ଆଜି ଭୋମବତୀ ଅମାବାସ୍ୟା , ଆଜି ରାତିରେ କରି ଦିୟନ୍ତୁ ଏହି ଉପାୟ – ପିତୃ ଦୋଷରୁ ମିଳିଯିବ ମୁକ୍ତି ଆଉ ଜୀବନସାରା ରହିବେ ଖୁସି..
ଏହି ମାସ ୨୬ ନଭେମ୍ବରକୁ ଭୋମବତୀ ଅମାବାସ୍ୟା ଆସୁଛି , ଓ ଭୋମବତୀ ଅମାବାସ୍ୟାକୁ ଶାସ୍ତ୍ରରେ ଭଲ ବୋଲି ଜଣାଯାଇଛି , କୁହାଯାଉଛି କି ଭୋମବତୀ ଅମାବାସ୍ୟାରେ ତଳେ ଦିଆଯାଇଥିବା ଉପାୟ ଗୁଡିକ କଲେ ତେବେ ପିତୃଦୋଷ ଶାନ୍ତ ହୋଇଯାଏ , ଏଥିପାଇଁ ଯେଉଁ ଲୋକଙ୍କର ପିତୃଦୋଷ ଅଛି ସେମାନେ ଭୋମବତୀ ଅମାବାସ୍ୟା ଦିନ ଏହି ଉପାୟଗୁଡିକ ନିଶ୍ଚିତ୍ କରନ୍ତୁ , ଏହି ଉପାୟ କରିଲେ ଆପଣଙ୍କ ପିତୃଦୋଷ ଶାନ୍ତ ହୋଇଯିବ , ଓ ମୁକ୍ତି ମିଳିପାରିବ ।
ଅମାବାସ୍ୟା ଦିନ କରନ୍ତୁ ଏହି ଉପାୟଗୁଡିକ :
ରଖନ୍ତୁ ବ୍ରତ : ଭୋମବତୀ ଅମାବାସ୍ୟା ଦିନ ବ୍ରତ ରଖିଲେ ପିତୃ ପୁରୁଷ ଶାନ୍ତ ହୋଇଯାଆନ୍ତି , ଓ ପ୍ରସନ୍ନ ହୋଇକରି ଆଶିର୍ବାଦ ପ୍ରଦାନ କରନ୍ତି , ବିଷ୍ଣୁ ପୁରାଣ ଅନୁସାରେ ଅମାବାସ୍ୟାକୁ ଉପବାସ ରଖିଲେ ସୁଖି ଜୀବନ ପ୍ରଦାନ କରିଥାଏ , ଓ ପିତୃଦୋଷ ଶେଷ ହୋଇଯାଏ ।
ଅଶ୍ୱତଥ ଗଛକୁ କରନ୍ତୁ ପୁଜା : ଅମାବାସ୍ୟ ଦିନ ଆପଣ ଅଶ୍ୱତଥ ଗଛକୁ ପୁଜା କରନ୍ତୁ , ପୂଜା କରୁଥିବା ସମୟରେ ଏକ ଦୀପ ଲଗାନ୍ତୁ । ଓ ଏହି ଦୀପକୁ ନିଜ ପିତୃପୁରୁଷଙ୍କୁ ସମର୍ପିତ କରନ୍ତୁ , ଓ ଅଶ୍ୱତଥ ଗଛ ଚାରିପଟେ ପରିକ୍ରମା କରନ୍ତୁ , ଓ ଅଶ୍ୱତଥ ଗଛରେ ଲସି, ଚାଉଳ, ଫୁଲ , ଜଳ ଏକା ସାଙ୍ଗେ ଚଢାନ୍ତୁ , ଏହି ଉପାୟ କରିଲେ ପିତୃପୁରୁଷ ଶାନ୍ତ ହୋଇଯାଆନ୍ତି ।
ମନ୍ତ୍ରର ଜପ : ଏହି ଦିନ ସକାଳୁ ଉଠିକରି ସ୍ନାନ କରିବାପରେ ଓଁ ପିତୃଭ୍ୟ ନମଃ ମନ୍ତ୍ରର ଜପ କରନ୍ତୁ , ଏହି ମନ୍ତ୍ରର ଜପ ୧୦୮ ଥର କରିଲେ ଶୁଭ ଫଳ ମିଳିଥାଏ , ଓ ପିତୃଦୋଷରୁ ମୁକ୍ତି ମିଳିଯାଏ ,
