July 30, 2025

Odia Express

Leading Odia News Portal of Odisha

ସାକ୍ଷାତ ମାଆ ଙ୍କ ରୂପ ଅଟନ୍ତି ଏହି ତିନି ନାମ ଥିବା ଶାଶୁ, ବୋହୁକୁନିଜର ଝିଅ ଠାରୁ ଅଧିକ ସ୍ନେହ କରନ୍ତି ….

ଶାଶୁ ବୋହୁର ସମ୍ପର୍କ ବହୁତ ସ୍ଵତନ୍ତ୍ର ହୋଇଥାଏ । ଗୋଟିଏ ଝିଅ ଯେବେ ବିବାହ କରି ନୂତନ ଗୃହକୁ ଆସେ , ତ ସେ ନିଜର ଶାଶୁଙ୍କ ଠାରେ ନିଜର ମାଆ ଙ୍କ ପ୍ରତିବିମ୍ବ ଖୋଜିବାର ପ୍ରୟାସ କରେ। କିନ୍ତୁ ଅନେକ ସମୟର ଏହି ସମ୍ପର୍କରେ କିଛି ନା କିଛି ଏପଟସେପଟ ଦେଖିବାକୁ ମିଳିଥାଏ । ଯଦିଓ କିଛି ଏପରି ଘର ମଧ୍ୟ ଅଛି ଯେଉଁଠାରେ ଶାଶୁ ବୋହୁଙ୍କ ପରସ୍ପର ସମ୍ପର୍କ ବହୁତ ମଧୁର ଅଟେ । କିନ୍ତୁ ପ୍ରାୟତଃ ଅଧିକତର ଘଟଣାରେ ଶାଶୁବୋହୁ ସମ୍ପର୍କରେ ଅଳ୍ପବହୁତ ତିକ୍ତତା ଦେଖିବାକୁ ମିଳେ। ଶାଶୁବୋହୁ ମଧ୍ୟରେ ହେଉଥିବା କଥା କଟାକଟିର ଏକ ମୁଖ୍ୟ କାରଣ ହେଲା ଯେ ଦୁହିଁଙ୍କ ବିଚାରଧାରାରେ ଅସମାନତା ହେବ କାରଣରୁ ମୁହାଁମୁହିଁ ହୁଅନ୍ତି ।

କାରଣ ଯାହାବି ହେଉ କିନ୍ତୁ ଶାଶୁବୋହୁଙ୍କ ମଧ୍ୟରେ ଏହି ବିରୋଧଭାସ ପ୍ରାୟତଃ ଦେଖିବାକୁ ମିଳେ। ଜଡୋ ବହୁତ ଏପରି ଘର ମଧ୍ୟ ଅଛି , ଯେଉଁଠାରେ ବୋହୁକୁ ନିଜର ମାତୃପକ୍ଷ ଠାରୁ ଅଧିକ ସ୍ନେହ ମିଳେ । , ଓ ଶାଶୁବୋହୁ ସମ୍ପର୍କ ପୂରାପୂରି ମାଆ ଝିଅ ଭଳି ହୋଇଥାଏ । କିଛି ଏପରି ଶାଶୁ ଦେଖିବାକୁ ମିଳନ୍ତି ଯେଉଁମାନେ ନିଜର ବୋହୁକୁ ବହୁତ ଅଧିକ ସ୍ନେହ କରନ୍ତି , ଓ ତାର ସବୁ ଖୁସିର ଧ୍ୟାନ ରଖନ୍ତି ।

ଆଜିର ଏହି ପୋଷ୍ଟରେ ଆମେ କିଛି ଏପରି ନାମର ମହିଳାଙ୍କ ବିଷୟରେ ଜଣେଇବାକୁ ଯାଉଛୁ , ଯେଉଁ ନାମ ଧାରୀ ମହିଳାମାନେ ନିଜର ବୋହୁକୁ ବହୁତ ଭଲପାଆନ୍ତି ।

H- ଅକ୍ଷର – କୁହାଯାଏ ଯେ ଯେଉଁ ମହିଳାମାନଙ୍କ ନାମର ପ୍ରାରମ୍ଭ ଇଂରାଜୀ H ଅକ୍ଷରୁ ହୋଇଥାଏ , ଏପରି ମହିଳାମାନେ ନିଜର ବୋହୁକୁ ବହୁତ ସମ୍ମାନ କରନ୍ତି , ଓ ଏପରି ମହିଳାଙ୍କର ନିଜର ବୋହୁ ସହିତ ସମ୍ପର୍କ ବହୁତ ମଧୁର ହୋଇଥାଏ । ଯେଉଁ ମହିଳାଙ୍କ ନାମର ପ୍ରଥମ ଅକ୍ଷର H ରୁ ହୋଇଥାଏ ସେମାନେ ନିଜର ଝିଅ ଓ ବୋହୁ ମଧ୍ୟର କିଛି ପାର୍ଥକ୍ୟ ଦେଖନ୍ତି ନାହିଁ । ସେମାନେ ନିଜର ବୋହୁଙ୍କା ବିଚାରଧାରାକୁ ସମର୍ଥନ କରନ୍ତି । ଓ ସବୁବେଳେ ଏହି ପ୍ରୟାସ କରନ୍ତି ଯେ ତାଙ୍କ ବୋହୁର ଜୀବନରେ କେବେ କୌଣସି ଅସୁବିଧା ନହେଉ । ଏମାନଙ୍କର ହେଇ ସ୍ଵଭାବ ଯୋଗୁ ଏମାନଙ୍କର ବୋହୁ ସହିତ ସମ୍ଭାନ୍ଧ ମଜବୁତ ରହେ ।

N ଅକ୍ଷର –  N ଅକ୍ଷର ନାମ ଥିବା ମହିଳା ମାନେ ବହୁତ ଯତ୍ନଶୀଳ ସ୍ଵଭାବର ହୋଇଥାନ୍ତି । ଏମାନଙ୍କର ଏହି ଗୁଣ ଏମାନଙ୍କର ବୋହୁ ସହିତ ସମ୍ପର୍କ ମଧୁର ହେବାର ସାହାଯ୍ୟ କରିଥାଏ । ଯେଉଁ ମହିଳା ମାନଙ୍କର ନାମ ର ଆରମ୍ଭ N ଅକ୍ଷରରୁ ହୋଇଥାଏ , ଏପରି ମହିଳାମାନେ ନିଜର ବୋହୁକୁ ସବୁ ପରିସ୍ଥିତିରେ ସମର୍ଥନ କରନ୍ତି ।

T ଅକ୍ଷର – ଏହି ତାଲିକାରେ ଆଗକୁ ଅଛି ସେହି ମହିଳାମାନଙ୍କର ଯାହାଙ୍କର ନାମର ଆରମ୍ଭ ଇଂରାଜୀ ଅକ୍ଷର T ରୁ ହୋଇଥାଏ । ଏହି ଅକ୍ଷର ନାମ ଥିବା ମହିଳା ମାନେ ମଧ୍ୟ ନିଜ ବୋହୁ ସହ ବହୁତ ସ୍ନେହର ସହ ବ୍ୟବହାର କରନ୍ତି । ଏହି ମହିଳାମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ପାଟିତୁଣ୍ଡରୁ ଦୂରେ ରହିବା ପସନ୍ଦ କରନ୍ତି। ଏହି କାରଣ ଅଟେ ଯେଉଁଥିପାଇଁ ଏମାନଙ୍କର ନିଜ ବୋହୁ ସହ ସମ୍ବନ୍ଧ ବହୁତ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *