November 1, 2024

Odia Express

Leading Odia News Portal of Odisha

୨୪ ଜାନୁଆରୀ ୨୦୨୦ ଶୁକ୍ରବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ୩୦ ବର୍ଷ ପରେ ଶନିଙ୍କର ଅମାବାସ୍ୟାରେ ମକର ରାଶି ଉପରେ ପ୍ରବେଶ , ପ୍ରେମ ଜୀବନରୁ ନେଇକରି କ୍ୟାରିୟର ପର୍ଯ୍ୟନ୍ତ ଏମିତି ବିତିବ ଦିନ

୧)ମେଷ ରାଶି : ଆଜି ଆପଣଙ୍କୁ ଆର୍ଥିକ ସ୍ଥିତି ସୁଧାରିବାକୁ ମଉକା ମିଳିବ । ପ୍ରଥମେ କେଉଁ କଥାକୁ ଭଲ ଭାବେ ବୁଝିନିଅନ୍ତୁ , ତାପରେ କଥା ଦିଅନ୍ତୁ , ଯେଉଁ ମହତ୍ତ୍ୱପୁର୍ଣ୍ଣ ଅବସରର ଅପେକ୍ଷାରେ ଅଛନ୍ତି ତାହା ଆପଣଙ୍କୁ ମିଳିପାରିବ , ଆଜି ଆପଣ ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବାରେ ଚେଷ୍ଟା କରନ୍ତୁ । ଆପଣ ନିଜ ସମୟ ଅଧ୍ୟୟନରେ ଲଗାନ୍ତୁ , ଆପଣଙ୍କୁ ସଫଳତା ମିଳିବ , ସକାଳୁ ନିଜ ବ୍ୟବସାୟ ସହ ଯୋଡି ହୋଇଥିବା ଭଲ ଅବସର ପ୍ରାପ୍ତି ହେବ । ଅଶ୍ୱତଥ ଗଛର ପୁଜା କରନ୍ତୁ , ମୋନି ଅମବାସ୍ୟାରେ ଏମିତି କରିବା ଶୁଭ ହୋଇଥାଏ ।

୨)ବୃଷ ରାଶି : ଆଜି ନ ଚାହିଁଲେ ବି ଆପଣଙ୍କ ପଇସା ଖର୍ଚ୍ଚା ହୋଇପାରେ , କଠିନ କାମ ସମୟ ରହିବା ସମୟରେ ନିପଟାଇଦିଅନ୍ତୁ , କାହା ସହ ଯୁକ୍ତି ହୋଇପାରେ । ସାମାଜିକ ରୁପରେ ଆପଣଙ୍କ ଲୋକପ୍ରିୟତା ହାସିଲ୍ କରିବେ , କିଛି ନୁଆ ବନ୍ଧୁତା ବନାଇବେ , ପରିବାର ଲୋକେ ଆପଣଙ୍କୁ କେଉଁ କଠିନ ସ୍ଥିତିରେ ପକାଇପାରନ୍ତି ,ବନ୍ଧୁଙ୍କ ସହ ଫିଲ୍ମ ଦେଖିବାକୁ ଯାଇପାରନ୍ତି। ଲଭମେଟଙ୍କ ପାଇଁ ଆଜିର ଦିନ ଭଲ ଅଛି , କୋର୍ଟ କଚେରି ମାମଲାରେ ଅଟକିଥିବା କାମ ପୁରା ହୋଇଯିବ ।

