ଆଜିର ମଜାଦାର୍ ଜୋକ୍ସ : ଲାଇନ୍ କଟିଯିବାପରେ ଭିଣେଇ ଅନ୍ଧାରରେ ନିଜ ଶାଳୀକୁ ଇସାରାରେ ଡକାଇଲା , ଦେଖୁ ଦେଖୁ ରୋମାଣ୍ଟିକ୍ ହୋଇଗଲା ଶାଳୀ ଆଉ ପାଖକୁ ଆସିବା ପରେ ଭିଣେଇ ଏପରି କଥା କହିଲା ଯେ ହସି ହସି ଗଡିବେ ଆପଣ..
ବହୁତଥର ଦେଖାଯାଏ କି ଚିତ୍ତମନରେ ନିରାଶା ର ଆସିଯାଏ , ତେବେ ସାହାସ ଓ ଆକାଂକ୍ଷା ବି ସାଥି ଦିଏ ନାହିଁ , କିନ୍ତୁ ଯେବେ ଚିତ୍ତ ପ୍ରଫୁଲ୍ଲିତ ହୋଇଥାଏ , ତେବେ ମନରେ ନିତ ନୁତନ ବିଚାର୍ ତରଙ୍ଗ ଆସିଯାଏ , ଏହି ଦୁନିଆଁରେ ବୋଧେ କିଏ ଥିବ ଯିଏ ହସରୁ ପ୍ରେମ ପାଇନଥିବ । ସମସ୍ତେ ଚାହଁନ୍ତି କି ସେ ହସିବେ । କିନ୍ତୁ ମଜବୁରି ଦେଖନ୍ତୁ , ନିଜ କାମରେ ସମସ୍ତେ ଏତେ ବ୍ୟସ୍ତ ହୋଇଗଲେଣି କି ହସ ତ ଛାଡନ୍ତୁ , ଆଜି କାଲି କାହା ପାଖରେ ହସିବାକୁ ସମୟ ନାହୀଁ । ଆଜି ଆମେ ଆପଣଙ୍କ ପାଇଂ କିଛି ମଜାଦାର୍ ଜୋକ୍ସନେଇକରି ଆସିଛୁ ଯାହାକୁ ପଢିଲା ପରେ ଆପଣ ହସି ହସି ବେଦମ୍ ହୋଇଯିବେ ।
୧) ନ୍ୟୁଜ୍ ପେପରରେ ଏକ ବିଜ୍ଞାପନ ବାହାରିଲା , ଆମର ପାଖରେଏକ ଏପରି ଜିନିଷ ଅଛି ଯାହାକୁ ପିନ୍ଧିକରି ଆପଣ ଦୁନିଆଁକୁ ଦେଖିପାରିବେ , ଆପଣଙ୍କୁ କେହି ଦେଖିପାରିବେ ନାହିଁ କେବଳ ମାତ୍ର ୧୦ ହଜାର ଟଙ୍କା । ପପୁ ବିଜ୍ଞାପନ ପଢି ୧୦ ହଜାର ପଠାଇଦେଲା , କିଛି ଦିନ ପରେ ଏକ ପାର୍ସଲ୍ ଆସିଲା , ପପୁ ଖୋଲିକରି ଦେଖିଲା ତ ଏକ ବୁର୍ଖା ମିଳିଲା । ପପୁ ଏବେ ବେହୋସ୍
୨) ଝିଅଟି ବାବାଜିଙ୍କ ପାଖକୁ ଗଲା ଝିଅ କହିଲା : ବାବା ମୋର ବିବାହ କେବେ ହେବ କୁହନ୍ତୁ ତ ! ବାବା କହିଲେ ତୋର ନାଁ ମୀନା ଅଟେ, ଝିଅ କହିଲା : ହଁ ବାବା , ବାବା କହିଲେ : ତୁ ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପଢୁଛୁ , ଝିଅ କହିଲା ହଁ ବାବା ଆପଣ ଅନ୍ତର୍ଯ୍ୟାମୀ ଅଟନ୍ତି , ବାବା କହିଲେ ତୁ +୨ ରେ କ୍ଲାସରେ ଅଛୁ ନା ? ଝିଅ କହିଲା ହଁ ବାବା ଆଗକୁ କୁହନ୍ତୁ । ବାବା କହିଲେ ଆଗକୁ କେଉଁଠୁ କହିବି ଆଗାମୀ କୁଣ୍ତଳୀ ନେଇକରି ଆସିବୁ ଏହା ସ୍କୁଲ୍ ର ରେଜଲ୍ଟ କାର୍ଡ ନୁହେଁ ,
୩) ମୁନ୍ନା – ତୁମେ କେତେ ଭାଇ ଭଉଣୀ ଅଛ ? ପପୁ : ହଁ ଆମେ ୪୫ ଜଣ ଭାଇ ଭଊଣୀ ଅଛୁ , ମୁନ୍ନା : କଣ ସତରେ ତୁମର ଘରର ଜନସଂଖ୍ୟା ନିୟନ୍ତ୍ରଣ ବାଲା କେବେ ଆସିନାହାନ୍ତି କି ? ପପୁ : ହଁ ଆସି ତ ଥିଲେ , ମୁନ୍ନା : ତେବେ କଣ କହିଲେ ସେମାନେ। ପପୁ : ସେ ଆସି ତ ଥିଲେ କିନ୍ତୁ ଆମେ ସମସ୍ତେ ପଢୁଥିଲୁ ସେ ଭାବିଲେ କି କୋଚିଙ୍ଗ୍ କ୍ଲାସ୍ ବୋଲି , ସେଥିପାଇଁ ଚାଲିଗଲେ ।
୪) ଶିକ୍ଷକ : ତୁମ ବାପା କି କାମ କରନ୍ତି ? ପପୁ : ହଁ ସେ ସକାଳ ସଂନ୍ଧ୍ୟା ସବୁଦିନ ଗାଳି ଖାଆନ୍ତି , ଶିକ୍ଷକ : କଣ ମତଲବ ! ପପୁ ହଁ ଆଜ୍ଞା ସେ ଗ୍ରାହକ ସେବା ପ୍ରତିନିଧି ଅଛନ୍ତି ।
୫) ସ୍ତ୍ରୀ ସ୍ୱାମୀଙ୍କୁ ଫୋନ୍ ଲଗାଇଲା , ସ୍ୱମୀ : କଣ ହେଲା ? ସ୍ତ୍ରୀ କେଉଁଠି ଅଛ ତୁମେ , ସ୍ୱାମୀ : ମୋର ଦୁର୍ଘଟଣା ହୋଇଯାଇଛି ମୁଂ ମେଡିକାଳ୍ ଯାଉଛି , ମୋତେ ବହୁତ ଆଘାତ ଲାଗିଛି , ସ୍ତ୍ରୀ : ହଉ ଠିକ୍ ଅଛି , ମୁଁ ଖାଲି ଏହା କହିବାପାଇଁ ଫୋନ୍ କରିଥିଲି କି ଟିଫିନ୍ ର ଧ୍ୟାନ ରଖିବ , ଯଦି ତେଢା ହେଇଗଲା ତେବେ ଡାଲି ପଡିଯିବ ।
୬) ଡାକ୍ତର ଏହି ମଦ ଆପଣଙ୍କୁ ଧୀରେ ଧୀରେ ମୃତ୍ୟୁର ଆଡକୁ ନେଇଯାଉଛି , ରୋଗୀ : ତେବେ ଠିକ୍ ଅଛି ନା ସାର୍ , ଏଠାରେ ଜଲଦି ମରିବାକୁ କାହାର ଇଚ୍ଛା ଅଛି କି ??