କରନ୍ତୁ ହନୁମାନଙ୍କ ପୁଜା : ଏହି ଥର ଏହା ମଙ୍ଗଳବାରକୁ ପଡୁଛି , ଏଥିପାଇଁ ସଂନ୍ଧ୍ୟା ସମୟରେ ମନ୍ଦିର ଯାଈକରି ହନୁମାନଙ୍କୁ ପୁଜା କରନ୍ତୁ , ଓ ତାଙ୍କ ସାମ୍ନାରେ ଏକ ତେଲର ଦିପ ଲଗାନ୍ତୁ , ହନୁମାନଙ୍କୁ ପୁଜାକରିଲେ ସବୁ ପିତୃଦୋଷରୁ ମୁକ୍ତି ମିଳେ ।
ଦାନ କରନ୍ତୁ : ଭୋମବତୀ ଅମାବାସ୍ୟା ଦିନ ଦାନ କରିଲେ ପୁଣ୍ୟ ମିଳିଥାଏ , ଏଥିପାଇଁ ଆପଣ କଳା ଜିନିଷର ଦାନ ନିଶ୍ଚିତ କରନ୍ତୁ , ହୋଇପାରିବ ଯଦି ଗରିବ ଲୋକଙ୍କୁ ଭୋଜନ ଖୁଆନ୍ତୁ , ଏମିତି କଲେ ପିତୃଦୋଷ ଦୂର ହେବା ସହ କରଜ ରୁଣ ଆଦିରୁ ମୁକ୍ତି ମିଳିଥାଏ ।
କରନ୍ତୁ ପାଠ : ଭୋମବତୀ ଅମାବାସ୍ୟା ଦିନ ପିତୃ ସୁକ୍ତ କିମ୍ବା ପିତୃ ସ୍ରୋତ ପାଠ କରନ୍ତୁ , ଏହା ପଢିଲେ ପିତୃପୁରୁଷ ଖୁସି ହୋଇଥାନ୍ତି , ଓ ଆପଣଙ୍କ ଜୀବନରେ ସୁଖ ଶାନ୍ତି ବଜାୟ ରହେ ।
ସୂର୍ଯ୍ୟଙ୍କୁ ଦିଅନ୍ତୁ ଅର୍ଘ୍ୟ : ସକାଳୁ ସ୍ନାନ କରିବାପରେ ଏକ ତମ୍ବାର ଲୋଟାରେ ଜଳ ଭରନ୍ତୁ , ଓ ଏହି ଜଳକୁ ଲାଲ ରଙ୍ଗର ଚନ୍ଦନ , ଗଙ୍ଗା ଜଳ , ଫୁଲ ମିଶାଈ ସୁର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ , ଅର୍ପଣ କରୁଥିବା ବେଳେ ଓଁ ପିତୃଭ୍ୟ ନମଃ ମନ୍ତ୍ରର ଜପ କରନ୍ତୁ ।
ଜଳରେ କରନ୍ତୁ ଏହି ଜିନିଷ ପ୍ରବାହିତ : ଏହି ଦିନ ମାଟିର ଏକ ଲୋଟାରେ ଚାଉଳ ଓ କଳା ରାଶି ଭରିନିଅନ୍ତୁ , ତାପରେ ଏହି ପାତ୍ରରେ ଲାଲ ରଙ୍ଗର କପଡା ନିଅନ୍ତୁ , ଏହି ପାତ୍ରକୁ ଆପଣ କେଉଁ ନଦୀରେ ପ୍ରବାହିତ କରନ୍ତୁ , ଓ ନିଜ ପିତୃଙ୍କୁ ଶାନ୍ତ ହେବାର କାମନା କରନ୍ତୁ ।
ଗାଇକୁ ଖୁଆନ୍ତୁ ରୁଟି ; ଅମାବାସ୍ୟା ଦିନ ସକାଳୁ ଗାଇକୁ ଗୁଡ ବାଲା ରୁଟି ଖୁଆନ୍ତୁ , ଗୁଡ ବାଲା ରୁଟି ଛଡା ଆପଣ ଅଟା ବି ଦିଅନ୍ତୁ , ଏହି ଉପାୟ କରିଲେ ପିତୃପୁରୁଷ ଶାନ୍ତ ହୋଇଯାଆନ୍ତି ।