October 30, 2024

Odia Express

Leading Odia News Portal of Odisha

୧୬ ବର୍ଷ ବୟସରେ ଝିଅ ମାନଙ୍କ ମଧ୍ୟରେ ଆସିଥାଏ ଏହି ପରି ବଡ ପରିବର୍ତ୍ତନ , ଯାହାକୁ ଜାଣିଲେ ଆପଣ ବି ଚକିତ ହୋଇପାରନ୍ତି…

ଏହା ତ ସମସ୍ତେ ଜାଣିଛନ୍ତି କି ଯେପରି ଝିଅମାନଙ୍କର ବୟସ ବଢି ବଢି ଚାଲେ ସେପରି ତାଙ୍କର ଶରୀରର ସହ ମନର ବହୁତ ପରିବର୍ତ୍ତନ ଦେଖାଦିଏ , ହଁ ଆଜ୍ଞା ବାସ୍ତବରେ ଝିଅମାନଙ୍କର ମଧ୍ୟରେ ୧୬ ବର୍ଷ ବୟସରେ ପରିବର୍ତ୍ତନ ଦେଖାଯାଇଥାଏ , ଏହି କାରଣରୁ ୧୬ ବର୍ଷର ଝିଅ ବହୁତ ଖାସ୍ ହୋଇଥାନ୍ତି , କାରଣ ଏହି ସମୟରେ ସେମାନେ ନୁଆ ନୁଆ ଜିନିଷକୁ ଅନୁଭବ କରିଥାନ୍ତି , ବରଂ ତା ସହ ନୁଆ ନୁଆ ଇଚ୍ଛାଗୁଡିକ ତାଙ୍କ ମନରେ ଆସିଯାଏ , ହଁ ଆଜ୍ଞା ଆଜି ଆମେ ଆପଣଙ୍କୁ ୧୬ ବର୍ଷରେ ଝିଅମାନଙ୍କର କଣ କଣ ପରିବର୍ତ୍ତନ ଆସେ ସେହି ବିଷୟରେ ବିସ୍ତୁତ ଭାବେ କହିବୁ  ।

ଯେବେ ଝିଅମାନେ କିଶୋରୀ ଅବସ୍ଥାରେ ଆସନ୍ତି , ତେବେ ଶାରରୀକ ବିକାଶ ବହୁତ ଜଲଦି ହୋଇଥାଏ , ଏଥିପାଇଁ ଆମେ କହିପାରିବା କି ତାଙ୍କ ଶାରରୀକ ରୁପ ନୁହେଁ ବରଂ ମାନସିକ ରୁପରେ ବି ହୋଇଥାଏ , ସେମିତି ଆପଣଙ୍କୁ କହିଦେବୁ କି ଷୋଳ ବୟସରେ ଝିଅମାନଙ୍କର ଶରୀରର ବିକାଶ ହୋଇଥାଏ , ପନ୍ଦର ବର୍ଷ ବେଳୁ ହିଁ ତାଙ୍କ ମଧ୍ୟରେ ନାନାଦି ପରିବର୍ତ୍ତନ ଦେଖାଦିଏ । ସେପରି ଶାରରୀକ ବିକାଶ ହେଲେ ତାଙ୍କ ସ୍ୱଭାବ ଓ ବ୍ୟବହାରରେ ବି ପରିବର୍ତ୍ତନ ଦେଖାଯିବା ସ୍ୱାଭାବିକ ଅଟେ

ସେମାନଙ୍କ ଅଭ୍ୟାସ ଓ ସ୍ୱଭାବରେ ବହୁତ ପରିବର୍ତ୍ତନ ଦେଖାଦିଏ , ପନ୍ଦର ବର୍ଷର ପରେ ଝିଅମାନଙ୍କର ଶରୀରରେ ହାର୍ମୋନ୍ ର ବିକାଶ ହୋଇଥାଏ , ଓ ଏହି ପନ୍ଦର ବର୍ଷ ପରେ ଝିଅମାନେ ସଂପୂର୍ଣ୍ଣ ଭାବରେ ପିରିୟର୍ଡସ୍ ଆସିବା ଆରମ୍ଭ ହୋଇଯାଏ , ଯାହାକୁ ନେଇ ସ୍ୱଭାବରେ ଚିଡଚିଡା ପଣ ଦେଖାଯାଇପାରେ , ହଁ ଆଜ୍ଞା ଆମେ ସିଧା ଶବ୍ଦରେ କହିବାକୁ ଗଲେ ଛୋଟ ଛୋଟ କଥାକୁ ନେଇ ଏମାନେ ଅଧିକା ଚିନ୍ତିତ ହୋଇଯାଆନ୍ତି , ଏହା ସହ ବୟସରେ ସ୍ୱାଧୀନତା ପାଇବାକୁ ଏମାନେ ଅଧିକା ପସନ୍ଦ କରନ୍ତି , ବୋଧେ ଏହାକୁ ଟିନି ଏଜ୍ କହନ୍ତି  ଟିନିଏଜ୍ ସମୟରେ ଝିଅମାନଙ୍କ ପାଇଁ ବହୁତ ମହତ୍ୱପୁର୍ଣ୍ଣ ହୋଇଥାଏ ।

ଏହି ବୟସରେ ଝିଅମାନଙ୍କୁ ବୁଝିପାରିବା ମୁସକିଲ୍ ହୋଇଥାଏ , କାରଣ ତାଙ୍କର ମନ ଗୋଟିଏ ଜାଗାରେ ରହିପାରେ ନାହିଁ , ଏହା ଛଡା ଏହା ସେହି ବୟସ ଅଟେ ଯାହାକି ସେମାନେ ପୁରା ଭାବେ ବଡ ହୋଇନଥାନ୍ତି , ନାହିଁ ଛୋଟ ଛୁଆ ହୋଇଥାନ୍ତି,  ଏମିତି ସ୍ଥିତିରେ ତାଙ୍କୁ ଆପଣାଇବା ଟୀକିଏ ମୁସକିଲ୍ ହୋଇଥାଏ , ସେମିତି ଏହି ବୟସରେ ଝିଅମାନେ ନୁଆ ନୁଆ ବନ୍ଧୁ ବନାଇବା ପସନ୍ଦ କରନ୍ତି , ପନ୍ଦର ବର୍ଷ ପରେ ଝିଅମାନଙ୍କର ଆବାଜ୍ ରେ ଭାରିପଣ ଆସିବାକୁ ଲାଗେ,  ଏହା ଛଡା ଶାରରିକ ଅଙ୍ଗରେ ଆସୁଥିବା ପରିବର୍ତ୍ତନ କାରଣରୁ ତାଙ୍କ ଚେହେରାରେ ଦାଗ ବ୍ରଣ ଆଦି ଦେଖିବାକୁ ମିଳେ , ଏହା ତାଙ୍କର ହର୍ମୋନ କାରଣରୁ ହୋଇଥାଏ , ଯାହାକି କିଛି ଜେନେଟିକ୍ ପାଇଁ ହୋଇଥାଏ  ।

ଯଦି ଆପଣଙ୍କ ଝିଅ ଏହି ବୟସରେ ପାଦ ଦେବାକୁ ଯାଉଛି ତେବେ ଏହି ବିଷୟରେ ଜାଣିରଖିବା ଉଚିତ୍ । ଏହି ବିଷୟରେ ଜାଣିବାପରେ ଆପଣ ତାଙ୍କୁ ବୁଝାଇବାରେ ସୁବିଧା ହୋଇପାରିବ ।

Leave a Reply

Your email address will not be published. Required fields are marked *