ପେଟରେ ହେଇଥିବା ଷ୍ଟୋନ୍ ର ରାମବାଣ ଚିକିତ୍ସା ଅଟେ ଏହି ସାଧାରଣ ପାରିବା , ମାତ୍ର ୩ ଦିନରେ ଷ୍ଟୋନ୍ ହେବ ଜଡରୁ ଶେଷ – ସମସ୍ତେ ଏହାକୁ ଖାଇବା ନିହାତି ଦରକାର..
ଆଜି କାଲିର ସମୟରେ ଦେଖାଯାଏ କି ମାର୍କେଟ୍ ରେ ବହୁତ ଅପମିଶ୍ରଣ ଜିନିଷ ଆସିବାକୁ ଲାଗିଛି, ଯାହା ଆପଣଙ୍କୁ ଅତି ସହଜରେ ଦେଖିବାକୁ ମିଳିଯିବ । ଏହି ଅପମିଶ୍ରଣ ଖାଦ୍ୟ ଖାଇ ଆମକୁ ନାନାଦି ରୋଗ ଘେରେଇ ନେଇଯାଏ , ଯାହାର କାରଣରୁ ଆମେ ଡାକ୍ତରଙ୍କ ପାଖକୁ ଯାଇଥାଉ , ଆମେ ଜାଣିଛେ କି ଷ୍ଟୋନ୍ ହେଲା ପରେ ପେଟରେ ଗଭିର ଯନ୍ତ୍ରଣା ହୋଇଥାଏ , ଯାହା ଦ୍ୱାରା ଆମେ ବେହୋସ ବି ହୋଇଯାଉ , କିନ୍ତୁ ଆଜି ଆମେ ଆପଣଙ୍କୁ ଷ୍ଟୋନ୍ ସଂମ୍ପର୍କିତ ଏକ ସହଜ ଉପାୟ କହିବାକୁ ଯାଉଛୁ , ଯାହା ଦ୍ୱାରା ଏକ ଖାସ୍ ପରିବା ଖାଇବା ଦ୍ୱାରା ମୁକ୍ତି ପାଇପାରିବେ , ଏବେ ଆପଣ ଭାବୁଥିବେ କି ତାହା କେଉଁ ପରିବା ହୋଇପାରିଥାଇ ପାରେ , ଯାହା ଷ୍ଟୋନ୍ ପରି ରୋଗକୁ ଦୂର କରିପାରିବ , ଆସନ୍ତୁ ଜାଣିବା ।
ସେମିତି ଦେଖିବାକୁ ଗଲେ ଅଧିକାଂଶ ଲୋକଙ୍କୁ ଜହ୍ନି ଖାଇବାକୁ ଭଲ ଲାଗେ ନାହିଁ , କିନ୍ତୁ ଆପଣ ଏହାର ଯଦି ଫାଇଦା ବିଷୟରେ ଜାଣିନେବେ ତେବେ ଏହାକୁ ଖାଇବାକୁ ଆରମ୍ଭ କରିନେବେ , ତେବେ ଆପଣଙ୍କ ଷ୍ଟୋନ୍ ଦୂର ହୋଇଯିବ , ଆୟୁର୍ବେଦରେ ଜହ୍ନିକୁ ଷ୍ଟୋନ୍ ପରି ରୋଗ ସହ ଲଢିବାରେ ବହୁତ ଏକ ଚମର୍କାରୀ ପରିବା ବୋଲି ଜଣାଯାଏ , ଏମିତି କୁହାଯାଏ କି ଯଦି ସବୁଦିନ ସକାଳୁ ଜହ୍ନିକୁ ବଳଦ କୁ କିମ୍ବା ଗାଇର କ୍ଷୀରରେ ଥଣ୍ତାପାଣି ରେ ମିଶାଇ ସକାଳୁ ପିଇବାକୁ ଦିଆଯାଏ , ତେବେ ଷ୍ଟୋନ୍ ଭାଙ୍ଗିଯାଏ , ଓ ତାହା ଜଡରୁ ସମାପ୍ତ ହୋଇଯାଏ , ଆପଣଙ୍କୁ ଏମିତି କରିବାକୁ ହେଲେ ଏହାକୁ କମ୍ ସେ କମ୍ ତିନି ଦିନ ଯାଏଁ ଅବଶ୍ୟ କରିବାକୁ ହେବ । ଓ ପେଟ ପିଡା ଦୂର ହୋଇଯିବ ,
ଷ୍ଟୋନ୍ ଚିକିତ୍ସାରେ ଜହ୍ନି ତ ବହୁତ ସାହାଯ୍ୟ କରିଥାଏ , କିନ୍ତୁ ଆଉ କେତୋଟି ଜିନିଷ ଅଛି ଯାହା ଫାଇଦାଦାୟକ ହୋଇଥାଏ , ଯଦି ଆପଣ ଜହ୍ନିର ସେବନ କରନ୍ତି ତେବେ ଆପଣଙ୍କ ଶରିରର ଓଜନ କମିବାକୁ ଲାଗିବ , ଯେଉଁ ବ୍ୟକ୍ତିଙ୍କର ଓଜନ ଅଧିକା ବଢିଯାଇଛି , ସେମାନେ ଜହ୍ନିର ସେବନ କରନ୍ତୁ , ଓ ଏହା ଦ୍ୱାରା ଫାଇଦା ମିଳିପାରିବ , ଜହ୍ନିରେ କୋଲେଷ୍ଟୋଲ୍ ଓ କ୍ୟାଲୋରି କମ୍ ହୋଇଥାଏ , ଯାହା ଓଜନ କମାଇବାରେ ସାହାଯ୍ୟ କରେ ।
ଆଜିକାଲି ଫାଷ୍ଟ ଫୁଡ୍ ର ଜମାନା ଅଟେ , ଆଜିକାଲି ନୁଡୁଲ୍ ଓ ବର୍ଗର୍ ପିଜା ଖାଇବାକୁ ଲୋକେ ଅଧିକା ପସନ୍ଦ କରନ୍ତି , ଯେଉଁଥିରେ ତେଲର ମାତ୍ରା ଅଧିକା ହୋଇଥାଏ , ଏହା ଆମ ଶରିର ପାଇଁ ବହୁତ ହାନିକାରକ ହୋଇଥାଏ , ଏହି ଜିନିଷ ଶରିରକୁ ଫୁଲେଇଦେଇଥାଏ , ଓ ଶରିର ଫୁଲିବା ପରେ ବହୁତ ରୋଗ ହେବାକୁ ଲାଗିଥାଏ , ଏଥିପାଇଁ ଏହି ସବୁ ଜିନିଷକୁ ଦୁରେଇ ରହିବା ଉଚିତ୍ ।