୩)ମିଥୁନ ରାଶି : ଯୋଜନାଗୁଡିକ ଫଳପ୍ରଦ ହେବାରୁ ମନ ପ୍ରଫୁଲ୍ଲିତ ରହିବ , ଆପଣଙ୍କ କିଛି ବରିଷ୍ଠ ଖୋଲା ହିସାବରେ ଅନୈତିକ ହୋଇପାରିବେ , ଓ ନିଜ ସଂମ୍ଭାବନାଗୁଡିକ ଅବରୁଦ୍ଧ କରିବାର ପ୍ରୟାସ କରିପାରିବେ , ପାର୍ଟନରଙ୍କ ସହ କେଉଁ କଥାରେ ମୁଡ୍ ଖରାପ ହୋଇପାରେ , ପଇସା ସହ ଯୋଡି ହୋଇଥିବା କିଛି ଅସୁବିଧା ହୋଇପାରେ , ଆଜି କହିବାର ଉପରେ ଧ୍ୟାନ ରଖନ୍ତୁ । କିଛି ପୁରୁଣା ଉଧାର ଆପଣଙ୍କୁ ଟେନସନ୍ ଦେଇପାରେ

୪)କର୍କଟ ରାଶି : ଆଜି ମାନ ସମ୍ମାନ ବୃଦ୍ଧି ହେବାରୁ ବହୁତ ପ୍ରସନ୍ନତା ରହିବେ । ପ୍ରେମ ବିଷୟରେ ଭାବୁକ ହୋଇ ନିର୍ଣ୍ଣୟ ନେବା ଉଚିତ୍ ହେବ ନାହିଁ । ନୁଆ ସଂମ୍ପର୍କ ବନାଇବାରେ ବଞ୍ଚନ୍ତୁ , ଜୀବନସାଥୀ ସହ କିଛି ମନମୁତାବ ଚାଲୁଥିଲେ ବୈଚାରିକ ମତଭେଦରୁ ଦୂରେଇ ରୁହନ୍ତୁ , ଶଶୁରଘର ସହ ସଂମ୍ପର୍କ କିଛି ଚିନ୍ତା ଜନକ ହୋଇପାରେ , କାମ କାର୍ଯ୍ୟରେ କିଛି ଭୁଲ୍ ବୁଝାମଣା ହୋଇପାରେ , ନିଜ ପ୍ଲାନିଙ୍ଗ୍ ଅନୁସାରେ ବହୁତ ପରିଶ୍ରମ କରିବେ

୫)ସିଂହ ରାଶି : ପରିବାରରେ ହସଖୁସିର ମାହୋଲ୍ ରହିବ , କିଛି ରଚନାତ୍ମକ କାର୍ଯ୍ୟ କରିପାରନ୍ତି । ନୁଆ କାମକୁ ମନ ଦେଇକରନ୍ତୁ , ନିଜ ଲକ୍ଷ୍ୟକୁ ପୁରା କରିପାରିବେ , ପରିବାର ସହ ସମୟ ଭଲ କଟିବ , ନୁଆ ଆରମ୍ଭ ହେବ , କେଉଁ କାମକୁ କରିଥିବା ପରିଶ୍ରମ ସଫଳତା ଦେବ , ନୁଆ ବେପାରରେ ଯାତ୍ରା ଫାଈଦାଦାୟକ ରହିବ , ଧର୍ମ କ୍ଷେତ୍ରରେ ଅଟକିଥିବା କାମ ପୁରା ହେବ ।

୬)କନ୍ୟା ରାଶି : ଯଦି ଆପଣ ଜଣେ କଳାକାର ତେବେ ବଡ ସଫଳତା ପାଇପାରିବେ , ଇଚ୍ଛାଗୁଡିକ ମହତ୍ୱଆକାଂକ୍ଷା ପୁର୍ତ୍ତି ହେବ , ନିଜ ବାହାନ ପ୍ରାପ୍ତି କରିପାରିବେ , ଚିନ୍ତାରୁ ଦୁର କରିବାପାଇଁ ପରିବାର ଲୋକଙ୍କର ସାହାଯ୍ୟ ନିଅନ୍ତୁ , ଛୁଆଙ୍କ ପାଖପାଖି ଲୋକଙ୍କର ସହ କଠିନ ସ୍ଥିତି ଆସିପାର୍, ଆଜି ତେଲ ଯୁକ୍ତ ଆହାର ଭକ୍ଷଣ କରିବାରୁ ବଞ୍ଚନ୍ତୁ , ମୋନି ଅମବାସ୍ୟା ଦିନ ସକାଳୁ ଜଲଦି ଉଠି ଯାଆନ୍ତୁ , ସୁର୍ଯ୍ୟୋଦୟ ହେବା ପରେ ଶୋଇବା ଅଶୁଭ ହୋଇଥାଏ ।

