July 22, 2024

Odia Express

Here, There and Everywhere

୧୫ ବର୍ଷୀୟ ଝିଅର ବ୍ୟାଗରୁ ମାଙ୍କୁ ମିଳିଲା କିଛି ଏପରି ଜିନିଷ , ଯାହାକୁ ଦେଖିଲେ ହୋସ ଉଡିଯିବ – ଦେଖନ୍ତୁ ଭିଡ଼ିଓ..

ଆଜିକାଲି ନୁଆ ଜେନେରେସନ୍ ର ଯୁବପୀଢୀ ବହୁତ ସ୍ମାର୍ଟ ଓ ଆଡଭାନ୍ସ ହୋଇଗଲେଣି । ଲୋକଙ୍କ ସାଙ୍ଗେ ଛୁଆ ବି ବହୁତ ତେଜ୍ ହୋଇଯାଇଛନ୍ତି । ଆଜିର ସମୟରେ ମା ବାପାଙ୍କ ଛୁଆଙ୍କ ପ୍ରତି ଯତ୍ନବାନ ରହିବା , ଏବେ ବହୁତ ଅସୁବିଧାର କାରଣ ହୋଇଯାଇଛି, କାରଣ ଛୁଆମାନଙ୍କ ପ୍ରତି ତାଙ୍କର ମା ବାପାଙ୍କର ଧ୍ୟାନ ନ ଦେବା , ଓ ଛୋଟ ବୟସରେ କିଛି ଭୁଲ୍ କାର୍ଯ୍ୟ କରିବା କାରଣରୁ ସେମାନେ ଭୁଲ୍ ବାଟରେ ଚାଲିଯାଆନ୍ତି । ସମୟର ସହ ମା ବାପାଙ୍କୁ ଏହା ପ୍ରତି ସଜାଗ ରହିବା ଉଚିତ୍ , ଓ ନିଜ ଛୁଆଙ୍କୁ ସମାଜରେ ବଢୁଥିବା କୁନୀତି ଉପରେ ସଜାଗ ରହିବା ଉଚିତ୍ ।

 

କିଛି ଛୁଆ ଏପରି ହୋଇଥାନ୍ତି ଯେଉଁମାନଙ୍କ ଉପରେ ମା ବାପାଙ୍କର ଦାୟିତ୍ୱ ନ ରହିବା ଯୋଗୁଁ ସେମାନେ ଛୁଆବେଳରୁ ବିଗଡି ଯାଆନ୍ତି , ଓ କିଛି ଏପରି ହରକତ କରିବସନ୍ତି ଯାହା ଆପଣ କେବେ କଳ୍ପନା କରିନଥିବେ , ଆଜି କାଲିର ଛୁଆ ଏତେ ଚାଲାକ୍ ହୋଇସାରିଲେଣି ଯାହାକି କିଛି କଥା ଘଟିଲେ ସେମାନେ ନିଜ ବାପା ମାଙ୍କୁ ଲୁଚାଇଦିଅନ୍ତି , ଓ ତାଙ୍କୁ ଏହି ବିଷୟରେ କେବେ ବି ଜଣାଇନଥାନ୍ତି କି ତାଙ୍କ ସହ କିଛି ଘତିଛି ବୋଲି, କିଛି ଛୁଆ ଥାନ୍ତି ଯେଉଁମାନେ ଖରାପ ସଙ୍ଗତ ସହ ବଲିଉଡ୍ ରେ ଫିଲ୍ମମାନଙ୍କର ଦେଖାଯାଉଥିବା ଅଶିଳତା ବି ଅଟେ , ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣାକ୍ରମ ଉପରେ କହିବାକୁ ଯାଉଛୁ , ଯାହାକୁ ଜାଣିଲାପରେ ଆପଣଙ୍କ ହୋସ୍ ଉଡିଯିବ ।

 

ଦୁନିଆଁରେ ମା ଓ ଝିଅର ସଂମ୍ପର୍କ ବହୁତ ନିବିଡ ଓ ଘନିଷ୍ଠ ହୋଇଥାଏ , ଜଣେ ମା ପାଇଁ ତାର ଝିଅ ସବୁ କିଛି ହୋଇଥାଏ ସେମିତି ଗୋଟେ ଝିଅପାଇଁ ମା ଠାରୁ ବଢିକରି ଆଉ କିଛି ହୋଇନଥାଏ , ସେମିତି ଆପଣ ଭାବନ୍ତୁ , ଯଦି ଏକ ମା କୁ ୧୫ ବର୍ଷର ଝିଅର ବ୍ୟାଗ୍ ଦେଖେ ଓ ସେହି ବ୍ୟାଗରୁ ଏପରି କିଛି ଜିନିଷ ପାଏ ଓ ତାହା ସେହି ବୟସର ଝିଅର ବ୍ୟାଗ୍ ରୁ ମିଳିବା ଠିକ୍ ହୋଇନଥାଏ , ତାହାହେଲେ ତାର ମାକୁ କିପରି ଲାଗୁଥିବ । ଏବେ ଆପଣ ବୁଝିପାରିଥିବେ କି ଆମେ କେଉଁ ଜିନିଷ ବିଷୟରେ କଥା କହୁଛୁ , ଯଦି ଆପଣ ବୁଝିପାରିନାହାନ୍ତି ତେବେ ଏହି ଭିଡିଓ ଦେଖିଲେ ପୁରା ଘଟଣାକ୍ରମ ଉପରେ ନଜର ପକାଇପାରିବେ । ଆସନ୍ତୁ ଦେଖିବେ ସେହି ଭିଡିଓ । ଓ ନିଜର ମତାମତ ଦେବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *