July 24, 2024

Odia Express

Here, There and Everywhere

ବର୍ତମାନର ସବୁଠୁ ବଡ ଦୁଃଖ ଖବର – କାଲି ରାତିରେ ଏହି ବଡ ବିଜେପି ନେତାଙ୍କ ହଟାତ ହୃଦଘାତ ରେ ମେଡିକାଲ ରେ ମୃତ୍ୟୁ – ନାମ ଜାଣିଲେ ଆପଣ ମଧ୍ୟ କାନ୍ଦି ପକେଇବେ – କାନ୍ଦି କାନ୍ଦି ନୟାନ୍ତ ହେଲେ ଅନେକ ବିଜେପି ନେତା

ସୁଷମା ସ୍ୱରାଜଙ୍କୁ କିଛି ଦିନ ପୂର୍ବରୁ କିଡନୀ ଟ୍ରାନ୍ସପ୍ଲାଣ୍ତ କରାଯାଈଥିଲା , ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ଯୋଗୁଁ ସରକାରଙ୍କ ଦ୍ୱାରା ମନ୍ତ୍ରୀ ପଦ ମିଳିଲା ନାହିଁ । ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ୬୭ ବର୍ଷୀୟ ମଙ୍ଗଳବାର ଦିନ ନିଧନ ହୋଇଯାଇଛି, ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଏମ୍ସରେ ଭର୍ତ୍ତି ହୋଇଥିଲେ , ରକ୍ଷା ମନ୍ତ୍ରୀ ରାଜନାଥ ସିଂ , ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ , ନିତିନ୍ ଗଡକରୀ ଏମ୍ସରେ ଏବେ ବି ଅଛନ୍ତି , ମୋଦୀ କହିଲେ ସୁଷମାଜୀଙ୍କ ନିଧନ ହେବାପରେ ଏହା ମୋର ନିଜ କ୍ଷତି ଅଟେ , ସୁଷମାଙ୍କ ପାର୍ଥିବ ଶରୀର ଏମ୍ସରୁ ନିଜ ଘରକୁ ଅଣାଯିବ ।ମୋଦୀ ସୁଷମାଙ୍କ ନିଧନ ଉପରେ କହିଲେ କି ଭାରତୀୟ ରାଜନିତିରେ ଗୌରବାପୂର୍ଣ୍ଣ ଅଧ୍ୟାୟ ଅନ୍ତ ହେଲା , ଗରିବ ଓ ସମାଜ ପାଇଁ ଜୀବନ ଦେଇଥିବା ଅଦ୍ୱିତୀୟ ନେତାଙ୍କ ନିଧନରେ ପୁରା ଭାରତ ଏବେ ଶୋକର ଛାୟାରେ ଅଛି, ସୁଷମା ସ୍ୱରାଜ ଜୀ ନିଜ ପରି ଏକେଲା ମଣିଷ ଥିଲା , ଯାହା କୋଟିଏ ଭାରତ ବାସୀଙ୍କ ପାଇଁ ପ୍ରେରଣାର ସ୍ରୋତ ଥିଲା । ଏହା ପୁର୍ବରୁ ସୁଷମା ସ୍ୱରାଜ କାଶ୍ମୀର ମୁଦ୍ଧା ଉପରେ ଫଇସଲା ନେବାପରେ ତିନି ଘଣ୍ଟା ପୂର୍ବରୁ ମୋଦୀଙ୍କୁ ବଧାଇଦେଇଥିଲେ , ଯାହାକି ତଳେ ଟ୍ୱିଟର୍ ପୋଷ୍ଟରେ ଦେଖାଯାଇଛି ।

ସୁଷମା ସ୍ୱରାଜ ପ୍ରଥମ ନିର୍ବାଚନ ୧୯୭୭ ରେ ଲଢିଥିଲେ , ତେବେ ସେ ୨୫ ବର୍ଷୀୟ ଥିଲେ , ହରିଆଣାର ଅମ୍ବାଲା ସିଟ୍ ରୁ ନିର୍ବାଚନ ଜିତିକରି ଦେଶର ସବୁଠାରୁ ଯୁବା ବିଧାୟକ ହେଲେ , ସେ ହରିଆଣାର ଦେବିଲାଲ୍ ସରକାରରେ ମନ୍ତ୍ରୀପଦ ବନାଯାଇଥିଲା , ଏହି ପରି ସେ କେଉଁ ରାଜ୍ୟର ସବୁଠାରୁ ଯୁବା ମନ୍ତ୍ରୀ ରହିଛନ୍ତି  ।୧୯୯୮ ରେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ , ୯୦ ଦଶକରେ ସୁଷମା ରାଷ୍ଟ୍ରିୟ ରାଜନୀତିରେ ସକ୍ରିୟ ହୋଇଗଲେ , ଅଟଲଜୀଙ୍କ ସରକାରରେ ସେ ମନ୍ତ୍ରୀପଦ ପାଇଥିଲେ , ୧୯୯୮ ରେ ଅଟଳଜୀଙ୍କ କ୍ୟାବିନେଟ୍ ରେ ସେ ଇସ୍ତଫା ଦେଇଥିଲେ , ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେବାପରେ ଦିଲ୍ଲୀର ବିଧାନସଭା ନିର୍ବାଚନରେ ଭାଜପାରୁ ହାରିଗଲେ , ପାର୍ଟିର ହାର୍ ପରେ ସୁଷମା ବିଧାନସଭା ସଦସ୍ୟତା ଛାଡିଦେଇଥିଲେ , ରାଷ୍ଟ୍ରିୟ ରାଜନୀତିକୁ ଫେରିଆସିଲେ ,