୭)ତୁଳା ରାଶି : ସ୍ତ୍ରୀ ମିତ୍ରଙ୍କ ଆପଣଙ୍କ ସହାୟକ ହେବେ , ନୁଆ କୌଶଳ ବିକଶିତ କରିବାରେ ଅବସର ମିଳିବ , ଆପଣ କିଛି ନୁଆ ଦାୟିତ୍ୱ ବୁଝିବାରେ କାମରେ ଆସିବ , ଆପଣ ନିଜ ବନ୍ଧୁମାନଙ୍କ ସହ ସ୍ମରଣୀୟ ମୁହୁର୍ତ୍ତକୁ ମନେ ପକାଇବେ , ଆପଣଙ୍କ ଅତ୍ୟାଧିକ କ୍ରୋଧ ଯୋଗୁଁ କାମ ବିଗିଡିପାରେ , ଏଥିପାଇଁ ନିଜ ରାଗ ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖନ୍ତୁ , ସନ୍ତାନଙ୍କ ସହଯୋଗ ମିଳିପାରିବ , ଅଫିସ୍ ରେ କାହା ସହ କାମ କରିବାକୁ ପଡିବ ।

୮)ବିଛା ରାଶି : କ୍ୟାରିୟର ପାଇଁ ଆଜିର ଦିନ ଶୁଭ ରହିବ । ଆପଣଙ୍କୁ ଅବଶ୍ୟ ସଫଳତା ମିଳିବ , ସଉଦା ଲାଭଦାୟକ ରହିବ , ବିତ୍ତିୟ ସ୍ଥରରେ ଟୀକିଏ ଚିନ୍ତାର ସାମ୍ନାକରିବାକୁ ପଡୀପାରେ,  ଜୀବନସାଥୀଙ୍କ ସହ ଯୁକ୍ତିତର୍କ ହୋଇପାରେ,  କିଛି ମାମଲାରେ ଅସୁବିଧା ଦେଖାଯାଉଛି , ନିଦ ପୁରା ହେବାର କାରଣରୁ ଶାରରୀକ ରୁପେ ଫ୍ରେସ୍ ଅନୁଭବ କରିବେ , ମା ବାପାଙ୍କର ସହଯୋଗରେ ଜୀବନରେ ଆଗକୁ ବଢିବେ ।

୯)ଧନୁ ରାଶି : ଆଜି ଆପଣଙ୍କୁ କେଉଁ ଅଜଣା ବ୍ୟକ୍ତି ଉପରେ ଭରସା କରିବାରୁ ବଞ୍ଚିବା ଦରକାର , ପଇସାର ଲେଣଦେଣରେ ସାବଧାନତା ରଖିବାର ଆବଶ୍ୟକତା ଅଛି, ନୁଆ ଉଦ୍ଧମ ଆରମ୍ଭକରିବାର ବିବେକ ପୁର୍ଣ୍ଣ ନିବେଶ କରିବାର ଏକ ଭଲ ଅବଧି ଅଛି ,  ଯଦି କିଛି କାରୋବାର କରୁଛନ୍ତି , ତେବେ ଅଚାନକ ସହଯୋଗ ମିଳିବ , ଯେଉଁ ପ୍ଲାନିଙ୍ଗ୍ କରୁଛନ୍ତି , ସେଥିରେ ବାରମ୍ବାର ନ ବଦଳାନ୍ତୁ , ଗୋ ମାତାର ସେବା କରନ୍ତୁ , ଧନ ଲାଭ ହେବ । ଆଜି ପାଣିରେ ଗଙ୍ଗାଜଳ ମିଶାଈକରି ସ୍ନାନ କରନ୍ତୁ , ଓ ସ୍ନାନ ପୁର୍ବରୁ ମୌନ ରୁହନ୍ତୁ ।

