May 19, 2025

Odia Express

Leading Odia News Portal of Odisha

ବ୍ୟକ୍ତି ଜଣଙ୍କ ୨୦୦ ଡଲାରରେ ମଗାଇଲେ ଦେଶର ମାଟି, ଯାହାଦ୍ୱାରା ଦେଶର ମାଟି ନିଜ ଛୁଆର ପ୍ରଥମ ପାଦ ପଡିବ ..

ସବୁ ଲୋକଙ୍କର ମନରେ ଦେଶପ୍ରେମର ଭାବନା ମହଜୁଦ୍ ହୋଇଥାଏ , ଲୋକେ ପରସ୍ପର ସେମିତି ଯେତେ ବି ଲଢେଇ ଝଗଡା କରିନିଅନ୍ତୁ , କିନ୍ତୁ ପରସ୍ପର ଏଇ କଳିଝଗଡାକୁ ଭୁଲି ଦେଶ ପାଇଁ ଏକା ହୋଇଯାଆନ୍ତି , ଏମିତି ଏକ ମାମଲା ଆଜିକାଲି ସାମ୍ନାକୁ ଆସିଛି , ଯେଉଁଥିରେ ଏକ ଦେଶପ୍ରେମର ଏକ ଅନୋଖା ମିଶାଲ୍ ଦେଖିବାକୁ ମିଳିଛି , ଯାହାକୁ ଲୋକେ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି , ଏହି ମାମଲା କିଛି ଦିନ ପୁର୍ବର ଅଟେ, ଆଜିର ସମୟରେ ଏହି ଘଟଣା ବହୁତ ଲୋକଙ୍କୁ ଭାବୁକ କରିଦେଉଛି , ଆମେରିକା ସେନାର ଜବାନ୍ ଟୋନି ଟ୍ରେକୋନି ଙ୍କ ଏହା ଇଚ୍ଛା ଥିଲା କି ଯେବେ ତାଙ୍କ ଛୁଆ ଏହି ଦୁନିଆଁକୁ ଆସିବ ତେବେ ତାର ଜନ୍ମ ଆମେରିକା ମାନେ ମାତୃଭୁମିରେ ହେଉ , ଯେବେ ତାଙ୍କ ସ୍ତ୍ରୀ ଗର୍ଭବତି ହେଲେ ତେବେ ସେ ଇଟାଲିର ପଡୁଆ ରେ ପୋଷ୍ଟେଡ୍ ଥିଲେ , ତାଙ୍କୁ ଏହା ଆଶା ଥିଲା କି ଡେଲିଭରି ହେବାପରେ ସେ ନିଜ ଦେଶ ଫେରିଯିବେ , କିନ୍ତୁ ଏମିତି ହୋଇପାରିଲା ନାହିଁ , ଏହାପରେ ଟୋନି କିଛି ଏମିତି କାମ କଲେ , ଯାହା ବିଷୟରେ କେହି ବି ଭାବିନଥିବେ ।

ଟୋନି ନିଜ ସ୍ତ୍ରୀର ଡେଲିଭରିର ଏକ ମାସ ପୁର୍ବରୁ ନିଜ ପ୍ରାନ୍ତ ଟେକ୍ସାସ୍ ର ମାଟି ଇଟାଲି ମଗାଇଥିଲେ , ଯେଉଁଥିରେ ତାଙ୍କ ଛୁଆର ଜନ୍ମ ହେବ , ଓ ନିଜ ପ୍ରଥମ ପାଦ ସେଥିରେ ପଡିବ , ଯେଉଁଠି ତାଙ୍କ ବାପାମାଙ୍କ ଜନ୍ମ ହୋଇଥିଲା,  ଓ ସେ ବଢିଥିଲେ , ନିଜ ପ୍ରାନ୍ତର ମାଟି ମଗାଇବାପାଇଁ ସେ ଟେକ୍ସାସ୍ ରେ ରହିଥିଲେ, ଓ ନିଜ ମାତାପିତାଙ୍କ କନାକ୍ଟ୍ କରିଥିଲେ,  ଓ କହିଲେ କି ସେ ଏକ କଣ୍ଟାକ୍ଟର ରେ ସେ ମାଟିକରି ଭରିକରି ସିପ୍ ଦ୍ୱାରା ଇଟାଲିରେ ପଠାଇଦେବେ , ନିଜପ୍ରାନ୍ତର ମାଟି ଇଟାଲି ପହଞ୍ଚିବାପରେ ଟୋନିଙ୍କୁ ୨୦୦ ଡଲାର୍ ମାନେ ୧୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା

ଯେବେ ଛୁଆର ଜନ୍ମଦିନ ପାଖେଇ ଆସିଲା ତେବେ ଟୋନି ମେଡିକାଲ୍ ରେ ନିଜ ସ୍ତ୍ରୀଙ୍କୁ ପଲଙ୍ଗ ତଳେ ମାଟି ଲୁଚାଇଦେଇଥିଲେ,  ଯାହା ଦ୍ୱାରା ତାଙ୍କ ଛୁଆର ଜନ୍ମରେ ଟେକ୍ସାସ୍ ର ମାଟିରେ ହେଉ , ଓ ଯେପରି ଟୋନି ଚାହୁଁଥିଲେ , ସେମିତି ହେଲା , ଟୋନି ଆଗକୁ କହିଲେ କି ମୁଁ ଏକ ଟ୍ୱିଟ୍ କରିଥିଲି , ସେଆଗକୁ କହିଲେ କି ଗତ ବର୍ଷ ଜୁଲାଇକୁ ତାଙ୍କର ପୁଅ ଚାର୍ଲସ୍ ଜନ୍ମ ନେଲା , ସେହି ଟ୍ୱିଟ୍ ସେ କେବଲ କିଛି ଖାସ୍ ଲୋକଙ୍କ ପାଇଂ ଆୟୋଜନ କରିଥିଲେ  ଚାର୍ଲସ୍ ଜନ୍ମ ହେବାପରେ ମୁଁ ନିଜ ପ୍ରାନ୍ତରମାଟିକୁ ସାଇତି ରଖିଦେଲି

କିଛି ଦିନ ପୂର୍ବରୁ ମୋର ପୁଅ ସେହି ମାଟିରେ ପାଦ ରଖିଦେଲା,  ଓ ନିଜ ଦେଶର୍ ବାସ୍ନାକୁ ଅନୁଭବ କରିଥିଲା , ନିଜ ପୁଅର ଦେଶର୍ ମାଟିରେ ଏକ ଅନୁଭୁତି ଦେବାପାଇଁ ବହୁତ ଦାମ୍ ଦେବାକୁ ସେ ପ୍ରସ୍ତୁତ ଥିଲେ,  ମୋତେ ଏହି କଥାର ଖୁସି ଅଛି କି ସେ ନିଜ ଦେଶର୍ ବହୁତ ମାଇଲ୍ ଦୁରରେ ରହିବାପରେ ବି ମୋର ପୁଅ ନିଜ ଦେଶର ମାଟିରେ ପାଦ ଦେଇଥିଲା,  ଏମିତିରେ ସେ ନିଜ ଦେଶର ମାଟିରେ ନିଜ ଛୁଆର ପାଦ ଥାପିଲେ , ଏମିତି କରିଲେ ଦେଶରୁ ଦୂର ରହିବାର ପରେ ତାଙ୍କ ମନ ସବୁବେଳେ ଦେଶପ୍ରେମ ଜାଗ୍ରତ ହେଲା ।

Leave a Reply

Your email address will not be published. Required fields are marked *