VVIP ଧୋନୀ ଏବେ ବଞ୍ଚୁଛନ୍ତି ସାଧାରଣ ସେନାର ଜୀବନ ,ନିଜେ କରୁଛନ୍ତି ଏଭଳି କାମ ଯେ ସାରା ଦେଶ ଆଜି ତାଙ୍କ ପାଇଁ ନିଶ୍ଚୟ ଗର୍ବ କରିବ..
ଏହି ଦେଶରେ ସମସ୍ତେ ଅଲଗା ଅଲଗା ଧର୍ମ ଜାତି ଆରକ୍ଷଣ ପାଇଁ ଲଢୁଛନ୍ତି , କିନ୍ତୁ ଏହି କଥା ଦେଶର ଆସିଲେ ତେବେ ସମସ୍ତେ ଏକାଠି ହୋଇ କହିଦିଅନ୍ତି , ନିଜ ଘରେ ସେମିତି ଲଢେଇ ହେଉ କିନ୍ତୁ ବାହାର ଆସିକରି ଲଢିବାକୁ ପଡିବ ପୁରା ପରିବାର ଏକାଠି ହୋଇପାରେ , କିଛି ଏପରି ନଜାରା ଆସୁଛି ଆଜି କାଲି ଯେବେ ଠାରୁ ପିଏମ୍ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ସାହ୍ ଯୋଡି ମିଶିକରି ଧାରା ୩୭୦ ହଟାଇଦେଲେ ତେବେ ଦେଶର କିଛି ଲୋକେ ଏହାକୁ ଭୁଲ୍ ଫଇସଲା ବୋଲି ମତବ୍ୟକ୍ତ କରିଥିଲେ । ଏହି ଖବର ମଧ୍ୟରେ ସୋସିଆଲ୍ ମିଡିଆରେ ଗୋଟେ ଫଟୋ ଭାଇରାଲ୍ ହୋଇଛି , ଧୋନୀ ଏବେ ସାଧାରଣ ସେନାର ଜବାନ ପରି ଦିନ କାଟୁଛନ୍ତି , ଯାହାକି ତାଙ୍କର ପ୍ରଶଂସକଙ୍କ ହୃଦୟକୁ ଛୁଇଁ ଯାଇଛି ।

୧ ଅଗଷ୍ଟକୁ ଭାରତୀୟ କ୍ରିକେଟିୟର ମହେନ୍ଦ୍ର ସିଂ ଧୋନୀ ଭାରତୀୟ ସେନାରେ ନିଜ ଡ୍ୟୁଟି ଆରମ୍ଭ କରିଥିଲେ , ତାଙ୍କର ଏହି ଡ୍ୟୁଟୀ ୧୫ ଅଗଷ୍ଟ ଯାଏଁ ଚାଲିବ , ଓ ତିରଙ୍ଗା ଉଡାଇ ସେ ଫେରିଆସିବେ , ଏହି ସମୟରେ ସୋସିଆଲ୍ ମିଡିଆରେ ଧୋନୀଙ୍କ ଏକ ଫଟୋ ଭାଇରାଲ୍ ହେଉଛି, ଏବେ କିଛି ଦିନ ହେବ ସେନା କାଶ୍ମୀର ଚର୍ଚ୍ଚା ମଧ୍ୟରେ କାଶ୍ମୀରରେ ନିଜ ସେବା ଦେଉଛନ୍ତି , ଏବେ ମହେନ୍ଦ୍ର ସିଂ ଧୋନୀ କାଶ୍ମୀରରେ ୧୦୬ ଟେରିଟୋରିଆଲ୍ ଆର୍ମୀ ବାଟାଲିୟନ୍ କ୍ୟାମ୍ପରେ ରହି ସେବା ଦେଉଛନ୍ତି , ସେ ଦୁଇ ମାସର ଛୁଟି ନେଇଛନ୍ତି , ଓ ସେନାରେ ସକ୍ରିୟ ଭୁମିକା ନିଭାଉଛନ୍ତି , ଧୋନୀଙ୍କ ଏହି କିଛି ଦିନ ତଳେ ଏକ ଭିଡିଓ ଭାଇରାଲ୍ ହେଲା ଯେଉଁଠି ସେ ସେନାର ଜବାନଙ୍କ ସହ ଭଲିବଲ୍ ଖେଳୁଥିଲେ, ଓ ଏହା ସହ ଆଉ ଏକ ଫଟୋ ବି ସାମ୍ନାକୁ ଆସିଥିଲା ।

କ୍ୟାପଟେନ୍ କୁହାଯାଉଥିବା ଧୋନୀ ଏହି ଫଟୋରେ ସେନାର ବର୍ଦୀ ପିନ୍ଧିକରି ଜୋତା ପଲିସ୍ କରୁଛନ୍ତି , ଧୋନୀଙ୍କ ଏହି ଫଟୋ ଦେଖି ଫ୍ୟାନ୍ସ ମାନେ ଭାବୁକ ହୋଇ ଉଠିଛନ୍ତି , ଟ୍ୱିଟରରେ ଏହି ଫଟୋକୁ ସେୟାର୍ କରି ଧୋନୀ କହିଲେ କି କିଛି ବିଶେଷ ଅଧିକାର ନାହିଁ , କିଛି ବିଶେଷ ସୁରକ୍ଷା ନାହିଁ , କାରଣ ଆମେ ବାହାଦୁର ସୈନିକଙ୍କ ପରି ରାଷ୍ଟ୍ରିୟ କର୍ତ୍ତବ୍ୟରେ ଅଛୁ , ଏହି ସବୁ ମଧ୍ୟରେ ସବୁଠାରୁ ମଜାଦାର୍ କଥା ଏହି କି ଯେ କାଶ୍ମୀରରେ ଧୋନୀ ଥିବା ବେଳେ ବେଷ୍ଟ ଫିନିସର୍ ଟ୍ୟାଗ୍ ଓ ଆର୍ଟିକିଲ୍ ୩୭୦ ଜୋଡିକରି ଟ୍ୱିଟ୍ କରୁଛନ୍ତି ,

ଯେବେ ଧୋନୀଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ତେବେ ଲୋକେ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ , ଲୋକେ ଏହି ଫଟୋକୁ ବହୁତ ପ୍ରଶଂସା କରିଥିଲେ, ଧୋନୀ ନିଜର କିଛି ନା କିଛି କାମ ପାଇଁ ପ୍ରଶଂସା ପାଇଥାନ୍ତି , ଏହା ଧୋନୀଙ୍କ ସରଳତା ଓ ବିନମ୍ରତା ଅଟେ ଯାହା ପାଈଁ ତାଙ୍କ ଫ୍ୟାନ୍ସ ତାଙ୍କୁ ଇଜ୍ଜତ ଦେଇଥାନ୍ତି , କାରଣ ଜଣେ ଭିଭିଆଇପି ହାସିଲ୍ କରିବାପରେ ତାଙ୍କର ଦେଶ ପାଇଁ ପ୍ରେମ ବହୁତ ଦେଖିବାକୁ ମିଳିଥିଲା , ତେବେ ଲୋକପ୍ରିୟତା କେବଳ ନା କେବଳ ଭାରତରେ ଅଛି ବରଂ ଏହା ବିଶ୍ୱ ସାରା ବ୍ୟାପିଯାଇଛି ।
