କୁଆଁରି ଝିଅଙ୍କୁ ଭୁଲ୍ ରେ ବି ଏହି ୪ ଟି ପ୍ରଶ୍ନ ପଚାରିବା ଉଚିତ୍ ନୁହେଁ , ନହେଲେ ବିଗିଡି ଯିବ ଆପଣଙ୍କ ସବୁ କାମ..
ପ୍ରେମ ଏପରି ଏକ ଜିନିଷ ଅଟେ ,ଯାହା ସବୁ ଇଚ୍ଛା ଦିନରୁ ଆରମ୍ଭରୁ ହୋଈଯାଏ , ଓ ସେହି ସ୍ୱପ୍ନ ରାତିରେ ବି ଆସିଥାଏ , ସବୁ ଦିନ ନୁଆ ନୁଆ ଆଶା ଓ କଳ୍ପନାର ରାସ୍ତା ଦେଖିବାକୁ ମିଳେ , ସବୁ ପାର୍ଟନର ନିଜର ପ୍ରେମ କାହାଣୀକୁ ନେଇ ଏକ କାହାଣୀ ତିଆରି କରିନିଅନ୍ତି । ଏବେ ଏହି ସଂମ୍ପର୍କକୁ ଏମିତିରେ ଦୁହେଁଙ୍କର ହାତ ଥାଏ , କିନ୍ତୁ ଝିଅମାନେ ଏହି ସଂମ୍ପର୍କକୁ ନେଇ ଅଧିକା ସିରିୟସ୍ ହୋଇଯାଆନ୍ତି , ଝିଅମାନଙ୍କର ଗୋଟିଏ ଅଭ୍ୟାସ ଥାଏ କି ସେମାନେ କେଉଁ ସଂମ୍ପର୍କକୁ ନେଇ ସେମାନେ ନାନା ଯୋଜନା ଓ ପରିକଳ୍ପନା କରିଥାନ୍ତି , ଓ ସେମାନେ ଚାହଁନ୍ତି କି ତାଙ୍କ ପାର୍ଟନର ତାଙ୍କର ଖୁବ୍ ସାଥ୍ ଦେଉ ।
ଏହି ମଧ୍ୟରେ ଆମେ ଏହି ପୋଷ୍ଟ ମାଧ୍ୟମରେ ଏକ ଖାସ୍ ସୁଚନା ଦେବାକୁ ଯାଉଛୁ , ଯାହାକୁ ସବୁ ବ୍ୟକ୍ତିଙ୍କୁ ଜାଣିବା ଦରକାର , ଆପଣ ବହୁତଥର ଦେଖିଥିବେ କି ବହୁତ ପୁଅ ଝିଅ କଥାବାର୍ତ୍ତା କରିବାରେ ସଙ୍କୋଚବୋଧ ପ୍ରକାଶ କରନ୍ତି , ବହୁତଥର ଝିଅ ମାନଙ୍କ ସହ କଥାବାର୍ତ୍ତା କରିବା ଏକ ଯୁଦ୍ଧ ଭିର୍ତ୍ତିକ ପରି ଲାଗେ , କାରଣ ପୁଅ ମାନେ ଭାବନ୍ତି କି ସେମାନଙ୍କ କେଉଁ କଥା ଝିଅଙ୍କୁ ଖରାପ ଲାଗିଯିବ ସେହି ଭୟରେ ସେମାନେ ମନର କଥା କୁହନ୍ତି ନାହିଁ , ଝିଅମାନଙ୍କର ଗୋଟିଏ କଥା ସତ କି ଯଦି ତାଙ୍କୁ କୌଣସି କଥା ଖରାପ ଲାଗିଗଲେ ସେମାନେ କାହାକୁ ଏହି ବିଷୟରେ ଜଣାନ୍ତି ନାହିଁ , ଓ ମନରେ ସେହି କଥାକୁ ଲୁଚାଇ ରଖନ୍ତି , ତାପରେ ଯେବେ ଏହି କଥା ଅନ୍ୟ କେହି ଭୁଲି ଗଲେ ସେମାନେ ଏହି କଥାକୁ ପ୍ରକାଶ କରନ୍ତି ।
ଏଥିପାଈଁ ପୁଅମାନଙ୍କୁ ଖାସ୍ କରି ଅବିବାହିତ କୁଆଁରୀ ଝିଅମାନଙ୍କର ସହ କଥାବାର୍ତ୍ତା କରୁଥିବା ବେଳେ ସାବଧନତା ଅବଲମ୍ବନ କରିବାକୁ ପଡିଥାଏ , କାରଣ ବହୁତଥର ପୁଅ ଝିଅମାନଙ୍କୁ କିଛି ଏପରି ପ୍ରଶ୍ନ କରିଦିଅନ୍ତି ଯାହା ଝିଅମାନଙ୍କୁ ଚିନ୍ତାରେ ପକାଇଦେଇଥାଏ , ଓ ବହୁତ ଥର ପୁଅମାନଙ୍କ ଦ୍ୱାରା ପଚାରାଯାଇଥିବା ଏହି ପ୍ରଶ୍ନ ତାଙ୍କ ପାଇଁ ବିପଦ ଆଣିଦେଇଥାଏ , ଓ ସେମାନେ ପରେ ଏହି କଥା ଜାଣିପାରନ୍ତି କି ତାଙ୍କର ଏହି ପ୍ରଶ୍ନ ସକାଶେ ଝିଅମାନେ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରିଦେବେ , ଆଜି ଆମେ ଆପଣଙ୍କୁ କିଛି ଏପରି ପ୍ରଶ୍ନ ବିଷୟରେ କହିବାକୁ ଯାଊଛୁ ଯାହାକୁ କେବେ ବି କେଉଁ ଝିଅକୁ ପଚାରିବା ଉଚିତ୍ ନୁହେଁ ।
କେବେ ବି ପଚାରନ୍ତୁ ନାହିଁ ଏହି ସବୁ ପ୍ରଶ୍ନ : କେବେ ବି କେଉଁ ଅବିବାହିତ କୁଆଁରୀ ଝିଅକୁ କେବେ ପଚାରନ୍ତୁ ନାହିଁ କି କାହିଁକି ତାଙ୍କ ବାହାଘର ଏପର୍ଯ୍ୟନ୍ତ ହୋଇପାରିନାହିଁ , ଏମିତି ପ୍ରଶ୍ନରେ ଝିଅଙ୍କୁ ଚିଡ ଆସିପାରେ , ବିବାହ କରିବା ତାଙ୍କର ଏହା ବ୍ୟକ୍ତିଗତ ମାମଲା ଅଟେ , ଏହି ପ୍ରଶ୍ନ ପଚାରି ତାଙ୍କୁ ଆପଣ ମାନସିକ ଚିନ୍ତାରେ ପକାଇଦିଅନ୍ତି ।
ଝିଅଙ୍କୁ ଆଉ ଏକ ପ୍ରଶ୍ନ ହେଲା ତୁମେ ବାହା କେବେ ହେଉଛ କିମ୍ବା ବିବାହ କରିବାର କଣ ଯୋଜନା ଅଛି , ଏହି ପ୍ରଶ୍ନରେ ଝିଅମାନେ ଚିନ୍ତାରେ ପଡିଯାଆନ୍ତି , ଯଦି ଝିଅମାନଙ୍କୁ ବିବାହ ବିଷୟରେ ଚିନ୍ତା ଥିବ ସେମାନେ ନିଜେ ସେହି ବିଷୟରେ ଏହି ବିଷୟରେ କହିବେ । ସେଥିପାଇଁ ଏହି ପ୍ରଶ୍ନ ପଚାରି ତାଙ୍କୁ ଚିନ୍ତା କରନ୍ତୁ ନାହିଁ । ଝିଅମାନଙ୍କୁ ତାଙ୍କ ଅତିତ ବିଷୟରେ ପଚାରି ତାଙ୍କୁ ବେଶି ଚିନ୍ତିତ କରାନ୍ତୁ ନାହିଁ , ଯାହାକୁ ଆପଣ ପଚାରୁଛନ୍ତି ସେ ଝିଅ ହୋଇପାରେ ସେ ତାର ଅତିତକୁ ଭୁଲିବାକୁ ଚେଷ୍ଟା କରୁଥିବ । ଓ ଆପଣ ତାଙ୍କୁ ଏହିପରି ପ୍ରଶ୍ନ ପଚାରି ଆହୁରି ଚିନ୍ତା ନ ପକାନ୍ତୁ , ଆପଣଙ୍କ ଏହି ପ୍ରଶ୍ନ ସକାଶେ ଝିଅ ଆପଣଙ୍କୁ ଦୁରେଇବାକୁ ଅଧିକା ପସନ୍ଦ କରିବ ।
ବହୁତଥର ପୁଅ ଓ ଝିଅ ରିଲେସନସିପ୍ ରେ ରହିଥାନ୍ତି , ଓ ବହୁତ ପୁଅ ଝିଅମାନଙ୍କୁ ପଚାରିଥାନ୍ତି କି ତୁମେ କାହାକୁ ଅଧିକା ଚିନ୍ତା କର ମୋତେ ନା ସାଙ୍ଗମାନଙ୍କୁ , ଏମିତି ପ୍ରଶ୍ନ ସେମିତି ପୁଅମାନଙ୍କୁ ଜାଣିବାକୁ ଜରୁରୀ ହୋଇଥାଏ କିନ୍ତୁ ଏମିତି ପ୍ରଶ୍ନ ଝିଅମାନଙ୍କୁ କେବେ ବି ପସନ୍ଦ ଲାଗେ ନାହିଁ , ଏଥିପାଇଁ ଏମିତି ପ୍ରଶ୍ନ କେବେ ବି ପଚାରିବା ଉଚିତ୍ ନୁହେଁ ।