June 19, 2025

Odia Express

Leading Odia News Portal of Odisha

ଫୁଟୁଥିବା ଗରମ ପାଣିରେ ପକାହେଲା ୨୦୦ ଟଙ୍କିଆ ନୋଟ୍ – ତାପରେ ଯାହା ହେଲା ତାହା ଦେଖିକରି ଚକିତ ହୋଇଯିବେ ଆପଣ..

ଏହା ତ ସମସ୍ତେ ଜାଣିଥିବେ କି ଯଦି ପାଣିରେ କେଉଁ ନୋଟ୍ କୁ ପକାଇଦିଆଯାଏ ତେବେ ସେ ଓଦା ହେବା ସହ ଫାଟିବି ଯାଇପାରେ , ଏବେ ଏହି କଥା ଆଜି କାଲି ମାର୍କେଟରେ ଯାହା ନୁଆ ନୋଟ୍ ଆସିଛି  ତାହା ଜଲଦି ଫାଟୁଥିବା ନୋଟ୍ ରୁ ନୁହେଁ , କିନ୍ତୁ ଯେଉଁ ନୋଟ୍ ଆସିଛି ତାହାର ରଙ୍ଗ ଟିକିଏ ଅଜବ ଲାଗିପାରେ , କିନ୍ତୁ ପାଣିରେ ବତୁରିଯିବ ଏତେ ଶସ୍ତା ନୁହେଁ , ଆଜି ଆମେ ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବାକୁ ଯାଉଛୁ , ଯାହା ଦେଖିବାପରେ ମଜା ବି ଲାଗିବ ଓ କିଛି ଜାଣିବାକୁ ବି ମିଳିବ , ଏହି ଭିଡିଓରେ ଏକ ଦୁଇ ଶହ ଟଙ୍କା ନୋଟ୍ କୁ ନେଇ ପର୍ଯ୍ୟବେକ୍ଷଣ କରାଯାଇଛି, ଯାହା ବହୁତ ଭାଇରାଲ୍ ହୋଇଛି ।

 

ଏହି ଭିଡିଓ ଦର୍ଶା ଯାଇଛି କି ଏହି ଦୁଇଶହ ଟଙ୍କା ନୋଟ୍ ପାଣିରେ ପକା ହେଲାପରେ ତାହା ଫାଟିଯାଉଛି କି ନାହିଁ, କିନ୍ତୁ ଆଜି ଆମେ ଏହି ପୋଷ୍ଟରେ ସାଧାରଣ ନୋଟ୍ କୁ ପାଣିରେ ସିଝାଇ ପକାଇଲେ ଚେକ୍ କରିବୁ କି ତାହା ଫାଟୁଛି କି ନାହିଁ , କିନ୍ତୁ ଆଜି କାଲିର ଯେଉଁ ନୋଟ୍ ମାର୍କେଟ୍ କୁ ଆସିଛି ତାହା ଫାଟୁନାହିଁ କିନ୍ତୁ ରଙ୍ଗ ଫିକା ହୋଇଯାଏ , ଆପଣ ଭିଡିଓରେ ଦେଖିଲେ ଏହା ଜାଣିପାରିବେ ।

 

ଏହି ଭିଡିଓରେ ସ୍ପଷ୍ଟରୁପେ ଦେଖିପାରୁଥିବେ କି ଏକ ଜାଗାରେ ଗରମ ପାଣିରେ ଦୁଇ ଶହ ଟଙ୍କା ପକାଇଲା ପରେ ଏହା ଫାଟି ନାହିଁ ବରଂ ଏହାର ରଙ୍ଗରେ କିଛି ପରିବର୍ତ୍ତନ ଆସିଛି, ଆମେ ଏତିକି କହିପାରିବା କି ଏହି ନୋଟ୍ ତିଆରି କରିଥିବା ଲୋକଙ୍କୁ ହିଁ ଜଣା ଏହା କିପରି ହୋଇପାରୁଛି, ସେମିତି ଏହି ପାଣିରେ ନୋଟ୍ ପକାଇବାପରେ ଯାହା ପରିଣାମ ଆସିଲା , ତାହାକୁ ଦେଖି କେହି ବି ବିଶ୍ୱାସ କରିପାରିବେ ନାହିଁ , ଏଥିପାଇଁ ଆପଣଙ୍କୁ ଏହି ଭିଡିଓ ଥରେ ମାତ୍ର ଦେଖିନେବା ଉଚିତ୍  ।

 

ତେଣୁ ବିନା ବିଳମ୍ବ ନକରି ଏହି ଭିଡିଓକୁ ଦେଖନ୍ତୁ , ଓ ଏହି ପ୍ରକିୟାରେ ଆପଣ ବି ନିଜ ଘରେ ଏହାକୁ ପ୍ରୟୋଗ କରି ଦେଖନ୍ତୁ , ବୋଧେ ଆପଣଙ୍କୁ ବି ଜଣାପଡିଯିବ କି ଏହି ନୋଟ୍ ରୁ ଅସଲି ରଙ୍ଗ ଛାଡୁଛି କି ନାହିଁ ।

Leave a Reply

Your email address will not be published. Required fields are marked *