November 7, 2024

Odia Express

Leading Odia News Portal of Odisha

ବିବାହ ପରେ ମଧ୍ୟ ଏହି ୪ ଟି ନାଁ ବାଲା ଝିଅମାନେ ଚାହିଁଲେ ବି ନିଜ ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ – ଦେଖନ୍ତୁ କେଉଁ ନାମ ସାମିଲ ଅଛି..

କୁହନ୍ତି ନାଁ ପ୍ରେମ ଏକ ଅନୁଭୁତି ଅଟେ , ଯାହା ବ୍ୟକ୍ତିର ଭାଗ୍ୟକୁ ବଦଳାଇବାର ଶକ୍ତି ରଖିଥାଏ , ଏମିତିରେ ଯଦି କାହାକୁ ସଚ୍ଚା ପ୍ରେମ ହୋଇଯାଏ ତେବେ ସେ ନିଜ ପ୍ରେମ ପାଇଁ ଯେ କୌଣସି କାମ କରିପାରିବ , ଓ ତାଙ୍କର ଖୁସି ପାଇଁ ସେ ବଡ୍ କଷ୍ଟ ବି ସହି ପାରିବ , ହିନ୍ଦୁ ଧର୍ମର ଜ୍ୟୋତିଷ୍ୟଶାସ୍ତ୍ରରେ ଏହାର ଏକ ଖାସ୍ ସ୍ଥାନ ଅଛି , ଏହାର ଶାସ୍ତ୍ର ଅନୁସାରେ ଆମେ କେଉଁ ବ୍ୟକ୍ତିର ନାଁ ରାଶି , ହାତ ଏବଂ ମଥାର ରେଖା ଆଦି ଦେଖିକରି ତାହାର ବ୍ୟବହାର ଓ ତାର ବ୍ୟକ୍ତିତ୍ୱ ବିଷୟରେ ଗୁଢ ରହସ୍ୟ ବିଷୟରେ ପତ୍ତା କରିପାରିବା , ନିଜ ରାଶି ଅନୁସାରେ ବହୁତ ଲୋକ ଏପରି ଥାନ୍ତି ଯିଏକି ପ୍ରେମରେ ଧୋକା ଦେବା ପାଇଁ କେବେ ସ୍ୱପ୍ନରେ ଭାବିପାରନ୍ତି ନାହିଁ ,ଯଦି ଏମାନଙ୍କ ବିବାହ ନିଜ ପ୍ରେମ କରୁଥିବା ପ୍ରେମିକ ସହ ନହେଲା ତେବେ ସେମାନେ ସେ ତାହା ଜୀବନସାରା ଝୁରି ହୁଅନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୪ ଟି ନାଁ ବାଲି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ବାହାଘର ପରେ ବି ନିଜ ପ୍ରଥମ୍ ପ୍ରେମକୁ ଭୁଲି ପାରନ୍ତି ନାହିଁ ।

ଏହି ନାଁ ବାଲି ଝିଅମାନେ ବହୁତ କୋମଳ ହୃଦୟର ହୋଇଥାନ୍ତି , ଏମାନେ ଯାହାକୁ ଥରେ ନିଜର ଜୀବନସାଥୀ ବନାଇଦିଅନ୍ତି ତେବେ ସେ ଜୀବନସାରା ଚାହିଁଲେ ବି ଭୁଲାଇପାରନ୍ତି ନାହିଂମ୍ , ଏମାନଙ୍କର ନିଜ ପ୍ରେମ ଉପରେ ଅତୁଟ ବିଶ୍ୱାସ ରହିଥାଏ , ଏମାନଙ୍କ ବିବାହ ପରେ କେଉଁ ଠି ନା କେଉଁଠି ଆଶା ରହିଥାଏ କି ଦିନେ ଏମାନଙ୍କ ସଚ୍ଚା ପ୍ରେମ ଫେରିଆସିବ , ଏମାନେ ସେମିତି ନିଜ ସ୍ୱାମୀଙ୍କର ବହୁତ ଯତ୍ନ ନିଅନ୍ତି , କିନ୍ତୁ ପ୍ରଥମ ପ୍ରେମ ପାଇଁ ଏମାନେ ନିଜ ଜୀବନରେ କିଛି ଅଲଗା ଜାଗା ରଖିଥାନ୍ତି ,

