January 18, 2025

Odia Express

Leading Odia News Portal of Odisha

ଏହି ଦେଶରେ ଗୋ‌ଟେ ଥାଳି ଖାଇବାର ଦାମ୍ ଅଟେ କୋଟିଏ ଟଙ୍କା କୋଟିପତି ବି ବହୁତ ଦିନ ଯାଏଁ ରହନ୍ତି ଭୋକିଲା – ଦେଖନ୍ତୁ କେଉଁ ଜାଗା…

ଗୋଟିଏ କଫି ପିଇବାପାଇଁ ଲକ୍ଷାଧିକ ଟଙ୍କା ଦେବାକୁ ପଡିଥାଏ , ଏହି ଦେଶରେ ଏମିତି ଅବସ୍ଥା ହୋଇଛି କି କୋଟିପତି ବି ନିଜ ପରିବାରକୁ ଭରପୁର ଖାଦ୍ୟ ଖୁଆଇପାରୁନାହିଁ । ସାଓ ପୋଓଲୋ : ସବୁ ଦେଶ ଏହି ସମୟରେ ମହଙ୍ଗାଇ ଯୋଗୁଁ ଚିନ୍ତିତ ହୋଇଛନ୍ତି , କେଉଁ ଭଳି ଦେଶରୁ ମହଙ୍ଗାଇ ହଟାଯାଇପାରିବ , କିନ୍ତୁ ଯେଉଁ ଦେଶରେ ମହଙ୍ଗାଇ ଅଛି ସେଠାରେ ଖାଇବାର ଥାଳୀର ଦାମ୍ ୪୦୦-୫୦୦ ଟଙ୍କା ହୋଇଥାଏ , କିନ୍ତୁ କଣ କେବେ କଳ୍ପନା କରିଥିବେ କି କେଉଁ ଦେଶରେ ଗୋଟେ ଥାଳି ଖାଇଲେ କୋଟିଏ ଟଙ୍କା ଦେବାକୁ ପଡେ , ହଁ ଏମିତି କୋଟିଏ ଟଙ୍କା ଯଦି ଭାରତରେ କେଉଁ ବ୍ୟକ୍ତିର ପାଖରେ ଥାନ୍ତା ତେବେ ସେହି ବ୍ୟକ୍ତି ଧନିକ ଶ୍ରେଣୀରେ ରୁହନ୍ତା , କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଗୋଟେ ଥାଳି ଖାଇଲେ ତାହାର୍ ଦାମ୍ ୧ କୋଟି ଟଙ୍କା ହୋଇଥାଏ , ଏଠାରେ କୋଟିପତି ବି ଗରିବ ଶ୍ରେଣୀରେ ଆସିଥାନ୍ତି ।

ଅସଲରେ ମହଙ୍ଗାଇ ମାର୍ କଣ ହୋଇଥାଏ ଏହା ଦକ୍ଷିଣ ଆଫ୍ରିକାର ବେନେଜୁଏଲା ରେ ଦେଖିବାକୁ ମିଳୁଛି , ଏଠାରେ କରେନ୍ସିର ଦାମ୍ ଆହୁରି କମିଯାଈଛି , ଏହି ଦେଶର କୋଟି ପତି ବି ଦୁଇ ସମୟର ଖାଇବା ପାଇଁ ଯୋଗାଡ କରିପାରୁନାହାନ୍ତି , ଏହି ଦେଶରେ ମହଙ୍ଗାଇର ପରାକାଷ୍ଟା ଅଛି ଯାହା ସହିବା ସୀମାରୁ ବାହାରେ ଅଟେ,  କହିପାରିବା କି ଏହି ଦେଶରେ ନୋଟର ଦାମ୍ କାଗଜ ପରି ହୋଇଛି , ଏକ କିଲୋ ପରିବା କିଣିବାପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି , ଏହି ଦେଶର ଏପରି ପରିସ୍ଥିତି ଆସି ପହଞ୍ଚିଛି କି ବ୍ୟାଗ୍ ଭରି କରି ନୋଟ୍ ଆଣିଲେ ବି ନିଜ ପରିବାର ପାଇଁ ସଂପୁର୍ଣ୍ଣ ଭୋଜନ ମିଳିପାରୁନାହିଁ ।

