May 20, 2025

Odia Express

Leading Odia News Portal of Odisha

ମାଛ ମୁଣ୍ଡ ଖାଉଥିବା ଲୋକ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା – ମାଛ ମୁଣ୍ଡ ଖାଇବା ଦ୍ୱାରା ଏହି ସବୁ ରୋଗ ଭଲ ହୁଏ …

ଆଜି ଆମେ କହିବୁ ସେହି ଲୋକଙ୍କ ବିଷୟରେ ଯାହାଙ୍କୁ ମାଛ ମୁଣ୍ଡ ଖାଇବା ପାଇଁ ବହୁତ ଭଲ ଲାଗେ ଓ ଯେଉଁ ଲୋକ ମାନେ ମାଛ ମୁଣ୍ଡ କୁ ବହୁତ ସ୍ୱାଦିଷ୍ଟ ଲାଗେ ବୋଲି କହିଥାନ୍ତି |ସେମାନେ ଜାଣି ନଥିବେ ଏହି ଲାଭ ବିଷୟରେ

୧ – ମାଛ ମୁଣ୍ଡ ଖାଇବା ଦ୍ୱାରା ଆଖି ସମ୍ବଧୀୟ ସମସ୍ୟା ଦୂର ହେଇଥାଏ ଅଥବା ଯେଉଁ ମାନକ ଆଖି କୁ ଅଳପ ଦେଖା ଯାଉଛି ସେମାନେ ଆଜିଠୁ ମାଛ ଖାଇବା ଆରମ୍ଭ କରିଦେବା ଉଚିତ |କାରଣ ଏହା ଦ୍ୱାରା ଆଖିର ରୋଷଣୀ ବଢେ ଓ ଆଖିର ଅନେକ ସମସ୍ୟା ଦୂର ହୁଏ ,ଆଖିରେ କୌଣସି ଖରାପ ପ୍ରଭାବ ପଡେ ନାହିଁ ମାଛ ମୁଣ୍ଡ ଖାଇବା ଦ୍ୱାରା

 

୨ – ବନ୍ଧୁଗାଁ ଯଦି ଆପଣଙ୍କ ପେଟରେ ପଥର ହେଇଥାଏ ତେବେ ମାଛ ମୁଣ୍ଡ ଖାଇବା ଦ୍ୱାରା ଧୀରେ ଧୀରେ ଏହି ପଥର ଭଲ ହେଇଥାଏ | ସେଥିପାଇଁ ଡାକ୍ତର ମାନେ ଯାହା ପେଟରେ ପଥର ହେଇଥାଏ ତାଙ୍କୁ କହୁନ୍ତି କି ମାଛ ମୁଣ୍ଡ ଖାଇବ ପାଇଁ

୩ – ବନ୍ଧୁଗଣ ଯଦି ଆପଣଙ୍କ ଆଣ୍ଠୁରେ ପୀଡା ଅନୁଭୂତି ହେଉଛି କିମ୍ବା ଆପଣଙ୍କ ବାଳ ବହୁତ ଝଡ଼ୁଛି ତେବେ ମାଛ ମୁଣ୍ଡ ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠି ପୀଡା ଭଲ ହେବ ସହ ଯେଉଁ ଲୋକଙ୍କ ଛୁଟି ଝଡ଼େ ସେ ମଧ୍ୟ ଧୀରେ ଧୀରେ ଭଲ ହେଇଥାଏ

ଆମେ ଆଶା କରୁଚୁ ଅପାଙ୍କ ଏହି ଲେଖାଟି ନିଶ୍ଚୟ ଭାବରେ ଛୁଇଁବ | ଯଦି ଆପଣ ମଧ୍ୟ ଏହି ସବୁ ରୋଗରୁ ବଂଚିବା ପାଇଁ ଚାହୁଁଛନ୍ତି ତେବେ ନିଶ୍ଚୟ ଆଜିଠାରୁ ମାଛ ମୁଣ୍ଡ ଖାଇବା ଆରମ୍ଭ କରନ୍ତୁ

Leave a Reply

Your email address will not be published. Required fields are marked *