June 29, 2025

Odia Express

Leading Odia News Portal of Odisha

ଏଭଳି ଛୋଟ ଡ୍ରେସ ପିନ୍ଧି କାରରୁ ଓଲ୍ହାଇବାର ଦେଖା ଗଲେ ବଲିଉଡ ହିରୋଇନ ରକୁଲ ପ୍ରୀତ, ଲୋକ କହିଲେ – ପ୍ୟାଣ୍ଟ ପିନ୍ଧିବା ଭୁଲିଯାଇଛନ୍ତି ବୋଧେ..

ସୋସିଆଲ୍ ମିଡିଆରେ ଯଦି କେଉଁ ୟୁଜର୍ସ ପସନ୍ଦ ଆସେ ତେବେ ତାଙ୍କ ପ୍ରଶଂସା କରାଯାଏ , କିନ୍ତୁ ଯଦି କେଉଁ ହରକତ୍ ପସନ୍ଦ ଆସେ ନାହିଁ , ତେବେ ତାଙ୍କୁ ଟ୍ରୋଲ୍ କରାଯାଏ , ସେଲିବ୍ରେଟିଜ୍ ଟ୍ରୋଲ୍ ହେବା ଖରାପ କଥା ନୁହେଁ କିଛି ଏପରି ଘଟଣା ଅଭିନେତ୍ରୀ ରକୁଲ୍ ପ୍ରୀତଙ୍କ ସହ ହୋଇଥିଲା , ସୋସିଆଲ୍ ମିଡିଆରେ ଏକ ରକୁଲପ୍ରୀତଙ୍କ ଫଟୋ ଅପଲୋଡ୍ ହୋଇଯାଇଥିଲ୍,  ଯେଉଁଥିରେ ସେ କାର୍ ରୁ ବାହାରୁଥିଲେ, ଓ ସେହି ସମୟରେ ସେ ସର୍ଟ ପିନ୍ଧିଥିଲେ,  କିନ୍ତୁ ତଳେ ପ୍ୟାଣ୍ଟ ପିନ୍ଧିନଥିଲେ , କେହି ଜଣେ ତାଙ୍କ ଫଟୋକୁ ସେୟାର୍ କରିଥିଲେ,  ଓ ଏବେ ସୋସିଆଲ୍ ମିଡିଆରେ ତାଙ୍କର ଏହା ଚର୍ଚ୍ଚାର ବିଷୟ ହୋଇଯାଇଛି, ବିନା ପ୍ୟାଣ୍ଟ ପିନ୍ଧି ବଜାରରୁ ବାହାରିଥିବା ରକୁଲ୍ ପ୍ରୀତ ଲୋକମାନେ ବହୁତ ପରିହାସ କରିଥିଲେ,  ଜଣେ ୟୁଜର୍ ଏହା ବି କହିଦେଇଥିଲା କି ଯାହା ଦ୍ୱାରା ରକୁଲ୍ ପ୍ରୀତଙ୍କ ଏକ ଅଲଗା ପ୍ରକାରର ଜବାବ ଆସିଥିଲା ।

ବଲିଉଡ୍ ଅଭିନେତ୍ରୀ ରକୁଲପ୍ରୀତ ସିଂ ଏମିତି ଘଟଣା ହୋଇଗଲା କି ଏବେ ସେ ଲୋକଙ୍କୁ ଏହା ପ୍ରତି ଉତ୍ତର ଦେଉଛନ୍ତି , କେଉଁ ଇଭେଣ୍ଟରେ ଯାଉଥିବା ବେଳେ ରକୁଲ୍ କିଛି ଏପରି ଡ୍ରେସ୍ ପିନ୍ଧିଥିଲେ ଯାହା କେବଳ ସର୍ଟ ସହ ପ୍ୟାଣ୍ଟ ପିନ୍ଧିନଥିଲେ । ଓ କେହି ଜଣେ ତାଙ୍କର ଏହି ଫଟୋ ଉଠାଇନେଲେ , ଓ ଅପଲୋଡ୍ କରିଥିଲେ ସୋସିଆଲ୍ ମିଡିଆରେ , ଏବେ ଲୋକେ ଏହା ଉପରେ କମେଣ୍ଟ କରୁଛନ୍ତି , ସେହି ଫଟୋ ଉପରେ ଜଣେ ୟୁଜର୍ ଲେଖିଥିଲା କି ପ୍ୟାଣ୍ଟ ପିନ୍ଧିବା ଭୁଲ୍ ଗଲେ କି ଆଉ ଜଣେ ଲେଖିଥିଲେ କି ପବ୍ଲିକ୍ ପ୍ଲେସ୍ ରେ ଆସିବାକୁ ହେଲେ କଣ ପିନ୍ଧିବାକୁ ଉଚିତ୍ ତାହା ଜାଣିଛନ୍ତି କି ନାହିଁ , ଏହି ଅଖଡୁଆ କମେଣ୍ଟ ପରେ ରକୁଲ୍ ଟ୍ରୋଲର୍ସଙ୍କ ସହ ଲାଗିଗଲେ , ରକୁଲ୍ ପ୍ରୀତ ଟ୍ରୋଲର୍ସଙ୍କ ନିଜ ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ତେଲ୍ ରେ ଏହାର ଜବାବ ଦେଇଛନ୍ତି ।

