November 12, 2024

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁରେ ପଚାରାଗଲା କି – ଏମିତି କେଉଁ ଜିନିଷ ଅଛି ଯାହାକୁ ଚୋର ଦେଖିପାରିବ କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ଚୋରି କରିପାରିବ ନାହିଁ – କେବଳ ବୁଦ୍ଧିମାନ ଲୋକ ଉତ୍ତର ଦେଇ ପାରିବେ…

ଆଜି ଆମେ ଆଇଏଏସ୍ ପରୀକ୍ଷାରେ ପଚାରାଯାଇଥିବା କିଛି ପ୍ରଶ୍ନ ଗୁଡିକ ନେଇକରି ଆସିଛୁ , ଯାହା ଦେଖିବାକୁ ସହଜ ଲାଗେ କିନ୍ତୁ ଯେବେ ଏହାର ଉତ୍ତର ଦେବାକୁ ହୋଇଥାଏ ତେବେ ଏହି ପ୍ରଶ୍ନ କଠିନ ହୋଇଯାଏ , କିଛି ଏପରି ପ୍ରଶ୍ନ କରାଯାଇଥିଲା , ଯାହାକି ଏମିତି କେଉଁ ଜିନିଷ ଅଛି ଯାହାକୁ ଚୋର ଦେଖିପାରିବ କିନ୍ତୁ ଚୋରି କରିନେଇପାରିବ ନାହିଁ , ତେବେ ଏହି ପ୍ରକାରର କିଛି ପ୍ରଶ୍ନଗୁଡିକ ସହ ଅନ୍ୟ କିଛି ପ୍ରଶ୍ନ ଆଇଏଏସ୍ ପରୀକ୍ଷାର ଇଣ୍ଟରଭ୍ୟୁ ସମୟରେ ପଚାରାଯାଇଥାଏ ଯାହାର ଉତ୍ତର ଦେବାରେ ବହୁତ ଆଶାର୍ଥି ହଡବଡେଇ ଯାଆନ୍ତି , ଆସନ୍ତୁ ସେହି ପ୍ରଶ୍ନଗୁଡିକ ଉପରେ ଟିକିଏ ଦୃଷ୍ଟି ପକାଇବା

ପ୍ରଶ୍ନ-୧ : ଭାରତରେ ସବୁଠାରୁ ବଡ ଇନଡୋର୍ ଷ୍ଟାଡିୟମ୍ କେଉଁଟା ଅଟେ ?

ଉତ୍ତର : ଭାରତରେ ସବୁଠାରୁ ବଡ ଇନଡୋର୍ ଷ୍ଟାଡିୟମ୍ ଇନ୍ଦିରା ଗାନ୍ଧୀ ଇନଡୋର୍ ଷ୍ଟାଡିୟମ୍ ଦିଲ୍ଲୀରେ ଅଛି ।

ପ୍ରଶ୍ନ-୨ : ବିଶ୍ୱର ଏକ ମାତ୍ର ହିନ୍ଦୁ ରାଷ୍ଟ୍ର ନିମ୍ନରେ କେଉଁଟା ଅଛି ?

ଉତ୍ତର : ବିଶ୍ୱର ଏକ ମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳ ହିଁ ଅଟେ ।

ପ୍ରଶ୍ନ-୩ : ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ ଭାରତରେ କେଉଁଠି ସ୍ଥିତ ଅଛି  ?

ଉତ୍ତର : ଇଡେନ୍ ଗାର୍ଡେନ୍ ଭାରତରେ କୋଲକାତାରେ ଅଛି ।

ପ୍ରଶ୍ନ ୪ : କେଉଁ ଗଭର୍ଣ୍ଣର ଜେନେରାଲ୍ କାର୍ଯ୍ୟକାଳରେ ଶିକ୍ଷାରେ ସୁଧାର ଆସିଥିବାର ଜଣାଯାଏ ?

ଉତ୍ତର : ବିଲିୟମ୍ ବେଣ୍ଟିକ୍ ଙ୍କ ଶାସନ କାଳରେ ଶିକ୍ଷାରେ ସୁଧାର ଆସିଥିବାର ଜଣାଯାଏ ।

ପ୍ରଶ୍ନ : ୫ : କୋଚିନ୍ ର ଯାଆଁଳା ନଗର କେଉଁଟା ଅଟେ ?

ଉତ୍ତର : କୋଚିନ୍ ର ଜାଆଁଳା ନଗର ଏର୍ଣ୍ଣାକୁଲମ୍ ଅଟେ ।

ପ୍ରଶ୍ନ ୬ : ବିଶ୍ୱର ସବୁଠାରୁ ଉଚ୍ଚା ଜ୍ୱାଳାମୁଖୀ ପର୍ବତ କୋଟୋପେକ୍ସି କେଉଁଠି ଅଛି ?

ଉତ୍ତର : ବିଶ୍ୱର ସବୁଠାରୁ ଉଚ୍ଚା ଜ୍ୱାଳାମୁଖୀ କୋଟୋପେକ୍ସି ଫିଲିଫାଇନ୍ସରେ ଅଛି ।

ପ୍ରଶ୍ନ ୭ : ଓଲମ୍ପିକ୍ ମ୍ୟୁଜିୟମ୍ କେଉଁଠି ସ୍ଥିତ ଅଛି ?

ଉତ୍ତର : ଓଲମ୍ପିକ୍ ମ୍ୟୁଜିୟମ୍ ଲୋସାନେ ସ୍ୱିଜରଲ୍ୟାଣ୍ତରେ ସ୍ଥିତ ଅଛି ।

ପ୍ରଶ୍ନ ୮ : ଭାରତରେ ଇସ୍ପାତ ଉତ୍ପାଦନ ସର୍ବପ୍ରଥମେ କେବେ ଆରମ୍ଭ ହୋଇଥିଲା ?

ଉତ୍ତର : ଭାରତରେ ହିଁ ପ୍ରଥମ ଇସ୍ପାତ ଉତ୍ପାଦନ ୧୯୧୩ ରେ ଆରମ୍ଭ ହୋଇଥିଲା

ପ୍ରଶ୍ନ ୯ : କେଉଁ ଖେଳର ପ୍ରାରମ୍ଭ କରିବାପାଇଁ ତରିକାକୁ ଗୋମ୍ବିଟ କୁହାଯାଏ ?

ଉତ୍ତର : ପଶା ଖେଳ ବା ସତରଞ୍ଜ ଖେଳକୁ କୁହାଯାଏ ।

ପ୍ରଶ୍ନ : ୧୦ : ନାଥୁଲା ଦର୍ଶ କେଉଁ ରାଜ୍ୟରେ ସ୍ଥିତ ଅଛି ?

ଉତ୍ତର : ନାଥୁଲା ଦର୍ଶ ସିକିମ୍ ରେ ଅଛି ।

ପ୍ରଶ୍ନ ୧୧ : ଏମିତି କେଉଁ ଜିନିଷ ଅଛି ଯାହାକୁ ଚୋର ଦେଖିପାରିବ କିନ୍ତୁ ଚୋରି କରିପାରିବ ନାହିଁ ।

ଉତ୍ତର : ଜ୍ଞାନ ଏପରି ଏକ ଜିନିଷ ଅଟେ ଯାହାକୁ ଚୋର ଦେଖିପାରିବ କିନ୍ତୁ ଚୋରି କରିପାରିବ ନାହିଁ ।

Leave a Reply

Your email address will not be published. Required fields are marked *