June 1, 2025

Odia Express

Leading Odia News Portal of Odisha

୪,୪ କୋଟିରେ ବିକ୍ରି ହେଲା ୯୦ ଟଙ୍କାର ଫୁଲଦାନ , ପଢନ୍ତୁ କଣ ଏହାର କାରଣ – ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେଇଯିବେ..

ଆମେ ବହୁତଥର ଦେଖିଥାଉ କି ବଜାରରୁ ଯେଉଁ ଜିନିଷ କିଣିବାକୁ ଯାଇଥାଉ ତାହା ଯଦି ପୁନଶ୍ଚ କିଣିବାକୁ ଗଲା ବେଳେ ତାହାର ଦାମ୍ ଅଧା ଦାମ୍ ହୋଇଯାଇଥାଏ , କିନ୍ତୁ ସୋସିଆଲ୍ ମିଡିଆରେ ଏମିତି ଏକ ଖବର ଆସିଛି ଯାହା ଭାଇରାଲ୍ ହେଉଛି , ଜଣେ ବ୍ୟକ୍ତି ଫୁଲଦାନିକୁ ଏତେ ଦାମ୍ ରେ ବିକ୍ରି କଲେ କି ତାହାର ଦାମ୍ ବିଷୟରେ ଜାଣିଲେ ମୁଣ୍ତରେ ହାତ ଦେଇଦେବେ , ଖବର ୟୁନାଇଟେଡ୍ କିଙ୍ଗଡମ୍ ର ଅଟେ , ଯେଉଁଠି ଜଣେ ବ୍ୟକ୍ତି ଚ୍ୟାରିଟି ସପ୍ ର ନିଲାମୀରେ ଚିନି ଫୁଲଦାନୀ କିଣିଲେ , ଏହି ଫୁଲଦାନି ସେହି ସମୟରେ ୯୦ ଟଙ୍କାରେ କିଣିଥିଲେ,  ସେହି ସମୟରେ ସେହି ବ୍ୟକ୍ତିକୁ କିଛି ବି ଜଣାନଥିଲା କି ସେ ଯେଉଁ ଜିନିଷ କିଣିଛନ୍ତି ତାହା ପ୍ରକୃତରେ କଣ ।

ଆପଣଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ଜଣେ ବ୍ୟକ୍ତି ୯୦ ଟଙ୍କାର ଏହି ଚିନି ଫୁଲଦାନିକୁ ୪,୪ କୋଟିରେ କିଣିଲେ , ଫୁଲଦାନୀ ହଳଦିଆ ରଙ୍ଗର ଦେଖିବା ସହ ବହୁତ ସୁନ୍ଦର ଥିଲା । ନିଲାମୀ ପରେ ଏହି ବିଷୟରେ ଛାନବିନ୍ କରାଗଲା ତ ଏହା ଜଣାପଡିଲା କି ଏହା ୧୮ତମ ଶତାର୍ଦ୍ଧୀର ଏକ ଚିନ୍ ସମ୍ରାଟ କିୟାନ୍ ଲୋନ୍ ବନାଇଥିଲେ,  ଯାହାକୁ ସେହି ସମୟରେ ତିଆରି ହୋଇଥିଲା,  ତେବେ ଏହା ଉପରେ କିୟାନଲୋଗ୍ ରାଜବଂଶର ମୋହର୍ ଲାଗିଥିଲା,  ଆପଣଙ୍କୁ ସୁଚେଇଦେବୁ କି କିୟାନଲୋଗ୍ କିଙ୍ଗ୍ ବଂଶର ଷଷ୍ଠତମ ସମ୍ରାଟ ଥିଲେ , ୧୭୯୬ ରେ ନିଜ ପୁଅ କୁ ରାଜ୍ୟ ସମ୍ରାଟ ବନାଇବାପାଇଁ ସେ ରାଜ୍ୟ ତ୍ୟାଗ କରିଦେଲେ ।

କିୟାନଲୋଗ ଶାସନକାଳରେ ଏହାର ନିର୍ୟାତ ବିଦେଶରେ ବିକ୍ରି ହେଇପାରିନଥାନ୍ତା ,କିୟାନଲୋଗ ବଂଶର ଏହି ଫୁଲଦାନୀ ଚିନ୍ ବ୍ୟକ୍ତି ଏଥିପାଇଁ କିଣିଥିଲେ କାରଣ ଏହା ବହୁତ ପୁରୁଣା ଥିଲା  ବିକ୍ରି କରୁଥିବା ବ୍ୟକ୍ତି ସେମିତି ଏହାର ଅସଲ ମୁଲ୍ୟ ଜାଣିନଥିଲେ କିନ୍ତୁ କିଣିବା ଲୋକ ଏହା ବିଷୟରେ ସବୁ କିଛି ଜାଣିଥିଲା , ଆମ ସହ ବହୁତଥର ଏପରି ହୁଏ କି ଆମ ପାଖରେ ବହୁତ ଜିନିଷ ଅଛି ଯାହା ବିଷୟରେ ଆମର କିଛି ଜ୍ଞାନ ନଥାଏ , କିନ୍ତୁ ଅନ୍ୟ କାହାକୁ ପଚାରିଲେ ତାହାର ପୁରା ତଥ୍ୟ ମିଳିଯାଏ ।

ସୋସିଆଲ୍ ମିଡିଆରେ ଏହି ଫୁଲଦାନୀ ଖବର ପଢିକରି ସମସ୍ତଙ୍କ ହୋସ୍ ଉଡିଗଲା , ୯୦ ଟଙ୍କାରେ ଏହି ଫୁଲଦାନୀକୁ ବ୍ୟକ୍ତି ୪,୪କୋଟି ଟଙ୍କାରେ କିଣିଲେ , ଯିଏ ଏହାକୁ ୯୦ ଟଙ୍କାରେ ବିକ୍ରି କରିଥିଲା , ତାହାକୁ ଏହା ବିଷୟରେ କିଛି ବି ଜଣାନଥିଲା , ସୋସିଆଲ୍ ମିଡିଆ ଏକ ଏପରି ଜରିଆ ହୋଇଯାଇଛି , ଯେଉଁଠି ଲୋକେ କୌଣସି ଖବର ପୋଷ୍ଟ କଲେ ତାହା ତୁରନ୍ତ ଭାଇରାଲ୍ ହୋଇଯାଏ , ଓ ଦୁନିଆଁର କୋଣ ଅନୁକୋଣରେ ପହଞ୍ଚିଯାଇଥାଏ , ଇଣ୍ଟରନେଟ୍ ମାଧ୍ୟମରେ ଆପଣ କେଉଁ କଥାକୁ ଅନ୍ୟ ଏକ ବ୍ୟକ୍ତିକୁ ସହଜରେ ପହଞ୍ଚାଇଯାଇପାରିବେ , ଲୋକଙ୍କର ଏହା ଜିଜ୍ଞାସା ରହିଥଏ କି କିଛି ଏପରି ଖବର ମିଳୂ ଯାହା ଭାଇରାଲ୍ ହେଉ ।

Leave a Reply

Your email address will not be published. Required fields are marked *