 

ରକୁଲ୍ କହିଥିଲେ କି ଏହି କଥାକୁ ନେଇ ଏତେ ପ୍ରଶ୍ନ କରାଯାଉଛି କିନ୍ତୁ କେହି ବି ଏହି କଥା କହୁନାହାନ୍ତି କି ମହିଳାଙ୍କ ଉପରେ ଶୋଷଣ ହେଉଛି , ଏହା ମୁଁ ମାନସିକ ରୁପେ ବିକାର ଗ୍ରସ୍ତ ଲୋକଙ୍କ ପାଇଁ କହୁଛି , ତାଙ୍କର୍ ବି ଫ୍ୟାମିଲି ଅଛି ତାଙ୍କୁ କିପରି ଲାଗିବ , ମୋତେ ଲାଗୁଛି କି ଏହି ଉପରେ ମା ନିଶ୍ଚିତ ଚାପୁଡା ମାରିବେ , ସେମିତି ଆପଣଙ୍କୁ କହିଦେବୁ କି ରକୁଲ୍ ପ୍ରୀତ ବିନା ପ୍ୟାଣ୍ଟରେ ଥିବା ଯେଉଁ ଫଟୋରେ ଟ୍ରୋଲ୍ ହେଉଛନ୍ତି ତାହାର ସତ୍ୟତା ଆଉ କିଛି ଅଛି, ରକୁଲ୍ ପ୍ରୀତ୍ ଡେନିସ୍ ସର୍ଟ ସହ ଡେନିମ୍ ସର୍ଟସ୍ ପିନ୍ଧିଥିଲେ , ଓ ତାଙ୍କର ଦ୍ୱାରା ଏହି ଫଟୋକୁ କେଉଁ ଏକ ଆଙ୍ଗେଲ୍ ରୁ ଅପଲୋଡ୍ ହୋଇଛି, ଯେବେ ପୁରା ଫଟୋ ସାମ୍ନାକୁ ଆସିଲା ତେବେ ଟ୍ରୋଲର୍ସ ନିଜ ଫଟୋ ଡିଲିଟ୍ କରିଥିଲେ ।

୧୦ ଅକ୍ଟୋବର ୧୯୯୦ ରେ ଦିଲ୍ଲୀରେ ଜନ୍ମ ନେଇଥିବା ରକୁଲ୍ ପ୍ରୀତ୍ ସିଂ ଏହି ସମୟରେ ହାଇଦ୍ରାବାଦରେ ରହୁଛନ୍ତି , ସେ ବ୍ୟୁଟି କନଟେଷ୍ଟ ଜିତିଥିଲେ , ଓ ସାଉଥ୍ ର ବହୁତ ସାରା ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି , ସାଉଥ୍ ଫିଲ୍ମର ଛଡା ବଲିଉଡ୍ ରେ ୟାରିଆଁ ଓ ଅୟାରୀ ପରି ଫିଲ୍ମରେ ସେ କାମ କରିଛନ୍ତି , ସାଉଥ୍ ରେ ରକୁଲ୍ ମହେଶ ବାବୁ, ରବି ତେଜା, ଆଲ୍ଲୁ ଅର୍ଜୁନ୍ ଓ ବିଜୟ ପରି ବଡ ସୁପରଷ୍ଟାର୍ ଙ୍କ ସହ ପର୍ଦାରେ ରୋମାନ୍ସ କରିଥିଲେ ।

 

Leave a Reply

Your email address will not be published. Required fields are marked *