R ନାମକ ଝିଅମାନେ : ଏହି ନାମକ ଝିଅମାନେ ବହୁତ ନିରିହ ଓ କୋମଳ ହୃଦୟ ବିଶିଷ୍ଟ ହୋଇଥାନ୍ତି । ଏମାନେ ବହୁତ ସ୍ୱାଭିମାନୀ ହୋଇଥାନ୍ତି , କେବେ କେବେ ନିଜ ଏହି ଗୁଣ ସକାଶେ ସେମାନେ ଅନ୍ୟଙ୍କ ଉପରେ ନିଜର ଅଧିକାର ସ୍ଥାପନ କରନ୍ତି , ଭଗବାନ ଏମାନଙ୍କୁ ପ୍ରେମ କରିବାର ଏପରି ଏକ କଳା ଦେଇଛନ୍ତି , ଯାହାଙ୍କୁ ଏମାନେ ହୃଦୟ ଦେଇଦେବେ , ସେମାନେ ମରିବା ପର୍ଯ୍ୟନ୍ତ ତାକୁ ଭୁଲି ପାରିବେ ନାହିଂମ୍ , ଏମାନେ ବହୁତ ଉତ୍ତମ ବୁଝାମଣା ରଖନ୍ତି , କିନ୍ତୁ ନିଜର ଅତୁଟ ପ୍ରେମ ଓ ବିଶ୍ୱାସ ବଳରେ ଏମାନଙ୍କର ଏହା ଦୁର୍ବଳତା ହୋଇଯାଏ ।

P ନାମକ ଝିଅମାନେ : ଏହି ନାମକ ଝିଅମାନେ ବହୁତ ଚଞ୍ଚଳ ଓ ନଟଖଟି ହୋଇଥାନ୍ତି , ଏମାନେ ଛୋଟ୍ ଛୋଟ କଥାରେ କଳି କିମ୍ବା ଝଗଡା କରିବାକୁ ଆଗଭର ରୁହନ୍ତି , କିନ୍ତୁ ଏତେ ଲଢେଇ ଝଗଡା ହେଲେ ବି ନିଜ ସାଥୀକୁ ଭଲ ପାଇବା ଦେବାରେ ଉଣା କରନ୍ତି ନାହିଂମ୍ , ଏମାନେ ବହୁତ ଜିଦ୍ଧି ପ୍ରବୃତିର ହୋଇଥାନ୍ତି , ଏମାନେ କାହାକୁ ଭଲ ପାଇବସିଲେ ତାକୁ ହାସିଲ୍ କରିବାପାଇଁ ଉଦ୍ୟମ କରିଥାନ୍ତି , ଏମାନଙ୍କ ରାସ୍ତା ଯେତେ ବି କଠିନ ହେଉ , କିନ୍ତୁ କେବେ ସେ ହାର୍ ମାନନ୍ତି ନାହିଁ , ଯଦି ଏମାନଙ୍କୁ ଏମାନଙ୍କ ପ୍ରେମ ମିଳିଯାଏ ତେବେ ସେ ବିବାହ ପରେ ବି ତାଙ୍କ କଥା ଭାବିଥାନ୍ତି ,

K ନାମକ ଝିଅମାନେ : ଏହି ନାମକ ଝିଅମାନେ ବହୁତ ରୋମାଣ୍ଟିକ୍ ଓ ଆକର୍ଷକ ହୋଇଥାନ୍ତି , ଏହି ନାମର ଝିଅ ପ୍ରେମର ମାମଲାରେ ବିଶ୍ୱସନୀୟ ହୋଇଥାନ୍ତି , ଓ ଯାହାକୁ ଭଲ ପାଇଥାନିତ୍ , ସେମାନଙ୍କ ସାଥି ଜୀବନସାରା ଛାଡନ୍ତି ନାହିଂମ୍ , କିନ୍ତୁ ଯଦି ପ୍ରେମ ନ ମିଳେ ତେବେ ସେ ପୁରା ଜୀବନ ତାଙ୍କ କଥାକୁ ମନେ ପକାଇ ଝୁରି ହୁଅନ୍ତି , ଏମାନଙ୍କୁ ମିଛ କହୁଥିବା ଲୋକ ପସନ୍ଦ ଲାଗନ୍ତି ନାହିଁ , କିନ୍ତୁ ଏମାନଙ୍କ ପ୍ରେମରେ ସଚ୍ଚାଇ ଥାଏ ।

M ନାମକ ଝିଅମାନେ : ଏହି ନାମକ ଝିଅମାନେ ବହୁତ ବିଶ୍ୱାସୀ ଓ ସଚ୍ଚୋଟ ହୋଇଥାନ୍ତି , ଏମାନେ ଯାହାଙ୍କୁ ବି ଜୀବନସାଥୀ ମାନିନିଅନ୍ତି , ତାଙ୍କୁ ନିଜର ତନ,ଧନ,ମନ ଦେଇଦିଅନ୍ତି , ଓ ନିଜର କରିବାର ପୁରା ପ୍ରୟାସ କରନ୍ତି,ଯଦି କେଉଁ କାରଣରୁ ଏମାନଙ୍କ ବାହାଘର ପ୍ରେମୀ ସହ ହୋଇପାରେ ନାହିଁ  ତେବେ ସେ ତାକୁ ଭୁଲନ୍ତି ନାହିଁ  ଓ ପ୍ରେମ କରିଥାନ୍ତି ।

Leave a Reply

Your email address will not be published. Required fields are marked *