ସାବଧାନ – ଆପଣଙ୍କ ଗାଡ଼ିରେ ଏଭଳି ନାମ ଲେଖିଲେ ଏଥର ଫାଇନ ଲାଗିବ – ଭୁଲ ରେ ମଧ୍ୟ ଏହି ନାମକୁ ଲେଖନ୍ତୁ ନାହିଁ ନଚେତ ଏତେ ଟଙ୍କାର ଚାଲାଣ କଟାଯିବ…
 
                ନମ୍ବର ପ୍ଲେଟ୍ ଲେଖିବାପାଈଁ ଅଲଗା ଅଲଗା ଷ୍ଟାଇଲ୍ ବିଷୟରେ ଆପଣ ତ ଜାଣିଥିବେ । ଯେପରି ୮୦୫୫ କୁ ବଶ୍ କିମ୍ବା ୪୧୪୧ କୁ ବାପା , କିଛି ଲୋକ୍ ତ ନମ୍ବର ପ୍ଲେଟ୍ ରେ ଜାତି କିମ୍ବା ପଦର ନାଁ ଲେଖିଦିଅନ୍ତି ।ଏମିତି କରିବା ମୋଟର ଭେଇକିଲ୍ ଆକ୍ଟ ଦ୍ୱାରା ଦଣ୍ତନୀୟ ଅପରାଧ ଅଟେ , ଏମିତିରେ ନମ୍ବର ପ୍ଲେଟ୍ ଉପରେ ଚାଲାଣ କଟାଯାଏ , ଗୌତମବୁଦ୍ଧ ନଗରର ପୋଲିସ୍ ଦ୍ୱାରା ଆଜି ଅପରେଶନ କ୍ଲିନ୍ ୭ ଚଲାଯାଈଛି, ଯାହା ଦ୍ୱାରା ଏମିତି ଗାଡିଗୁଡିକ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଈଛି , ଯାହାଙ୍କ ନମ୍ବର ପ୍ଲେଟ୍ ଭୁଲ୍ ଅଛି , ସେହି ଗାଡି ଗୁଡିକ ଉପରେ କାର୍ଯ୍ୟନୁଷ୍ଠାନ ନିଆଯାଉଛି , ପୋଲିସ୍ ଅନୁସାରେ ସେ ସବୁ ଦୁଇ ଚକିଆ ଓ ଚାରି ଚକିଆ ଯାନ ବାହାନ ଉପରେ କାର୍ଯ୍ୟନୁଷ୍ଠାନ ନେଉଛନି , ଯାହାଙ୍କ ନମ୍ବର ପ୍ଲେଟ୍ ରେ କେଉଁ ଭଳି ଜାତିସୁଚକ ଶବ୍ଦ ଲେଖାଯାଈଥିବ ।

ସେମିତି ଶନିବାରକୁ ଗୌତମବୁଦ୍ଧ ନଗରର ପୋଲିସ୍ ୪୭୪ ଜନ ଲୋକଙ୍କୁ ଖୋଲାଖୋଲି ଭାବେ ମଦ୍ୟପାନ କରି ଗାଡି ଚଳାଉଥିବା ଆରୋପରେ ଗିରଫ କରିଥିଲେ, ପୋଲିସ୍ ରବିବାରକୁ ଏହି କଥାକୁ ସୁଚନା ଦେଲେ କି ବରିଷ୍ଠ ପୋଲିସ୍ ଅଧିକ୍ଷକ (ଏସ୍ ଏସ୍ ପି) ବୈଭବ କୃଷ୍ଣଙ୍କ ଦ୍ୱାରା ଗୌତମ ବୁଦ୍ଧ ନଗରରେ ଚାଲୁଥିବା ମଦ୍ୟ ବିରୋଧୀ ଅଭିଯାନ ଅପରେସନ୍ କ୍କିନ୍-୬ ସମୟରେ ଗିରଫଦାରୀ ହୋଇଥିଲା ।

 
                         
                                 
                                 
                                