June 21, 2025

Odia Express

Leading Odia News Portal of Odisha

୭୦ ବର୍ଷ ପରେ ଏହି ୪ ଟି ରାଶିମାନଙ୍କର ଶେଷ ହେବ ଶନିଦେବଙ୍କ ସାଢେସାତି – ଯେଉଁଥିରେ ଏବେ ଏହି ରାଶିଗୁଡିକ ହୋଇଯିବେ ମାଲାମାଲ୍…

ଏହି କଥା ଉପରେ ସମସ୍ତେ ଅବଗତ ହୋଇଥିବେ କି ଶନିଦେବଙ୍କୁ ସବୁ ଦେବତାଙ୍କ ମଧ୍ୟରେ କ୍ରୋଧୀ ଦେବତା ରୁପରେ ଜଣାଯାଏ । ତାଙ୍କର ନାଁ ମାତ୍ରେ ବ୍ୟକ୍ତି ଡରି ବସିପଡେ , ସବୁ ବ୍ୟକ୍ତି ତାଙ୍କ ପ୍ରକୋପରୁ ବଞ୍ଚିବାପଇଁ ତାଙ୍କର ପୁଜା ଅର୍ଚ୍ଚନା କରିଥାନ୍ତି , ଓ ଯଥାସମ୍ଭବ ଚେଷ୍ଟା କରନ୍ତି କି ଶନିଦେବଙ୍କ ପ୍ରକୋପରୁ କିପରି ବଞ୍ଚିପାରିବେ , ଜ୍ୟୋତିଷ୍ୟରେ ଶନିଙ୍କୁ ପାପି ଗ୍ରହର ରୁପରେ ମାନାଯାଏ , ଏମିତି ମାନାଯାଏ କି ଯଦି ତାଙ୍କର ଦୃଷ୍ଟି କେଉଁ ବ୍ୟକ୍ତି ଉପରେ ପଡିଯାଏ ତେବେ ସେହି ବ୍ୟକ୍ତିର ଜୀବନରେ ଦୁଃଖର ପାହାଡ ପଡିବା ସହ ସମାନ ହୋଇଥାଏ , ଓ ଲକ୍ଷାଧିକ ପ୍ରୟାସ କରିବା ପରେ ବି ସଫଳତା ହାସିଲ୍ ହୋଇପାରେ ନାହିଁ ।

ଏହା ସହ ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି , ତାଙ୍କୁ ନ୍ୟାୟାଧିଶ ଉପାଧି ଦିଆଯାଈଛି , ସବୁ ମନୁଷ୍ୟର ଭଲ ଓ ଖରାପ କର୍ମକୁ ତାଙ୍କୁ ଫଳ ଦେଇଥାନ୍ତି , ଯେଉଁ ବ୍ୟକ୍ତି ଭୁଲ୍ କାର୍ଯ୍ୟ କରନ୍ତି ନାହିଁ , ତାଙ୍କୁ ଶନି କୃପା ମିଳିଥାଏ । ଯେଉଁ ବ୍ୟକ୍ତି ଅନ୍ୟଙ୍କୁ ଦୁଃଖ ପହଞ୍ଚାନ୍ତି ସେମାନଙ୍କୁ ଶନିଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡିପାରେ । ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ୭୦ ବର୍ଷ୍ ପରେ ଗ୍ରହର ହୋଇଥିବା ଏହି ପରିବର୍ତ୍ତନରେ ଶନିଦେବଙ୍କ ଶୁଭ ଛାୟା କିଛି ରାଶିମାନଙ୍କ ଉପରେ ପଡିବାର ଅଛି , ଏହାପରେତାଙ୍କ ଭାଗ୍ୟ ଉଦୟ ହେବ , କିଛି ରାଶିମାନଙ୍କ ଉପରେ ଶନିଦେବଙ୍କ ସାଢେସାତି ଶେଷ ହେବାକୁ ଯାଉଛି , ତାଙ୍କ ଜୀବନରେ ଏବେ ଘୋର ପରିବର୍ତ୍ତନ ଦେଖାଦେବ , ଆଜି ଶନିଦେବଙ୍କ କୃପାରୁ ଏହି ରାଶିର ଭାଗ୍ୟରେ ପୁରା ସାଥ୍ ମିଲିବାର ଯୋଗ ହେଉଛି । ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରେ ରହିବ ଶନିଦେବଙ୍କ ଶୁଭ ଛାୟା ।