୧୦)ମକର ରାଶି : ମୌନି ଅମବାସ୍ୟା ଦିନ କେଉଁ ବ୍ୟକ୍ତିକୁ ଅପମାନ କରନ୍ତୁ ନାହିଁ , ନିଜ କଥାରେ ମଧୁରତା ଆଣନ୍ତୁ , ଅତ୍ୟାଧିକ ବିଚାର ମନରେ ଆଣିବାକୁ ଦିଅନ୍ତୁ ନାହିଁ , ଆପଣଙ୍କ ଭଲ ବ୍ୟବହାର ଅନ୍ୟଙ୍କୁ ପ୍ରଭାବିତ କରିବ , କେଉଁ ବଡ ଫଇସଲା ନେବା ଦ୍ୱାରା ଆପଣଙ୍କ ହୃଦୟ ବଜାୟରେ ଦିମାଗର ଶୂଣ , ଆପଣଙ୍କ ପାଇଁ ଲାଭଦାୟକ ରହିବ , ଆପଣଙ୍କ ପଇସା ଅଚାନକ ଅଟକିପାରେ , ବିଚାର ଓ ଆପଣଙ୍କ ଭାବନାରେ ପ୍ରତିରୋଧକ ଆସିପାରେ ।

୧୧)କୁମ୍ଭ ରାଶି : ଆପଣଙ୍କ ଦାୟିତ୍ୱବୋଧ ବଢିବ , ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଆପଣଙ୍କ ଯେଉଁ ଲୋକଙ୍କ ସହ ପାଟିତୁଣ୍ତ ହୋଇଛି , ତାଙ୍କ ଠାରୁ ଭଲ ସଂମ୍ପର୍କ ସୃଷ୍ଟି ହେବ , ଆପଣଙ୍କ ସିନିୟରଙ୍କ ଭଲ ସହଯୋଗ ମିଳିବ , ଆପଣଙ୍କ ସାମ୍ନାରେ କିଛି କଥା ଏପରି ହେବ ଯାହା ଅପେକ୍ଷାରୁ ଅଲଗା ହୋଇପାରେ , ଆଜି କ୍ୟାରିୟରରେ କିଛି ବଡ ସଫଳତା ହାସିଲ୍ କରିବେ , ମୋନି ଅମବାସ୍ୟା ଦିନ ଘରେ ଶାନ୍ତିର ମାହୋଲ୍ ବନାଇ ରଖନ୍ତୁ , ଲଢାଇ ଝଗଡାରୁ ବଞ୍ଚନ୍ତୁ ।

୧୨)ମୀନ ରାଶି : ଆଜି ଆପଣଙ୍କ ମନରେ ଉତ୍ସାହ ଆସିବ , ଆର୍ଥିକ ସ୍ଥିତିରେ ଆପଣଙ୍କୁ ଆଶା ଠାରୁ ଅଧିକା ସଫଳତା ମିଳିବାର ଆସାର ଅଛି , ନିଜ ସମର୍ପଣ ଓ କଡା ପରିଶ୍ରମରେ ଅଲଗା ଲୋକଙ୍କ ଠାରୁ ଆଗରେ ରହିବେ , ଯଦି ଆପଣ ପାର୍ଟି କରିବାକୁ ଭାବୁଛନ୍ତି ତେବେ ନିଜ ସାଙ୍ଗମାନଙ୍କୁ ଡାକନ୍ତୁ , ଜଲଦି ସଫଳତା ପାଇବା ଆଶାରେ ସର୍ଟକର୍ଟ ନିଅନ୍ତୁ ନାହିଁ,  ଅଜଣା ଲୋକଙ୍କର ଉପରେ ଭରସା କଇର୍ବେ ଧନ ହାନି ହେବ , ଆପଣଙ୍କ ସକରାତ୍ମକ ଭାବନା ସବୁ ଜିନିଷ ଭଲ କରିବ ।

Leave a Reply

Your email address will not be published. Required fields are marked *