ରେଳ ବିଭାଗ କରିଲେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା , ଟ୍ରେନ୍ ରେ କମ୍ବଳର ବ୍ୟବହାର କରୁଥିବା ଲୋକ ନିଶ୍ଚିତ ପଢନ୍ତୁ ଏହି ଖବର..

ଟ୍ରେନ୍ ରେ ଯାତ୍ରା କରିବାର ଏକ ଅଲଗା ମଜା ଅଛି , ଏମିତି କେଉଁ ବ୍ୟକ୍ତି ନଥିବ ଯିଏ କି ଟ୍ରେନ୍ ରେ ଯାତ୍ରା କରିବା ପସନ୍ଦ କରୁନଥିବ , ଲମ୍ବା ଯାତ୍ରା ଟ୍ରେନ୍ ରେ କରିବା ବହୁତ ଶସ୍ତା ହୋଇଥାଏ , ଆଜିର ସମୟରେ ଭାରତରେ ଯାତ୍ରା ପାଇଁ ଟ୍ରେନ୍ ରେ ଅଧିକା ବ୍ୟବହାର କରାଯାଏ , ଭାରତର ଅଧାରୁ ଅଧିକା ଜନସଂଖ୍ୟା ଟ୍ରେନ୍ ରେ ହିଁ ଯାତ୍ରା କରିଥାନ୍ତି , ଭାରତୀୟ ରେଳ ସେବା ଦୁନିଆଁର ସବୁଠାରୁ ବଡ ସେବାମଧ୍ୟରେ ଗୋଟିଏ ଅଟେ ।ଆପଣ କେବେ ନା କେବେ ଟ୍ରେନ୍ ରେ ଯାତ୍ରା କରିଥିବେ ଓ ଏସି ବଗିରେ ଯାତ୍ରା କରିଲେ ଆପଣଙ୍କୁ ଚଦର ଓ କମ୍ବଳ ଦିଆଯାଏ , ଯାହାକି ଶୋଇବା ସମୟରେ ବ୍ୟବହାର ହୋଇଥାଏ , ଏସି ବଗିରେ ଚଦର ଓ କମ୍ବଳ ର ମଜା ବହୁତ ଅଲଗା ଅଟେ , କିଛି ଲୋକ କମ୍ବଳକୁ ତକିଆ ଭାବରେ ବ୍ୟବହାର କରିଥାନ୍ତି ,
ଆପଣ କେବେ ନା କେବେ ଏହା କରିଥିବେ , କିନ୍ତୁ ଏବେ ରେଲୱେ କମ୍ବଳର ଧୋଇବାକୁ ନେଇ ଏକ ବହୁତ ହିଁ ଆଶ୍ଚର୍ଯ୍ୟଜନକ ତଥ୍ୟ ଆସିଛି , ଏହି ଖବର ଜାଣିବା ପରେ କିଏ ବି ଯାତ୍ର କରୁଥିଲେ , କମ୍ବଳର ବ୍ୟବହାର ଆଉ କରିବ ନାହିଁ , ଆପଣ ବୋଧେ ଏହି କଥାକୁ ବିଶ୍ୱାସ କରିନପାରନ୍ତି କିନ୍ତୁ ଏହି କଥା ନିଜେ ରେଲୱେ ସ୍ପଷ୍ଟ କରିଛନ୍ତି , ଏହି କଥାର ଖୁଲାସା ଆସାମ ରେଳ ରାଜ୍ୟ ମନ୍ତ୍ରୀ ରାଜ ଗୋହେନ୍ କରିଛନ୍ତି ।
ଗୋହେନ୍ ବୁଧବାରକୁ କହିଲେ କି ଭାରତୀୟ ରେଲୱେ ବି ଏହି କଥାକୁ ସୁନିଶ୍ଚିତ କରନ୍ତି , ଟ୍ରେନ୍ ରେ ବିଛାଯାଉଥିବା ଚାଦର ବ୍ୟବହାର ହେବା ପରେ ସବୁଥର ଧୁଆଯାଊ , ଓ କମ୍ବଳକୁ ଦୁଇ ମାସରୁ କମ୍ ସେ କମ୍ ଥରେ ଧୁଆଯାଉ , ହଁ ଆଜ୍ଞା ଆପଣ ସଠିକ୍ ଶୁଣିଛନ୍ତି , କମ୍ବଳର ଧୋଇବା କାର୍ଯ୍ୟ ପ୍ରତି ଦୁଇ ମାସରେ ଥରେ କରାଯାଏ , ଲୋକସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତରରେ ଗୋହେନ୍ କହିଲେ କି ଚାଦର କୁ ସବୁଥର ବ୍ୟବହାର କରିବା ପରେ ଧୁଆଯାଉଥିଲା, ଯେବେ କି କମ୍ବଳ ର ଧୋଇବା କମ୍ ସେ କମ୍ ଦୁଇ ମାସରେ ଥରେ ହିଁ କରାଯାଏ ।
ଏବେ ଆମ ସାମ୍ନାରେ ସବୁଠାରୁ ବଡ ପ୍ରଶ୍ନ ଆସେ କି କାହିଁକି କମ୍ବଳ ଧୋଇବାର କାମ ପ୍ରତି ଦୁଇ ମାସରେ ଥରେ କଣ ପାଇଁ କରାଯାଏ , ରେଲୱେ କମ୍ବଳକୁ ଦୁଇ ମାସରେ ଥରେ ଧୋଇବାକୁ ନେଇ ସୋସିଆଲ୍ ମିଡିଆରେ ବହୁତ ଯୁକ୍ତି ତର୍କ କରାଯାଇଥିଲା, ଗୋଟେ ପଟେ ଲୋକେ ରେଲୱେକୁ ବହୁତ କ୍ରୋଧ ପ୍ରକଟ କରିଥିଲେ , ତେବେ ଅନ୍ୟ ପଟେ ଲୋକେ ରେଲୱେ କମ୍ବଳକୁ ଆଉ ବ୍ୟବହାର କରିବେ ନାହିଁ ବୋଲି କହିଥିଲେ, ଯେପରି ଆପଣ ଜାଣିଛନ୍ତି କି କମ୍ବଳ ଯୋଗୁଁ ବହୁତ ଲୋକ ଘୋଡାଇହେଉଛନ୍ତି , ଏମିତିରେ କେତେ କଣ ଭାଇରସ୍ ଓ ସଂକ୍ରମଣ ବିପଦ ଅଛି , ଏହା ଦ୍ୱାରା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପକାଉଛି , ତାହା ବିଷୟରେ କିଛି କହିବାଟା ବୋଧେ ଦରକାର ପଡିବ ନାହିଁ ।