ଏହି ଦେଶର ଅବସ୍ଥା ଏପରି ହୋଇଛି କି ସେମାନେ ସେହି ଦେଶ ଛାଡି ପାଖଦେଶ କଲମ୍ବିଆ ଚାଲି ଆସିଛନ୍ତି , ଏହି ଦେଶରେ ଏକ ବ୍ରେଡ୍ ଦାମ୍ ହଜାର ଟଙ୍କାରୁ ଅଧିକା ଅଟେ,  ଏକ କିଲୋ ମାଂସର ଦାମ୍ ତିନି ଲକ୍ଷ ଟଙ୍କା ଅଟେ,  ଏକ ଲିଟର କ୍ଷୀରର ଦାମ୍ ୮୦ ହଜାର ଟଙ୍କା ଅଟେ,  ଏହି ଦେଶର ସରକାର ଦୁନିଆଁ ସାରା ଲୋକଙ୍କୁ ଗୁହାରି କରିଛନ୍ତି କି ଏଠାରେ ହାଲାତ୍ ସୁଧାରିବାକୁ ସାହାଯ୍ୟ କରନ୍ତୁ , ସେମିତି କଲମ୍ବିଆ ବି କହିବା କଥା କି ୧୦ ଲକ୍ଷ ଲୋକ ଆସି ଏଠାରେ ଶରଣ ନେଇସାରିଛନ୍ତି , ଏକ କପ୍ କଫିର ଦାମ୍ : ୨୫ ଲକ୍ଷ , ଏକ କିଲୋ ମାଂସ : ୯୫ ଲକ୍ଷ  , ଏକ କିଲୋ ଆଳୁ : ୨୦ ଲକ୍ଷ , ଏକ କିଲୋ ଗାଜର : ୩୦ ଲକ୍ଷ , ଏକ କିଲୋ ଚାଉଳ : ୨୫ ଲକ୍ଷ , ଏକ କିଲୋ ପନିର୍ : ୭୫ ଲକ୍ଷ , ଏକ କିଲୋ ଟମାଟର : ୫୦ ଲକ୍ଷ , ଏକ ପ୍ଲେଟ୍ ନନ୍ ଭେଜ୍ ଥାଳୀ : ୧ କୋଟି ।

ସୁଚନା ମୁତାବିକ ବିଶ୍ୱସ୍ତରରେ କଞ୍ଚା ତେଲରେ ହ୍ରାସ ହେବା ଯୋଗୁଁ ବେନେଜୁଏଲାରେ ଆର୍ଥିକ ସଙ୍କଟ ଆସିଯାଇଥିଲା,  ଏହି ସରକାର ଦରକାର ମୁତାବିକରୁ ଅଧିକା କରେନ୍ସି ଛପାଇଦେଉଛନ୍ତି , ଯାହାକୁ ନେଇ ଏହାର ଦାମ୍ ବହୁତ କମ୍ ହୋଇଯାଇଛି , ସରକାର ଭୁଲ୍ ନୀତିଗୁଡିକ ପାଇଁ ଏହି ଦେଶରେ ଏବେ ଲୋକେ ଭୋକିଲା ଅବସ୍ଥାରେ ରହୁଛନ୍ତି , ଏହା ଅନୁକୁଳ ପରିସ୍ଥିତି ରୁ ବାହାରିବାପାଇଁ ବେନେଜୁଏଲା ରାଷ୍ଟ୍ରପତି ନିକୋଲସ୍ ମଡୁରେ ରାଜଧାନୀ କରକସ୍ ରେ ଲଗାତାର ବୈଠକ କରୁଛନ୍ତି ।

Leave a Reply

Your email address will not be published. Required fields are marked *