 

୧୯୯୯ ରେ ବେଲ୍ଲାରୀ ଲୋକସଭା ସିଟ୍ ରୁ ସୋନିଆ ଗାନ୍ଧୀଙ୍କ ଠାରୁ ହାରିଥିଲେ । ୧୯୯୬ ରେ ହୋଇଥିବା ଲୋକସଭା ନିର୍ବାଚନରେ ସୁଷମା ଦକ୍ଷିଣ ଦିଲ୍ଲୀର ସାଂସଦ ହୋଇଥିଲେ , ଏହାପରେ ୧୩ ଦିନ ଅଟଳଜୀଙ୍କ ସରକାର ତାଙ୍କୁ କେନ୍ଦ୍ରୀୟ ସୁଚନା ଓ ପ୍ରସାରଣ ମନ୍ତ୍ରୀ ବନାଇଥିଲେ । ମାର୍ଚ୍ଚ ୧୯୯୮ ରେ ଦ୍ୱିତୀୟଥର ଅଟଳଜୀଙ୍କ ସରକାର ହେବାପରେ ସେ ଆଇବି ମିନିଷ୍ଟର ହୋଇଥିଲେ, ୧୯୯୯ ରେ ସେ ବେଲ୍ଲାରୀ ଲୋକସଭା ସିଟ୍ରେ ସୋନିଆ ଗାନ୍ଧୀଙ୍କ ବିପକ୍ଷରେ ନିର୍ବାଚନ ଲଢିଥିଲେ , କିନ୍ତୁ ହାରିଗଲେ ।

ସୁଷମା ୨୦୦୯ ରୁ ୨୦୧୪ ରେ ବିଦିଶାରେ ଲୋକସଭା ନିର୍ବାଚନ ଜିତିଥିଲେ । ୨୦୧୪ ରୁ ୨୦୧୪ ପର୍ଯ୍ୟନ୍ତ ବିଦେଶ ମନ୍ତ୍ରୀ ରହିଥିବା ଦୁନିଆଁସାରା ଭାରତୀୟ ସେ ଏକ ଟ୍ୱିଟ୍ ସାହାଯ୍ୟ ଜଣାଇଥିଲେ ସେ ସ୍ୱାସ୍ଥ୍ୟର କାରଣରୁ ୨୦୧୯ ର ଲୋକସଭା ନିର୍ବାଚନ ଲଢିପାରିଲେ ନାହିଁ , ଭାଜପାର ଜିତ୍ ପରେ ଜଣାଯାଉଥିଲା କି ସେ ଆଉଥରେ ବିଦେଶ ମନ୍ତ୍ରୀ ହେବେ , କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ସେ ମନ୍ତ୍ରୀପଦ ଛାଡିଥିଲେ । କେନ୍ଦ୍ରୀୟ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସ୍ୱାମୀ ସ୍ୱରାଜ କୌଶଲ କୋର୍ଟର ଓକିଲ ଅଛନ୍ତି , ସେ ମିଜୋରାମର ଗଭର୍ଣ୍ଣର ବି ରହିସାରିଛନ୍ତି , ୧୯୯୦ ରେ ସବୁଠାରୁ ଯୁବା ଗଭର୍ଣ୍ଣର ହୋଇଥିଲେ । ତେବେ ତାଙ୍କର ବୟସ ମାତ୍ର ୩୭ ବର୍ଷ ହୋଇଥିଲା , ୧୯୯୮ ରେ ହରିଆଣାର ବିକାଶ ପାର୍ଟିର ଆଶାୟୀ ପାର୍ଥି ରୁପରେ ରାଜ୍ୟସଭାର ସଦସ୍ୟ ଭାବେ ଚୟନ ହେଲେ ।

Leave a Reply

Your email address will not be published. Required fields are marked *