June 1, 2025

Odia Express

Leading Odia News Portal of Odisha

ଜୀବନସାରା ଦୁଃଖୀ ରହିଥାନ୍ତି ଏହି ୩ ନାମକ ଲୋକ – କେବେ ବି କାହାଠାରୁ ସଚ୍ଚା ପ୍ରେମ ମିଳିପାରେ ନାହିଁ …

ନାଁରେ କଣ ଅଛି , ସେମିତି କହିବାକୁ ଗଲେ ଗୋଲାପ ବି ନିଜ ନାଁରେ ଡାକିଲେ ସେ ସେପରି ସୁନ୍ଦରତା ମହକାଇଦେବ , ଏଇ କଥା ସେକ୍ସସ୍ପିଅର୍ କହିଥିଲେ,  ମତଲବ ସଫା କି ସେକ୍ସସ୍ପିଅର୍ କହିବାକୁ ଚାହୁଁଥିଲେ କି କାହାର ନାଁରୁ କିଛି ଫରକ୍ ପଡେ ନାହିଁ , କିନ୍ତୁ ଜ୍ୟୋତିଷ୍ୟ ଦୁନିଆଁରେ ବହୁତ କିଛି ମାଇନା ରଖେ , ନାଁର ପ୍ରଥମ ଅକ୍ଷର କେଉଁ ବ୍ୟକ୍ତିର ଭାଗ୍ୟ ତୟ କରିଥାଏ , ଜ୍ୟୋତିଷ୍ୟ ଶାସ୍ତ୍ରରେ କୁହାଯାଏ କି କାହାର ବି ଜୀବନରେ ଖୁସି ଓ ଦୁଃଖ କେବେ ଓ କିପରି ଆସିବ , ଆଜି ଆମେ ଆପଣଙ୍କୁ ଏପରି ୩ ଟି ନାଁ ବାଲା ଲୋକଙ୍କ ବିଷୟରେ କହିବୁ , ଯିଏ ସଚ୍ଚା ପ୍ରେମ୍ ପାଇଁ ଭଟକିଥନ୍ତି ।

B ନାମକ ଲୋକ : ଜ୍ୟୋତିଷ୍ୟ ଗଣନା ଅନୁଯାୟୀ ଏହି ନାଁ ବାଲା ଲୋକ ବହୁତ ଦୁଃଖ ଭରା ହୋଇଥାଏ , କିନ୍ତୁ ଏମାନେ ସ୍ୱଭାବରୁ ବହୁତ ଭଲ ବୋଲି ଜଣାଯାଆନ୍ତି , ଯାହାର କାରଣରୁ ତାଙ୍କୁ ଯିଏ ହେଲେ ବି ପସନ୍ଦକରିଥାଏ , ଏମାନଙ୍କ ସ୍ୱଭାବ ଏତେ ଭଲ ହୋଇଥାଏ କି ଲୋକେ ଏମାନଙ୍କର ଫାଈଦା ଉଠାଇନିଅନ୍ତି , ଏହି ଲୋକେ ବହୁତ ପରିଶ୍ରମୀ ଓ ଧୈର୍ଯ୍ୟବାନ ହୋଇଥାନ୍ତି , ଯଦି ଭାଗ୍ୟର ସାଥି ମିଳିଯାଏ ତେବେ ସେମାନେ ନିଜ ସଫଳତାର ଶିଖର ପହଞ୍ଚିପାରିବେ , କିନ୍ତୁ ଏମାନଙ୍କୁ ଜୀବନରେ କେବେ ସଚ୍ଚା ପ୍ରେମ ମିଳିପାରେ ନାହିଁ ।

