May 19, 2025

Odia Express

Leading Odia News Portal of Odisha

କଣ ଆପଣ ଜାଣିଛନ୍ତି ସାପର ଜିଭ ଦୁଇ ଭାଗରେ କଣ ପାଇଁ ବଣ୍ଟା ହୋଇଛି ? ମହାଭାରତ କାଳରେ ଯୋଡି ହୋଇଥିବା ଏକ ବଡ ରହସ୍ୟ ର ହେବ ଆଜି ଖୁଲାସା ….

ସେମିତି ଦୁନିଆଁ ସାରା ଲୋକଙ୍କ ପାଇଁ ସାପ ଏକ ବିଷଧର ଜନ୍ତୁ ଅଟେ , ଯାହାକୁ ଆମେ ବହୁତ ଲୋକ ଡରିଥାଉ , କିନ୍ତୁ ଭାରତରେ ସାପ ଏକ ଜୀବ ନୁହେଁ , ବରଂ ସାପର ପୁଜା ବି କରାଯାଏ , ଆମର ଦେଶରେ ସାପ ସହ ଜୋଡି ହୋଇଥିବା ବହୁତଗୁଡିଏ କାହାଣୀ ପ୍ରଚଳିତ ଅଛି , ଆଜି ଆମେ ଆପଣଙ୍କୁ ସାପର ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ , ଯାହା ଆପଣ ବୋଧେ ଜାଣିନଥିବେ , ସାପକୁ ଏମିତି କେବେ ନା କେବେ ଦେଖିଥିବେ , ସାପର ଜିଭ ଦୁଇ ଭାଗରେ ବଣ୍ଟା ହୋଇଥାଏ , ଆଜି ଆପଣଙ୍କୁ ଆମେ କହିବୁ କଣ ପାଇଁ ସାପର ଜିଭ ଦୁଇ ଭାଗରେ ବିଭକ୍ତ ହୋଇଛି , ଆସନ୍ତୁ ଜାଣିବା ଏହାର ପଛରେ ଥିବା ସତ୍ୟତା । ଏହାର ପଛରେ ମହାଭାରତ କାଳର ସହ ଯୋଡି ହୋଇଛି , ମହାଭାରତ କାଳରେ ଏମିତି କୁହାଯାଉଛି କି ଏକ ପ୍ରସିଦ୍ଧ ରୁଷି ରହିଥିଲେ ତାଙ୍କ ନାଁ ମହର୍ଷି କାଷପ୍ୟ , ଏହି ରୁଷିଙ୍କର ଦୁଇଜଣ ସ୍ତ୍ରୀ ଥିଲେ , କିଦ୍ରୁ ଓ ବନିତା , ପୌରାଣିକ ତଥ୍ୟରୁ ଜଣାଯାଏ କି ମହର୍ଷି କଶପ୍ୟ ପ୍ରଥମ ସ୍ତ୍ରୀ କୁଦ୍ରୁ ସବୁ ସନ୍ତାନ ସାପ ଥିଲେ , ଓ ତାଙ୍କର ଦ୍ୱିତୀୟ ସ୍ତ୍ରୀ ତାଙ୍କର ଏକ ପୁଅ ଥିଲା ଗରୁଡ ଦେବ, ଆଉ ଜଣଙ୍କ କଥା ଅଛି କୁଦ୍ରୁ ଓ ବନିତା ପରସ୍ପ ର କଥା ହେଉଥିଲେ , ତେବେ ଦୁରରୁ ଏକ ଘୋଡା ଦେଖା ଦେଲା ଯିଏକି ବିଲକୁଲ୍ ଧଳା ଥିଲା ।

