July 24, 2024

Odia Express

Here, There and Everywhere

ଏବେ ଏବେ ମୃତ୍ୟ ହେଲା ଏହି ବଲିଉଡ୍ ର ଏହି ପ୍ରସିଦ୍ଧ ଗାୟକଙ୍କର , ବହୁତ ହି କମ୍ ବୟସରେ ଦୁନିଆଁ ଛାଡି ଦେଲେ – ସାରା ବଲିଉଡ ଜଗତ ଶୋକର ଛାୟା

ବଲିଉଡ୍ ଇଣ୍ତଷ୍ଟ୍ରିରେ ପୁଣି ଗୋଟେ ଥର ଏକ ଦୁଃଖଦ ଖବର ଆସିଲା , ବଲିଉଡ୍ ର ଜଣା ଶୁଣା ଗାୟକ ନିତୀନ୍ ବାଲି ଏବେ ଦୁନିଆଁରେ ନାହାନ୍ତି , ସେ ମାତ୍ର ୪୭ ବର୍ଷ ବୟସରେ ଦୂନିଆଁକୁ ଛାଡି ଚାଲିଯାଇଛନ୍ତି , ସେ ୯୦ ଦଶକରେ ସିଙ୍ଗର୍ ଥିଲେ , ସେ ବହୁତ ପୁରୁଣା ଗୀତକୁ ରିମିକ୍ସ କରି ସଫଳତା ହାସିଲ କରିଥିଲେ , ଅଚାନକ ହୋଇଥିବା ଏହି ଘଟଣାରେ ପୁରା ଫିଲ୍ମ ଜଗତ ସଦମାରେ ଅଛନ୍ତି ,ନିତିନ୍ ବାଲି ବହୁତ ସମୟ ହେଲା ମ୍ୟୁଜିକ୍ ଇଣ୍ତଷ୍ଟ୍ରିରେ ଦୂରେଇଥିଲେ , ସେମିତି ତାଙ୍କ ଦ୍ୱୀତିୟ ସ୍ତ୍ରୀ ରୋମା ବାଲୀ ଏହି ଦିନ ଛୋଟ ପର୍ଦାରେ ଆକ୍ଟିଭ୍ ଅଛନ୍ତି , କହିଦେବୁ କି ତାଙ୍କ ସ୍ତ୍ରୀ ରୋମା ବାଲି ଛୋଟ ପରଦାରେ ଜଣା ଶୁଣା ଅଭିନେତ୍ରୀ ଅଛନ୍ତି ।

କହିଦେବୁ କି ଏକ ସଡକ ଦୂର୍ଘଟଣାରେ ନୀତିନ୍ ବାଲିଙ୍କ ଜୀବନ ଚାଲିଗଲା , ତାଙ୍କ ଗାଡି ଡିଭାଇଡର୍ ରେ ମାଡ ହୋଇଥିଲା , ଯାହା ପରେ ଏହି ଦୂର୍ଘଟଣା ହୋଇଥିଲା , ଆରମ୍ଭରୁ ତାଙ୍କୁ ଗମ୍ଭୀର ଆଘାତ ଲାଗିଥିଲା , ତାପରେ ତାଙ୍କ୍ ସେହି କ୍ଷତ ଜାଗାକୁ ସିଲାଇ କରି ପଠେଇ ଦିଆଗଲା , କିନ୍ତୁ ଲିଗଲ ଫର୍ମା ଲିଟିଜ୍ ପୁରା କରିବା ପରେ ତାଙ୍କ ସ୍ତ୍ରୀ ରୋମା ବାଳି ସାଥିରେ ସେ ଘରକୁ ଆସିଥିଲେ , କିନ୍ତୁ କିଛି ସମୟ ପରେ ତାଙ୍କ ଅବସ୍ଥା ଗୁରୁତ୍ୱର ହେବାକୁ ଲାଗିଲା , ତାଙ୍କୁ ବହୁତ ପେଟ କଷ୍ଟ ହେବାକୁ ଲାଗିଲା ,

ସେ ରକ୍ତ ବାନ୍ତି କରିବାକୁ ଲାଗିଲେ , ଓ ତାଙ୍କ ବ୍ଲଡ୍ ପ୍ରେସର୍ ବି କମ୍ ହୋଇଯାଇଥିଲା ,ତାପରେ ସେ ବେହୋସ୍ ହୋଇଗଲେ , ତାଙ୍କୁ ତାପରେ ମେଡିକାଲ୍ ନିଆଗଲା , ଯେଉଁଠି ତାଙ୍କୁ ଡାକ୍ତରମାନେ ମୃତ ଘୋଷିତ କରିଦେଲେ , କୁହାଯାଉଛି କି ସେ ଘଟଣା ଦିନ ପିଇକରି ଗାଡି ଚଲାଉଥିଲେ ,ଯେଉଁ କାରଣରୁ ଏପରି ଦୂର୍ଘଟଣା ହୋଇଥିଲା ,ସେ ମଙ୍ଗଳବାର ଦିନ ରାତି ୧୨:୩୦ ରେ ଦୂର୍ଘଟଣା ହୋଇଥିଲା , ସେ ଏବେ ବୋରିବଲି ରୁ ମଲାଡ ଯାଉଥିଲେ ।

ନିତିନ୍ ବାଲି ୯୦ ଦଶକର ବହୁତ ପୁରୁଣା ଗୀତକୁ ରିମିକ୍ସ କରି ନିଜ ଆବାଜ୍ ଦେଇଥିଲେ , ସେ ନିଲେ ନିଲେ ଅମ୍ବର ପେ , ଛୁ କର୍ ମେରେ ମନ କୋ , ପ୍ୟାର୍ ମାଙ୍ଗା ହେ ତୁମି ସେ , ଏକ ଅଜନବୀ ହସିନା ସେ , ଓ ପଲ ପଲ ଦିଲ୍ କେ ପାସ ଯେପରି ସୁପରହିଟ୍ ଗୀତ ଗାଇଥିଲେ । ତାଙ୍କ ଲୋକପ୍ରିୟତା ନିଲେ ନିଲେ ଅମ୍ବର ପର ରୁ ହୋଇଥିଲା , ନିତିନ ଙ୍କ ପ୍ରଥମ ବାହାଘର ଫେମସ୍ ଭିଜେ ରୁବୀ ଭାଟ୍ଟିଆଙ୍କ ସହ ହୋଇଥିଲା , ଯେଉଁଠି ତାଙ୍କର ଛାଡପତ୍ର ହୋଇଯାଇଥିଲା , ଯାହା ୧୯୯୯ ରେ ହୋଇଥିଲା , ତାପରେ ସେ ଅଭିନେତ୍ରୀ ରୋମାଙ୍କ ସହ ବିବାହ କରିଥିଲେ , ଆଜିକାଲି ସିଲ୍ ସିଲା ବଦଲତେ ରିସ୍ତୋଁ କା ସିରିଆଲ୍ ରେ ନଜର ଆସୁଛନ୍ତି

Leave a Reply

Your email address will not be published. Required fields are marked *