July 15, 2025

Odia Express

Leading Odia News Portal of Odisha

ଏହି ଫଟୋରେ ଲୁଚି ରହିଛି ଏପରି ରାଜ୍ ଯାହାକୁ ଖୋଜିପାରିବା ଅସମ୍ଭବ ଅଟେ , ୪ କୋଟିରୁ ଅଧିକା ଲୋକ ଚେଷ୍ଟା କରି ଫେଲ ହେଇସାରିଲେଣି – ଆପଣ ଜାଣିଛନ୍ତି କି ଏହାର ଉତ୍ତର..

ଏହି ଦିନରେ ଇଣ୍ଟରନେଟ୍ ରେ ଏହି ଫଟୋ ଭାଇରାଲ୍ ହେଉଛି , ଯେଉଁଥିରେ ୧୦୦ ରୁ ୯୯ ପ୍ରତିଶତ ଲୋକ ମୁଣ୍ତ ଧରି ପକାଉଛନ୍ତି କି ଏହି ଫଟୋରେ ଏମିତି କଣ ଅଛି ଯାହା ଏତେ ଭାଇରାଲ୍ ହେଉଛି , ଓ ଲୋକେ ଏହାକୁ ବେଶୀ ଦେଖୁଛନ୍ତି । ହଁ ଆଜ୍ଞା ଏହି ଫଟୋରେ ଜଣେ ମହିଳା ଅଛନ୍ତି ଯିଏକି ବହୁତ ହଟ୍ ଅନ୍ଦାଜରେ କପଡା ପିନ୍ଧିଛନ୍ତି , ଓ ସେ ରାସ୍ତା ପାର୍ କରୁଛନ୍ତି , ଓ ଏହି ଫଟୋକୁ ଗୋଟେ ଥର ଦେଖିକରି ଆପଣ ଯଦି ଅନ୍ଦାଜା ଲଗାଇଦେବେ ଏହି ଫଟୋରେ କଣ ରହସ୍ୟ ଲୁଚି ରହିଛି , ତେବେ ଆମେ ଆପଣଙ୍କୁ ଆମେ ଜାଣିଯିବୁ , ତେବେ ଆସନ୍ତୁ ଜାଣିବା ଆପଣ କେତେ ଚତୁର ଅଛନ୍ତି ।

ସେଲ୍ଫି କେବେ କାମକୁ ଆସେ କେବେ ହାନିକାରକ ଅଟେ । ଆଜିର ଯୁବ ପିଢି ସେଲ୍ପିକୁ ନେଇକରି ବହୁତ ଉତ୍ସାହିତ ହେଉଛନ୍ତି , ଏମିତିରେ କିଛି ଅଜବ ଧରଣର ଘଟଣା ଦେଖିବାକୁ ମିଳୁଛି , ଯାହାକି ନିଜ ଫୋନ୍ କ୍ୟାମେରାରେ ଫଟୋକୁ ଉଠାଇ ତାହାକୁ ସାଙ୍ଗମାନଙ୍କ ପାଖକୁ ସେୟାର୍ କରିଦେଉଛନ୍ତି ,ଯାହାପରେ ଲୋକେ ଏହା ଲୋକେ ଅନ୍ୟ ମାନଙ୍କୁ ସେୟାର୍ କରିଦିଅନ୍ତି , ଓ ଧିରେ ଧିରେ ସବୁ ଆଡେ ବ୍ୟାପିଯାଏ ଯାହାକୁ ଆମେ ଭାଇରାଲ୍ କହୁଛେ , କିଛି ଏପରି ଫଟୋ ଏମିତି ଭାଇରାଲ୍ ହେଉଛି , ଯାହାର ରହସ୍ୟ କେହି ବୁଜିପାରିବେ ନାହିଁ , ଚାଲନ୍ତୁ ଜାଣିବା ଏହି ଫଟୋରେ କଣ ଅଛି ।  

ଆପଣଙ୍କୁ ନଜର ଆସୁଛି କି ନାହିଁ ତାହା ଆମେ ଜାଣିନାହୁଁ କିନ୍ତୁ ଏମିତି କିଛି ମହିଳାଙ୍କ ବଡି ପାର୍ଟରେ ନୁହେଁ ବରଂ ଏହି ଫଟୋରେ କିଛି ଖାସ୍ କଥା ଅଛି,  ଯାହା ସାମ୍ନାରେ ଆସିଛି , ଦେଖିପାରିବେ ମହିଳାଙ୍କ ସାମ୍ନାରେ ଏକ କାର୍ ର ଡ୍ରାଇଭିଙ୍ଗ୍ ସିଟ୍ ରେ ଏକ କୁକୁର ବସିଛି ଯେଉଁଥିରେ କେଉଁ ମଣିଷ ନଥିଲେ,  ଯାହାକି ଏକ ରହସ୍ୟ ହୋଇରହିଗଲା,  ଯଦି ଆପଣ ଏହି ଫଟୋକୁ ଜୁମ୍ କରିଦେଖିବେ ତେବେ ସ୍ପଷ୍ଟ ଭାବେ ଜାଣିପାରିବେ କି ଡ୍ରାଇଭିଙ୍ଗ୍ ସିଟ୍ ରେ ଏକ କୁକୁର ବସିଛି , ଓ ଦେଖିବେ ସେହି ସମୟରେ ଗାଡିଟି ଚାଲୁଛି , ସେଥିପାଇଁ ଏହି ଫଟୋକୁ ଦେଖି ଲୋକେ ଚକିତ ହେବା ସ୍ୱାଭାବିକ ଅଟେ ।

Leave a Reply

Your email address will not be published. Required fields are marked *