କୁଦ୍ରୁ ବନିତାଙ୍କୁ କହିଲେ କି କୁହ ଘୋଡାର ରଙ୍ଗ କଣ ଅଟେ , ବନିତା ସହଜରେ କହିଲେ କି ଧଳା , ଏହି କଥାରେ କୁଦ୍ରୁ କହିଲେ କି ଘୋଡା ଧଳା ନୁହେଁ ବରଂ ଧଳା ନୁହେଁ ତାର ଲାଞ୍ଜ କଳା ଅଟେ , ବନିତା କୁଦ୍ରୁଙ୍କୁ ଏହି କଥାରେ ସର୍ତ୍ତ ଲଗାଇନେଲେ କି ଘୋଡାର ରଙ୍ଗ ଧଳା ଅଟେ, ଏବେ ଏହି କଥାକୁ ପ୍ରମାଣିତ କରିବାପାଇଁ କୁଦ୍ରୁ ନିଜ ସବୁ ଛୁଆଙ୍କ ମାନେ ସାପକୁ କହିଲେ ତୁମେ ସବୁ ଆକାର ଛୋଟ ହୋଇଯାଉ ଓ ଯାଇକରି ସେ ଘୋଡାର ଲାଞ୍ଜରେ ଗୋଡାଇହୋଇଯାଅ , ଏହାପରେ କୁଦ୍ରୁ ବନିତାଙ୍କୁ ଘୋଡା ଦେଖାଇଲେ ତେବେ ସତରେ ଲାଞ୍ଜ କଳା ନଜର ଆସିଲା , କାରଣ କଳା ନାଗ ଗୁଡାଇ ହୋଇଥିଲା,  ସେମିତି ବନିତା ସର୍ତ୍ତ ହାରିଗଲେ , ଓ ସର୍ତ୍ତ ମୁତାବିକ ସେ କୁଦ୍ରୁ ଦାସି ହୋଇକରି ରହିବାକୁ ପଡିଲା ।

ଏବେ ଏହି କଥା ବନିତାଙ୍କ ପୁଅ ଗରୁଡ ଦେବ ଙ୍କୁ ବିଲକୁଲ୍ ପସନ୍ଦ ଆସୁନଥିଲା , ତାଙ୍କ ମା କେଉଁ ଦାସି ହୋଇକରି ରୁହନ୍ତୁ , ଗରୁଡ ଦେବ କୁଦ୍ରୁଙ୍କୁ ବହୁତ ଗୁହାରି କରିଥିଲେ କି ମୋର ମା ଙ୍କୁ ଛାଡିଦିଅ , କିନ୍ତୁ ସେ କିଛି ଶୁଣିଲେ ନାହିଁ , ଏହାପରେ ଗରୁଡ ଦେବ କୁନ୍ଦ୍ରୁଙ୍କ କହିଲେ ଆପଣଙ୍କୁ ଯାହା ବି ଦରକାର୍ ମୁଁ ଦେବି କିନ୍ତୁ ମୋତେ ଛାଡିଦିଅ , କୁଦ୍ରୁ ଗରୁଡ ଦେବଙ୍କ କଥା ମାନିନେଲେ , ଓ ସ୍ୱର୍ଗରେ ରଖିଥିବା ଅମୃତ କଳଶ ଆଣିବାକୁ କହିଲେ , ଗରୁଡ ଦେବ କହିଲେ ନିଜ ମା ଶେଷରେ  ଅମୃତ କଳଶ ଆଣିକରି ଏକ ଖାସ୍ ପ୍ରକାରର ଘାସ ଉପରେ ରଖିଦେଇଥିଲେ,  ଯାହା ବହୁତ କଣ୍ଟକିତ ଥିଲା ,

ଅମୃତ କଳସ ଦେଖିକରି କୁଦ୍ରୁ ନିଜ ସବୁ ସାପର ସନ୍ତାନଙ୍କୁ କହିଲେ କି ସେ ଅମୃତ ପାନ କରିବାପାଇଁ ପ୍ରସ୍ତୁତ ହୋଇଯିବେ , କିନ୍ତୁ ଏହି ମଧ୍ୟରେ ଇନ୍ଦ୍ରଦେବ ପ୍ରକଟ ହେଲେ , ଓ ଅମୃତ କଳଶ ନିଜ ସାଥିରେ ନେଇକରି ସ୍ୱର୍ଗକୁ ଚାଲିଗଲେ , ଏପଟେ କୁଦ୍ରୁ ସବୁ ସନ୍ତାନ ସେହି ଘାସକୁ ଚାଟିବାକୁ ଲାଗିଲେ , ଯେଉଁଠି ଅମୃତକଳସ ରଖାଯାଇଥିଲା,  ଏହା ଭାବିକରି କି ସେଠାରେ କିଛି ଅମୃତ ଅଂଶ ରହିଯାଇଥିବ , କାରଣ ଯେଉଁ ଘାସକୁ କେବେ ସାପ ଚାଟୁଥିଲେ ତାହା ବହୁତ କଣ୍ଟକିତ ଥିଲା , ଓ ସବୁ ସାପଙ୍କର ଜିଭ ଦୁଇ ଭାଗରେ ସେଥିପାଇଁ ବିଭକ୍ତ ହୋଇଗଲା ।

Leave a Reply

Your email address will not be published. Required fields are marked *