ତଳେ ପଡିଥିବା ପାରା କିମ୍ବା କାଉର ପରକୁ ରଖିଦିଅନ୍ତୁ ଚୁପ୍ ଚାପ୍ ଏହି ଜାଗାରେ ରଖିଦୟନ୍ତୁ – ଆପଣଙ୍କ ଘରେ ଧନ ର ବର୍ଷ ହେବ…
ସବୁ ମଣିଷର ଇଚ୍ଛା ବଡ ହେବା ଓ ପଇସା କମାଇବା ହୋଇଥାଏ , ତାହାର ପାଖରେ ଯେତେ ପଇସା ଥାଉନା କାହିଁକି ଯାହାପାଇଁ ସେ ନିଜ ଓ ନିଜ ପରିବାର ଦରକାରିତା ପୁରା କରିପାରୁ , କିନ୍ତୁ ସବୁ ଜିନିଷ ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡିଥାଏ , ଯାହା ବିନା ପରିଶ୍ରମ ବିନା ମିଳିପାରେ ନାହିଁ , ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବିନା ପରିଶ୍ରମରେ ବହୁତ ସାରା ପଇସା କମେଇଦେଇଥାନ୍ତି , ଓ ଭାଗ୍ୟ ତାଙ୍କର ସାଥ୍ ଦେଇଥାଏ , କିନ୍ତୁ ସମସ୍ତଙ୍କ ସହ ଏପରି ହୋଇନଥାଏ , ସମାଜରେ ଏକ ଧନୀ ଓ ସଫଳ ବ୍ୟକ୍ତି ହେବାକୁ ହେଲେ କଠିନ ପରିଶ୍ରମ କରିବାକୁ ଆବଶ୍ୟକତା ପଡିଥାଏ , ବିନା ପରିଶ୍ରମ କରି କିଏ ଧନୀ ହେବାର ଆପଣ ମାନେ ଦେଖିଛନ୍ତି ,
ବଡ ବୟସ୍କ ଲୋକ କହିଛନ୍ତି କି ବିନା ପରିଶ୍ରମରେ ଫଳ ହାସିଲ୍ କରିହୁଏ ନାହିଁ , ତାଙ୍କର ମାନିବା କଥା କି ବ୍ୟକ୍ତିର ଯଦି କର୍ମ ଭଲ ରୁହେ ତେବେ ତାକୁ ସଫଳତା ନିଶ୍ଚିତ ମିଳିବ , କିନ୍ତୁ ବହୁତ ପରିଶ୍ରମ କରିବାପରେ ବି ଲୋକଙ୍କୁ ସଫଳତା ହାସିଲ୍ ହୋଇପାରେ ନାହୀଁ । ଓ ସେମାନଙ୍କୁ ସର୍ବଦା ନିରାଶା ହାତରେ ଲାଗେ ।
ବାସ୍ତୁ ଶାସ୍ତ୍ରରେ ସବୁ ଘରରେ ବହୁତ କିଛି ମହତ୍ତ୍ୱ ଥାଏ , ଖୁସିମୟ ଜୀବନ ଓ ସୁଖି ପରିବାର ବାସ୍ତୁଶାସ୍ତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ନିଭାଇଥାଏ , କିନ୍ତୁ ଆମେ ତାକୁ ଅଣଦେଖା କରିଦେଇଥାଉ । ଓ କିଛି ବାସ୍ତୁ ଶାସ୍ତ୍ରରେ ଧ୍ୟାନ ରଖିଲେ ବିନା କିଛି କାର୍ଯ୍ୟରେ କରିପାରିଥାଉ , ଯଦି ବାସ୍ତୁ ଶାସ୍ତ୍ରକୁ ସଠିକ୍ ଭାବରେ କରାଯାଏ । ତେବେ ଆପଣଙ୍କ ଭାଗ୍ୟ ବଦଳିପାରେ , ବାସ୍ତୁ ଶାସ୍ତ୍ରରେ କିଛି ଏପରି ଜିନିଷ ହୋଇଥାଏ, ଯାହା ବହୁତ ହିଁ ଶୁଭ ହୋଇଥାଏ, ଏହି ବସ୍ତୁକୁ ଘରେ ରଖିଲେ ପଇସାର ଦାରିଦ୍ରତା କେବେ ଆସେ ନାହିଁ , ଓ ଘରେ ସକରାତ୍ମକ ଉର୍ଜା ଆସିଥାଏ , ଆଜି ଆମେ ଆପଣଙ୍କୁ କିଛି ସେପରି ଉପାୟ କହିବାକୁ ଯାଉଛୁ , ଯାହାକୁ କରିଲେ ସଫଳତା ଅବଶ୍ୟ ମିଳିବ , ଓ ସବୁ ମନୋକାମନା ପୁରଣ ହେବ ।
ବାସ୍ତୁ ଶାସ୍ତ୍ରରେ ପାରା କିମ୍ବା କାଉର ପର ରଖିବା ବହୁତ ହିଁ ଶୁଭ ହୋଇଥାଏ , ଯଦି ଆପଣ ଚାହୁଁଛନ୍ତି କି ଘରେ ସୁଖ ଶାନ୍ତିର ବାତାବରଣ ରହୁ । ତେବେ ଚୁପ୍ ଚାପ୍ କପଡାରେ ପାରାର କିମ୍ବା କାଉର ପରକୁ ଗୋଡାଇ ତାକୁ ଲାଲ୍ ରଙ୍ଗର ଫିତାରେ ବାନ୍ଧିକରି ନିଜ ଆଲମୀରା କିମ୍ବା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ , ଏଥିରେ ମା ଲକ୍ଷ୍ମୀଙ୍କ ଅସିମ କୃପା ବନି ରହିବ , ଓ ସବୁ ମନୋକାମନା ପୁରା ହେବ ।
ଘରେ ସୁଖ ଶାନ୍ତି ଓ ଧନ ସଂମ୍ପତ୍ତି ବନାଇ ରଖିବାକୁ ହେଲେ ପଞ୍ଚ ମୁଖି ବାଲା ହନୁମାନଙ୍କ ଫଟୋ କିମ୍ବା ପ୍ରତିମା ଦକ୍ଷିଣ ପଶ୍ଚିମ ଦିଗରେ ରଖିଦିଅନ୍ତୁ , ଓ ସବୁଦିନ ପୁଜା କରନ୍ତୁ , ଏମିତି କଲେ ଘର ମଧ୍ୟରେ ଖୁସିର ମାହୋଲ୍ ରହିବ ।
ବାସ୍ତୁ ଅନୁସାରେ ଘରେ କଇଁଛ ରଖିବା ଶୁଭପ୍ରଦ ହୋଇଥାଏ, ଘରର ଆର୍ଥିକ ଅସୁବିଧାକୁ ଦୁର କରିବାପାଇଁ ଧାତୁରେ ତିଆରି କଇଁଛକୁ ରଖିଥାନ୍ତି , ସମ୍ଭବ ହୋଇପାରେ ଯଦି ଅସଲି କଇଁଛ ରଖିପାରିବେ , ଏମିତି କରିଲେ ପଇସା ସଂବନ୍ଧିତ ସବୁ ଅସୁବିଧା ଧୀରେ ଧିରେ ଦୁର ହୋଇଯିବ ।
ଯଦି ଆପଣ ନିଜ ଘରୁ ସବୁ ଦୋଷକୁ ଏକା ସାଙ୍ଗେ ଦୂର କରିବାକୁ ଚାହୁଁଛନ୍ତି ତେବେ ବାସ୍ତୁଶାସ୍ତ୍ରରେ ଏହାର ଏକ ଉପାୟ କୁହାଯାଈଛି, ଏଥିପାଇଁ ଆପଣଙ୍କୁ ଗୋଟେ କାମ କରିବାର ଅଛି ,ଆପଣଙ୍କୁ ଖାଲି ବାସ୍ତୁ ଦେବତାଙ୍କ ମୁର୍ତ୍ତି କିମ୍ବା ଫଟୋକୁ ନିଜ ଘରେ ରଖିବାର ଅଛି , ବାସ୍ତୁ ଦେବଙ୍କ ଫଟୋ ସବୁ ଦୋଷକୁ ଦୁର କରିଦିଏ । ଓ ଘର ମଧ୍ୟରେ ସୁଖ ଶାନ୍ତି ବଜାୟ ରଖେ ।