୧) ମେଷ ରାଶି : ମେଷ ରାଶିର ଜାତକରେ ଶନିଦେବ ବହୁତ ପ୍ରସନ୍ନ ଅଛନ୍ତି , ଶନିଦେବଙ୍କ କୃପାରୁ ଏହି ରାଶିର ଲୋକେ ଚାକିରି ପେଶାରେ ଥିଲେ ତାଙ୍କ ଆମଦାନୀରେ ବୃଦ୍ଧି ଘଟିବ , ଯେଉଁ ଜିନିଷ ଇଚ୍ଛା କରିବେ ତାହା ସହଜରେ ହାସିଲ୍ କରିପାରିବେ , କଠିନରୁ କଠିନ ପରିସ୍ଥିତିରେ ସାମ୍ନା ସରଳତାର ସହ କରିବେ ।

୨) ତୁଳା ରାଶି : ତୁଳା ରାଶିର ଲୋକଙ୍କ ଜାତକରେ ଶନିଦେବଙ୍କ ଅପାର କୃପା ଦୃଷ୍ଟି ପ୍ରାପ୍ତି କରିବାର ଯୋଗ ହେଉଛି , ଯାହାର କାରଣରୁ ନିଜ ବିଜନେସ୍ ରେ ସଫଳତା ପାଇବେ , ଯେଉଁ ବ୍ୟକ୍ତି ଚାକିରି ପେଶାରେ ଅଛନ୍ତି , ସେମାନେ ନିଜ କାର୍ଯ୍ୟ କ୍ଷେତ୍ରରେ ଖୁସିଖବର ପାଇବେ , ଯେଉଁ ବ୍ୟକ୍ତି ବେରୋଜଗାର ଅଛନ୍ତି , ସେମାନେ ରୋଜଗାର ପାଇବାର ଅବସର ପାଇବେ ।

୩) କୁମ୍ଭ ରାଶି : ୭୦ ବର୍ଷ ପରେ ହୋଇଥିବା ଏହି ମହାପରିବର୍ତ୍ତନ ରୁ କୁମ୍ଭ ରାଶି ବାଲାଙ୍କର ଜୀବନରେ ଏବେ ପରିବର୍ତ୍ତନ ଦେଖାଦେବ , ଯେତେ କଷ୍ଟ ସହିଛନ୍ତି ତାହାର ପରିସମାପ୍ତି ଘଟିବ , ଏବେ ଆପଣଙ୍କୁ ସବୁ ଖୁସି ମିଳିବ , ଯାହାର ଆପଣ ଅପେକ୍ଷାରେ ଥିଲେ , ଆପଣଙ୍କୁ ଧନ ଦୌଲତରେ ସବୁ ଭୌତିକ ସୁବିଧା ପ୍ରାପ୍ତି ହେବ ।

୪) ମୀନ ରାଶି : ଶନିଦେବଙ୍କ କୃପାରୁ ଆପଣଙ୍କ ଭାଗ୍ୟଦୋୟ ହେବାରଅଛି , ଆପଣଙ୍କ କ୍ୟାରିୟରରେ ଏବେ ଆହୁରି ଆଗକୁ ବଢିବ , ନିଜ କ୍ୟାରିୟରରେ ଏକ ଅଲଗା ସ୍ଥାନ ହାସିଲ୍ କରିବେ । କିଛି ନୁଆ କାର୍ଯ୍ୟ ଆରମ୍ଭ କରିବାକୁ ହେଲେ ଏବେ ଏହା ଶୁଭ ମୁହୁର୍ତ୍ତ ଅଛି , ଅଚାନକ କେଉଁଠି ଧନ ପ୍ରାପ୍ତି ହେବାର ଯୋଗ ରହୁଛି । ଚାକିରି କରୁଥିବା ବ୍ୟକ୍ତି ବିଶେଷଙ୍କୁ ପଦୋନ୍ନତି ମିଳିବାର ଆଶା ବହୁତ ଅଛି ।

Leave a Reply

Your email address will not be published. Required fields are marked *