୭) ଜଣେ ମହିଳା ଏକ ବୋର୍ଡ ଦେଖିଲେ : ବନାରସୀ ଶାଢୀ-୧୦ ଟଙ୍କା , ନାଇଲନ୍ ଶାଢି-୮ ଟଙ୍କା , କଟନ୍ -୫ ଟଙ୍କା , ମହିଳା ଜଣଙ୍କ ଖୁସି ହୋଇ ନିଜ ସ୍ୱାମୀଙ୍କୁ ମୋତେ ୫୦୦ ଟଙ୍କା ଦିଅ ମୁଁ ୪୦-୫୦ ଟି ଶାଢୀ କିଣିବି । ସ୍ୱାମୀ : ଆର୍ ବୋକି ତାହା ଇସ୍ତ୍ରୀ କରୁଥିବା ଦୋକାନ ଅଟେ ।
୮) ଜଣେ ବହୁତ ରୋମାଣ୍ଟିକ୍ ବ୍ୟକ୍ତି ବହୁତ କଠିନ ତପସ୍ୟା କଲା , ଭଗବାନ ତାର ତପସ୍ୟାରେ ପ୍ରସନ୍ନ ହେଲେ ଓ କହିଲେ , ଭଗବାନ : କିଛି ବରଦାନ ମାଗ ବତ୍ସ , ବ୍ୟକ୍ତି : ମୋତେ ସଂସାରର ସବୁଠାରୁ ଉଚ୍ଚ କୋଟିର ଡ୍ରିଙ୍କ୍ ଓ ସବୁଠାରୁ ଭଲ ଲେଡି ଦରକାର । ଭଗବାନ : ତଥାସ୍ତୁ ବତ୍ସ ସେହି ବ୍ୟକ୍ତିକୁ ଗଙ୍ଗାଜଳ ଓ ମଦର୍ ଟେରେସା ମିଳିଗଲା ।
୯) ଦିନେ ଘରେ ଲାଇନ୍ ଚାଲିଗଲା , ତେବେ ଭିଣେଇ ଶାଳୀକୁ ଅନ୍ଧାରରେ ଇସାରାରେ ଡକାଇଲା , ଶାଳୀ ବହୁତ ରୋମାଣ୍ଟିକ୍ ମୁଡ୍ ରେ ଆସିଗଲା , ଭିଣେଇ କହିଲେ କୁହ କଉଠୁ ଆରମ୍ଭ କରିବି ।ଶାଳୀ – ତମେ ଯୋଉଠୁ ଚାହିଁବ | ଭିଣେଇ – ଠିକ ଅଛି ତମେ ଦିଆସିଲି ଆନା ମୁଁ ମହମବତୀ ଆଣୁଛି
୧୦) ୬ ବର୍ଷର ଚିଣ୍ଟୁ ନିଜ ମା ସହ ଫଟୋ ଉଠାଇବାକୁ ଏକ ଫଟୋ ଷ୍ଟୁଡିଓକୁ ଗଲା , ଫଟୋଗ୍ରାଫର୍ ଛୁଆକୁ ହସିବାକୁ କହିଲା , ପୁଅ ମୋର ଆଡକୁ ଚାହଁ , ଏହି କ୍ୟାମେରାରେ ଏବେ ପାରା ବାହାରିବ ଚିଣ୍ଟୁ : ମୁର୍ଖଙ୍କ ପରି କଥା କହ ନି , ଫୋକସ୍ ଆଡଜଷ୍ଟ୍ କର୍ , ପୋଟ୍ରେଟ୍ ମୋଡ୍ କରିବ । ମାଇକ୍ରୋ ସହ ଆଇଏସ୍ ଓ ୨୦୦ ଭିତରେ ରଖିବ , ହାଇ ରେଜୋଲୁସନ୍ ଫଟୋ ଆସିବା ଦରକାର , ନହେଲେ ପଇସା ମିଳିବନି , କାମରେ ଧ୍ୟାନ ଦେ ମ ! କହିଲା କଣ ନା ପାରା ବାହାରିବ ।