July 24, 2024

Odia Express

Here, There and Everywhere

ଘରର ଅଟାରେ ଚୁପ୍ ଚାପ୍ ପକାଇଦିଅନ୍ତୁ ଏହି ଜିନିଷ , ପଇସାର ହେବ ଏପରି ବର୍ଷା ଯାହା ଆପଣ ସମ୍ଭାଳି ପାରିବେ ନାହିଁ

ବହୁତ ପରିବାରରେ ଲୋକେ ଅଧିକାଂଶ ଅଭିଯୋଗ କରନ୍ତି କି ତାଙ୍କର ଘରର ସଦସ୍ୟ ଯେତେ କମାଉଛନ୍ତି , ତାହା ପୁରା ହୋଇପାରୁନାହିଁ , ଏତେ ଆୟ କରିବା ସତ୍ତ୍ୱେ ତାଙ୍କ ଜୀବନ ସୁଖମୟ ହୋଇପାରୁନାହିଁ , ସେମିତି ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ଯାହା ଆପଣଙ୍କ ଅଭିଯୋଗ ପୁରା ଦୂର ହୋଇଯିବ , ଆପଣଙ୍କୁ କହିଦେବୁ କି ଆମେ ଆପଣଙ୍କୁ ତୁଳସୀର ଏକ ଏପରି ରାମବାଣ ଚିକିତ୍ସା ପଦ୍ଧତି ବିଷୟରେ କହିବୁ , ଯାହାକୁ ଆପଣାଇଲେ ଆପଣଙ୍କ ଆର୍ଥିକ ଅସୁବିଧା ଦୁର ହୋଇଯିବ , ଏହି ଉପାୟ କରିବା ଯେତେ ସହଜ ଅଟେ । ଏହାର ପ୍ରଭାବ ସେତେ ତେଜିରେ ଦେଖିବାକୁ ମିଳେ । ଏହା ଛଡା ଏହି ଉପାୟ ଆର୍ଥିକ ଅସୁବିଧା ଦୂର କରିବ ଓ ତାହା ସହ ପରିବାରର ସଦସ୍ୟଙ୍କ କଳହ ଶେଷ ବି କରିଦେବ , ତେବେ ଆସନ୍ତୁ ଆପଣଙ୍କୁ କହିଦେବୁ କି ପରିଶେଷରେ ଏହି ଚମର୍କାରୀ ଉପାୟ କଣ ଅଟେ, ଯାହା କରିନେଲେ ପଇସାରେ ଅସୁବିଧା ଦୂର ହୋଇପାରିବ ,

 

ଏହି ପ୍ରକିୟା କଲେ ଘର ମଧ୍ୟରେ ଆର୍ଥିକ ଅବସ୍ଥା ଦୂର ହୋଇପାରିବ , ଆସନ୍ତୁ ଜାଣିବା ସେହି ଉପାୟଗୁଡିକ ବିଷୟରେ ।

୧) ଏହି ଉପାୟ ଅନୁସାରେ ଶନିବାରକୁ ଅଟା ପେଷିବାକୁ ନେବା ସମୟରେ ଗହମରେ ୧୦୦ ଗ୍ରାମ କଳା ଚଣା ୧୧ ଟି ତୁଳସୀ ପତ୍ର, ଓ ଦୁଇ ଦାନା କେଶର ମିଶାଇଦିଅନ୍ତୁ , ତାହାପରେ ବାକି ଗହମରେ ମିଶାଇଦିଅନ୍ତୁ , ଏହା ଛଡା ଆପଣ ଅଟା ପେଷିବାକୁ ଶନିବାର ଦିନରେ ଯାଆନ୍ତୁ , ଓ ଏହାର ପ୍ରଭାବ ଅତି ଜଲଦି ଦେଖିବାକୁ ମିଳିବ ।

 

୨) ଏହାର ଅତିରିକ୍ତ ଶନିବାର ଦିନ କଳା କୁକୁରକୁ ସୋରିଷ ତେଲର ଚୁପଡି ରୋଟି ଖୁଆଇଲେ ଧନର ବୃଦ୍ଧି ହୋଇଥାଏ ।

୩) ସେମିତି ତୁଳସୀର ଗଛରେ ସବୁଦିନ ସକାଳ ଓ ସଂନ୍ଧ୍ୟାରେ ଦୀପ ଲଗାଇଲେ ବ୍ୟକ୍ତିର ମନୋକାମନା ପୁରା ହୋଇଯାଏ , ଏହା ଛଡା ଶନିବାର ଦିନ ଅଶ୍ୱତଥ ଗଛ ନିକଟରେ ଦେଶୀ ଘିଅର ଦୀପ ଲଗାନ୍ତୁ , ଏହା ଦ୍ୱାରା ବ୍ୟକ୍ତିର ସବୁ ଇଚ୍ଛା ପୂର୍ଣ୍ଣ ହେବ ।

Leave a Reply

Your email address will not be published. Required fields are marked *