୍ୱ ନଷ୍ଠ ହୋଇଯାଇଥିଲା , ଏଥିରୁ ପାଣିର ପର୍ଯ୍ୟାପ୍ତ ମାତ୍ରାରେ ଏକ୍ସିଜେନ୍ ହେବା ଜରୁରୀ ହୋଇଥାଏ,  ଯେବେ ନିରଜ ଜଳ ବିଭାଗର ଅଧିକାରୀଙ୍କୁ ଏହି ଅଭାବକୁ ଦୂର କରିବାର ତରିକା ପଚାରିଲେ ତେବେ ତାହା ସଫା ହୋଇ ଥିବା ପାଣିକୁ ଲିଫ୍ଟ କରି ଉଚ୍ଛା ଟାଙ୍କିରେ ଷ୍ଟୋର୍ କରିବା ପରେ ତଳେ ପଡିବାର ଉପଦେଶ ଦେଲେ ।

ନିରଜ ନଗର ନିଗମ , ନଗର ବିକାଶ ନ୍ୟାସ, ଜିଲ୍ଲା ପ୍ରଶାସନ୍ ଓ ରାଜ୍ୟ ସରକାର କେନ୍ଦ୍ର ସରକାର ମନ୍ତ୍ରାଳୟ ରେ ପ୍ରୋଜେକ୍ଟ ଦେଇଥିଲେ କିନ୍ତୁ ତାଙ୍କର ଖୋଜ୍ ପାଇଁ ଏତେ ଦାୟିତ୍ୱ ଦିଆଯାଈନଥିଲା ଯେବେ ସେ ଜିଲ୍ଲା ଉଦ୍ୟୋଗ କେନ୍ଦ୍ରର ମହାପ୍ରବନ୍ଧକ ଙ୍କୁ ଦେଖାକଲେ ତେବେ ସେ କେବଳ ନିରଜଙ୍କୁ ଏହି ଖୋଜ୍ ର ପ୍ରଶଂସା କରିଥିଲେ , ବରଂ କୋଟାରେ ୧୪ ଟି ବଡ ଔଦ୍ୟୋଗିକ ସଂସ୍ଥାନ ସିଏସ୍ ଆର୍ ସ୍କିମ୍ ଦ୍ୱାରା ଏହି ପ୍ଲାଣ୍ତ କୁ ଲଗାଇବାପାଇଁ କହିଛନ୍ତି , ଏବେ କେଉଁ ସଂସ୍ଥାନ ଏହି ପ୍ଲାଣ୍ଟକୁ ସ୍ଥାପିତ କରିନାହାନ୍ତି ।

Leave a Reply

Your email address will not be published. Required fields are marked *