ବାହାଦୁରୀ ଦେଖାଇ ୨୩ ଫୁଟ୍ ଅଜଗର ସହ ଘଣ୍ଟାଏ ହେଲା ଲଢୁଥିଲା ଏହି ସାହାସ ବ୍ୟକ୍ତି ,ଆଉ ତାପରେ ..

ଏହି ଦୁନିଆଁ ରେ ଅଜୀବ ଘଟଣା ମାନ ଘଟିବାର ଦେଖିବାକୁ ମିଳେ । କଣ କେତେବେଳେ ହେଇଯାଏ କିଛି ଜଣା ପଡେ ନାହିଁ , ଆଜିର ସମୟରେ କିଛି ବି ଘଟି ଯାଇପାରେ, ଆମ ପ୍ରକୃତିର ରଚନାରେ ଆପଣ ଭଲ ଭାବେ ପରିଚିତ ଥିବେ , ପ୍ରକୃତି କିଛି ଖତରନାକ ଜିନିଷକୁ ନିର୍ମାଣ କରିଛନ୍ତି , ଯାହା ବିଷୟରେ ଶୁଣି ଲୋକ ଭୟଭିତ ହୋଇଯାଆନ୍ତି , କିନ୍ତୁ ଏକ ବିଶାଳ କାୟ ସାପ କଥା ଅଲଗା ଅଟେ , ସାପ ସେମିତି ସବୁ ବ୍ୟକ୍ତିକୁ ଡରାଇଥାଏ । ବହୁତ ଥର ଆପଣଙ୍କ ପାଖାପାଖି ବହୁତ ପ୍ରକାରର ସାପ ଦେଖିଥିବେ । ସାପକୁ କେବଳ ଡର ଲାଗେନାହିଁ ତାର ବିଷାକ୍ତ ବିଷ ବହୁତ ଭୟଙ୍କର ଅଟେ , ଓ ବିଶେଷ କରି ଅଜଗର ସାପ ତାହା ଦଂଶନରେ ବ୍ୟକ୍ତି ପାଣି ପାଇନଥାଏ
ଆପଣ ଜୀବନରେ ବହୁତ ବାହାଦୁରୀ ର କଥା ଶୁଣି ଥିବେ କିନ୍ତୁ ଏହି ଘଟଣା ଆମେ ଯେଉଁ କହୁଛୁ ଏବେ ତାର ଏକ ଭିଡିଓ ଆସିଛି , ଯେଉଁ ଥିରେ ଏକ ଅଜଗର ସାପ ସହ ଏକ ବ୍ୟକ୍ତି ଘଣ୍ଟାଏ ପାଖାପାଖି ଲଢେଇ କରିଥିଲା , ସେ ସାପର ଲମ୍ବ ୨୩ ଫୁଟ ଥିଲା , ପ୍ରକୃତରେ ସେ ବ୍ୟକ୍ତି ଚାକିରିରୁ ଫେରୁଥିଲେ ତାପରେ ସେ ଅଜଗର ସାପ କୁ ଦେଖିଲେ । ଯେମିତି ସେ ବ୍ୟକ୍ତି ସେ ଅଜଗର ପାଖକୁ ପଳେଇଆସିଲେ ।ଅଜଗର ତାଙ୍କ ଉପରକୁ ଆକ୍ରମଣ କରିଦିଏ , ଏହି ଖତରନାକ ଘଟଣା ଇଣ୍ତୋନେସିଆ ର ରିୟାଉଅ ପ୍ରାନ୍ତରେ ହୋଇଛି ।
କୁହାଯାଏ କି ରୋବର୍ଟ ନେବନାନ୍ ଚାକିରି ରୁ ଘରକୁ ଫେରୁଥିଲେ , ରାସ୍ତାରେ ଏକ ବିଶାଳକାୟ ଅଜଗର ଦେଖିଲେ , ଯେମିତି ସେ ଅଜଗର ପାଖକୁ ଯାଆନ୍ତି , ସେମିତି ସେ ଅଜଗର ତାଙ୍କୁ ଆକ୍ରମଣ କରିଦିଏ । ଅଜଗର ତାଙ୍କ ଶରୀରର ବହୁତ ଜାଗାକୁ ଆଘାତ କରିଛି , ଓ ତାଙ୍କୁ ଚାପି ଦେଇଥିଲା , କିନ୍ତୁ ସେ ବ୍ୟକ୍ତି ବହୁତ ବାହାଦୁର ଥିଲେ , ସେ ଅଜଗର ସହ ବହୁତ ସମୟ ଲଢିଥିଲେ , ଓ ରୋବର୍ଟକୁ ବହୁତ ଚୋଟ ଆସିଥିଲା , ଅଜଗରର ମୃତ୍ୟୁପରେ ଶବକୁ ଗାଁଲୋକେ ତାକୁ ରସିରେ ଟଙ୍ଗାଇ ଦେଇଛନ୍ତି