November 7, 2024

Odia Express

Leading Odia News Portal of Odisha

ଘରର ପାଣି ଟାଙ୍କିରେ ଚୁପଚାପ ଏହି ଗୋଟେ ଜିନିଷ ମିଶାଇଦିଅନ୍ତୁ , ଏମିତି ଭାଗ୍ୟ ଚମକିବ ଯାହା ଦେଖିକରି ରହିଯିବେ ଆପଣ…

ବନ୍ଧୁଗଣ ଏହି ଦୁନିଆଁରେ ସବୁ ଖେଳ ଭାଗ୍ୟର ହିଁ ହୋଇଥାଏ । ଯଦି ଆପଣଙ୍କ ଭାଗ୍ୟ ତେଜ୍ ଅଛି ତେବେ ଆପଣଙ୍କ କାମ ସାଙ୍ଗେ ସାଙ୍ଗେ ହୋଇଯାଏ , ସେମିତି ଭାଗ୍ୟ ଖରାପ ଥିଲେ ଏକ ଛୋଟ କାମ ବି ସରିବାପାଇଁ ବର୍ଷ ବର୍ଷ ଲାଗିଯାଏ , କେବଳ କାମ ନୁହେଁ ବରଂ ଚାକିରି ଓ ପଇସା ବି ବହୁତ ପର୍ଯ୍ୟନ୍ତ ଭାଗ୍ୟର ଖେଳ ହୋଇଥାଏ , ଗୋଟେ ସମୟରେ ସଠିକ୍ ବ୍ୟକ୍ତି ହେବାର ଭଲ ମଉକା ମିଳିଯାଏ ତେବେ ଭାଗ୍ୟ ବଦଳାଇଦିଏ , ଏହା ଦ୍ୱାରା ଗରିବ ଲୋକ ଧନୀ ବି ହୋଇପାରିବ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏକ ଉପାୟ କହିବାକୁ ଯାଉଛୁ , ଯାହା ଦ୍ୱରା ଆପଣଙ୍କ ନାଁ କେବଳ ଭାଗ୍ୟରେ ପରିବର୍ତ୍ତନ ହେବ ବରଂ ପୁରା ପରିବାରର ଭାଗ୍ୟ ତେଜ୍ ହେବ ।

ସମସ୍ତଙ୍କ ଘରେ ନିଶ୍ଚିତ ଏକ ପାଣିର ଟାଙ୍କିଥାଏ । ଏହି ପାଣିର ଟାଙ୍କିର ଉପଯୋଗ ସବୁ ଘରର ସଦସ୍ୟ କରିଥାଏ , ଏହି ପାଣି ଘରର ବହୁତ କାମରେଆସିଥାଏ , ଉଦାହରଣ ପାଇଂ ଏହି ପାଣିର ଟାଙ୍କିର ପାଣିରେ ଘରର ସବୁ ସଦସ୍ୟ ଗାଧୋଇଥାଏ , ପାଣି ପିଇଥାଏ , ଖାଇବା ତିଆରି ବି ହୁଏ , ଏମିତିରେ ପାଣି ସମସ୍ତଙ୍କ କୌଣସି କାର୍ଯ୍ୟରେ ଯୋଡି ହୋଇଛି , ଏହି କାରଣରୁ ଆଜି ଏହି ଉପାୟରେ ଆମେ ଟାଙ୍କିର ପାଣି ବ୍ୟବହାର କରିବା । ଆପଣଙ୍କୁ କେବଳ୍ ଏହା କରିବାର ଅହି କି ଆପଣଙ୍କୁ ଲୁଚିକରି ଟାଙ୍କିରେ ଗୋଟେ ଜିନିଷ ମିଶାଇବାର ଅଛି , ଖାସ୍ ଜିନିଷ କିଛି ନୁହେଁ ବରଂ ତୁଳସୀର ୧୧ ଟି ପତ୍ର ,

ଆପଣଙ୍କୁ ଏହି କାମ ଶୁକ୍ରବାର ଦିନ କରିବାକୁ ହେବ , ଏହାକୁ ଆପଣ ସିଧା ଟାଙ୍କିରେ ପକାନ୍ତୁ ନାହିଁ  ଏହାପାଇଁ ଏକ ବିଧି ଅଛି , ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପାଖରେ ଏକ ଦୀପ ଲଗାନ୍ତୁ , ଏବେ ତାଙ୍କ ସାମ୍ନାରେ ଏକ କଦଳି ପତ୍ର ରଖନ୍ତୁ , ଓ ତାପରେ ତୁଳସୀର ପତ୍ର ୧୧ ଟି ରଖନ୍ତୁ , ଏହାପରେ ଗଙ୍ଗାଜଲରେ ଏହି ପତ୍ରକୁ ପବିତ୍ର କରାନ୍ତୁ , ଏବେ ମା ଲକ୍ଷ୍ମୀଙ୍କର ପୁଜା କରନ୍ତୁ , ଏହାପରେ ଆରତୀ ପୂର୍ବରୁ ମା ଲକ୍ଷ୍ମୀଙ୍କ ଆରଧନା କରନ୍ତୁ ଓ ଆରତୀ କରନ୍ତୁ , ତାପରେ ତୁଳସୀ ପତ୍ର ଦିଅନ୍ତୁ ।

ଏହାପରେ ସଂନ୍ଧ୍ୟାରେ ଏହି ତୁଳସୀର ପତ୍ରକୁ ଘରର ପାଣିଟାଙ୍କିରେ ପକାନ୍ତୁ , ଏହି କଥାର ଧ୍ୟାନ ରଖିବେ କି ଯେବେ ଆପଣ ଏହା କରୁଛନ୍ତି ଘରର କୌଣସି ସଦସ୍ୟ ଦେଖିନପାରନ୍ତୁ , ଏହି ଉପାୟ କରିବାପରେ ଯେପରି ଘରର ସଦସ୍ୟ ପାଣିର ବ୍ୟବହାର କରିବେ ତାଙ୍କର ଭାଗ୍ୟ ବଦଳିବ , ତୁଳସୀର ପତ୍ରରେ ସକରାତ୍ମକ ଉର୍ଜା ଆସିଥାଏ , ଏମିତିରେ ପାଣିର ଟାଙ୍କିରେ ମିଶାଇକରି ଆହୁରି ଘରେ ପଜେଟିଭ୍ ଏନର୍ଜୀ ଆଣିପାରନ୍ତି ,

Leave a Reply

Your email address will not be published. Required fields are marked *