S ନାମକ ଲୋକ : ଯେଉଁ ବ୍ୟକ୍ତିଙ୍କ ନାଁ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସ୍ୱଭାବରୁ ସଫା ହୋଇଥାନ୍ତି , ଏମାନେ ଅଲଗା ଲୋକଙ୍କର୍ ସାହାଯ୍ୟ କରିବା ପସନ୍ଦ କରିଥାନ୍ତି । ପରିବାରର ଖାସ୍ ଦାୟିତ୍ୱ୍ ରଖିଥାଏ , କିନ୍ତୁ ଏମାନଙ୍କ ସ୍ୱଭାବ ଏମାନଙ୍କପାଇଁ କ୍ଷତିକାରକ ହୋଇଥାଏ , ଯାହାର ଫାଇଦା ଅଲଗା ଲୋକ ଉଠାଇନିଅନ୍ତି , ଏହି ଲୋକ ନିଜ ଓ ନିଜ ପରିବାର ର ମାନ ସମ୍ମାନ ପାଇଁ କେଉଁ ଜାଗାକୁ ଯାଇପାରିବେ , କିନ୍ତୁ ପ୍ରେମର ମାମଲାରେ ଏମାନଙ୍କ ଭାଗ୍ୟ ଅଲଗା ହୋଇଥାଏ , ମାନେ ଦୁର୍ବଳ ହୋଇଥାଏ,  ଏମାନେ ଜୀବନସାରା ସଚ୍ଚା ପ୍ରେମ ପାଇଁ ଅନେଶ୍ୱଣ ରେ ରୁହନ୍ତି , ଆକର୍ଷକ ବ୍ୟକ୍ତିତ୍ୱ ଏମାନଙ୍କର ବଡ ଖାସିୟତ୍ ହୋଇଥାଏ , ଏହି ଲୋକ ଆର୍କଷକ ଛବିର ମାଲିକ ହୋଇଥାନ୍ତି , ଏଥିପାଇଁ ସେକ୍ସ ଲାଇଫ୍ ରେ ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ ।

P ନାମକ ଲୋକ : ଏମାନେ ହୃଦୟ ସଫା ବ୍ୟକ୍ତିତ୍ୱର୍ ହୋଇଥାନ୍ତି , ଏମାନେ ସେହି ପରି କିଛି କାମ କରନ୍ତି ନାଈଁ ଯାହା ଦ୍ୱାରା ତଙ୍କର ଛବି ଖରାପ ହେଉ , ଏମାନେ ସିଧା ଓ ସଚ୍ଚା ସ୍ୱଭାବର ଶତ୍ରୁ ହୋଇଯାଆନ୍ତି , ଏହି ଲୋକ ଅଲଗା ଲୋକଙ୍କୁ ଖୁସି ଦିଅନ୍ତି , ଓ ନିଜ ଖୁସି ପାଇଁ କେବେ ବ୍ୟସ୍ତ ହୁଅନ୍ତି ନାହିଁ , ସେଥିପାଇଁ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ , ଏହି ସ୍ୱଭାବର ବ୍ୟକ୍ତି ଅଧିକା କହିବାରେ କିମ୍ବା ଏକଦମ୍ ଶାନ୍ତ ରହିବାର ବ୍ୟକ୍ତି ବିଶେଷ ହୋଇଥାନ୍ତି , ଏହି ନାଁର ପୁଅ କିମ୍ବା ଝିଅ ଦେଶ ଦୁନିଆଁ , ଘର ପରିବାର ସମସ୍ତଙ୍କ ଦାୟିତ୍ୱ ରଖିଲାବାଲା ହୋଇଥାନ୍ତି , ଏମାନଙ୍କ ମାନ ସମ୍ମାନ ସବୁଠାରୁ ବଡ ହୋଇଥାଏ , କିନ୍ତୁ ସ୍ୱଭାବ ବହୁତ ଜିଦ୍ଧି ହୋଇଥାଏ , ଯାହାର କାରଣରୁ ସଚ୍ଚା ପ୍ରେମ ମିଳିପାରେ ନାହିଁ ।

Leave a Reply

Your email address will not be published. Required fields are marked *