IAS ଇଣ୍ଟରଭ୍ୟୁ ରେ ଏଭଳି ପ୍ରଶ୍ନ – ଏଭଳି କଣ ଅଛି ଯାହା ବର୍ଷକୁ ୧ ଥର ମାସକୁ ୨ ଥର ଓ ସପ୍ତାହରେ ୩ ଥର ଓ ଦିନରେ ୪ ଥର ଆସିଥାଏ – କେବଳ ଚତୁର ଲୋକ ଏହାର ଜବାବ ଦେଇପାରିବେ..

ପ୍ରାୟ ସବୁ ଭାରତୀୟ ମା ବାପାଙ୍କର ଏହି ସ୍ୱପ୍ନ ହୋଇଥାଏ କି ତାଙ୍କର ଛୁଆ ବଡ ହୋଇକରି ଆଇଏଏସ୍ ଅଫିସର୍ ହୁଅନ୍ତୁ , କିନ୍ତୁ ସବୁ ଛୁଆଙ୍କର ସ୍ୱପ୍ନ ସେପରି ପୁରଣ ହୋଇପାରେ ନାହିଁ , କାରଣ ତାଙ୍କ ମଧ୍ୟରେ ସେପରି ଦକ୍ଷତା ଦେଖିବାକୁ ମିଳିନଥାଏ, ଆଜି ଆମେ ଆପଣଙ୍କୁ ଆଇଏଏସ୍ ଇଣ୍ଟରଭ୍ୟୁର ପଚାରାଯାଇଥିବା କିଛି ପ୍ରଶ୍ନଗୁଡିକ ବିଷୟରେ କହିବାକୁ ଯାଉଛୁ , ଯାହାକୁ ଜାଣିଲେ ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ , ଯଦି ଆପଣ ଆଇଏଏସ୍ ପରୀକ୍ଷାପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଆସନ୍ତୁ ଜାଣିନେବେ କିପରି ପ୍ରଶ୍ନ ଆସେ ଇଣ୍ଟରଭ୍ୟୁ ସମୟରେ ଓ କିପରି ତାହାର ଉତ୍ତର ଦିଆଯାଏ ।
ଆପଣଙ୍କୁ କହିଦେବୁ ଇ ଯେଉଁ ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବିଷୟରେ ଆମେ ଆଲୋଚନା କରୁଛୁ ତାହା ବୋଧେ ଆପଣ ପୁର୍ବରୁ କେଉଁଠି ଶୁଣିଥିବେ , କହିଦେବୁ କି ଆଇଏଏସ୍ ଇଣ୍ଟରଭ୍ୟୁରେ ସାଧାରଣତଃ ଲୋକଙ୍କୁ ସେହି ପ୍ରଶ୍ନ ପଚାରାଯାଇଥାଏ ଯାହା ତାଙ୍କୁ ଜଣା ବି ନଥିବ , ଏମିତି ପଚାରାଯାଏ କି ସେ କେଉଁ ଲେଟର ଅଛି ଯାହା ବର୍ଷକୁ ଥରେ , ମାସକୁ ଦୁଇଥର , ଓ ସପ୍ତାହରେ ଥରେ ଓ ଦିନରେ ଚାରିଥର ଆସିଥାଏ ,
ଏହି ପ୍ରଶ୍ନ ଶୁଣିକରି ଆପଣଙ୍କ ମୁଣ୍ତ କାମ କରିବା ବନ୍ଦ କରିଦେବ, କିନ୍ତୁ ଟିକିଏ ଭଲ ସେ ଧ୍ୟାନ ଦେଲେ ଜାଣିପାରିବେ କି ଏହି ପ୍ରଶ୍ନ କେତେ ସହଜ ଅଟେ, ଉତ୍ତର ଏହା କି ବର୍ଷକୁ F ଥରେ ଆସେ , ମାନେ ଫେବୃୟାରୀ ମାସ , ମାସକୁ ଦୁଇଥର ମାନେ ଫାଷ୍ଟ ସଟରର୍ସ ଡେ , ଓ ଫୋର୍ଥ ସଟରଡେ , ସପ୍ତାହରେ ତିନିଥର ମାନେ ଫାଷ୍ଟା ଡେ,ଫୋର୍ଥ ଡେ , ଫିଫଥ୍ ଡେ , ଏବେ ଦିନରେ ଚାରିଥର କିପରି ଆସେ ଜାଣିନିଅନ୍ତୁ , ଉତ୍ତର ଟି ହେଲା ଫୋର୍ , ଫାଇବ୍ , ଫୋର୍ଟିନ୍ , ଓ ଫିଫଟିନ୍ ।
ଆଇଏଏସ୍ ଇଣ୍ଟରଭ୍ୟୁରେ ମୁଣ୍ତ ବୁଲାଇଦେଲା ଭଳି ପ୍ରଶ୍ନ ପଚାରାଯାଏ , ଗୋଟେ ବାପା ନିଜ ଝିଅକୁ ତାର ଜନ୍ମ ଦିନରେ ଏକ ଉପହାର ଦେଲେ ଓ କହିଲେ କି ଭୋକ ଲାଗିଲେ ଖାଇଦେବ , ଶୋଷ ଲାଗିଲେ ପିଇ ଦେବ , ଥଣ୍ତା ଲାଗିଲେ ଜଳାଇଦେବ , ଏବେ ପ୍ରଶ୍ନ ଆସେ କି ତାର ବାପା ତାର ଝିଅକୁ ଏପରି କି ଜିନିଷ ଦେଲେ ଯାହାର ତିନୋଟି କାମ ଅଛି , କହିଦେବୁ କି ଏହା ହେଲା ନଡିଆ , ହଁ ଆଜ୍ଞା ନଡିଆ ଏପରି ଏକ ଜିନିଷ ଅଟେ , ଯାହାକୁ ଥଣ୍ତା ଲାଗିଲେ ଜଳାଇପାରିବେ , ତେବେ ଆଇଇଏସ୍ ପରୀକ୍ଷାରେ ଏମିତି ପ୍ରଶ୍ନ ପଚାରାଯାଏ , ଯାହା ସାଧାରଣ ଲୋକଙ୍କୁ ଭାବିବାକୁ ବି ସମୟ ବାହାରେ ନାହିଁ ।