July 14, 2025

Odia Express

Leading Odia News Portal of Odisha

IAS ଇଣ୍ଟରଭ୍ୟୁରେ ପଚାରାଗଲା INDIA ର ପୁରାନାମ କଣ ? କଣ ଆପଣଙ୍କୁ ଜଣାଅଛି ଏହାର ଉତ୍ତର – ୯୫ % ଲୋକ ଉତ୍ତର ଦେବାରେ ଫେଲ ହେଇଗଲେ – ଦେଖନ୍ତୁ କଣ ଏହାର ସଠିକ ଉତ୍ତର…

ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ନୂଆ ନୂଆ କଥା ଓ ନୂଆ ନୂଆ ଜ୍ଞନ ପାଇବା ପାଇଁ ନିଶ୍ଚୟ ପସନ୍ଦ କରୁଥିବେ , ଏଭଳି ଆପଣଙ୍କ ଜ୍ଞାନ କୁ କିଛି ଅଧିକ କରିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ ଆଉ କିଛି ନୂଆ ପ୍ରଶ୍ନ ଉତ୍ତର ନେଇ ଅଶିଚୁ । ଏହି ପ୍ରକାରର ପ୍ରଶ୍ନ ଆଇଏଏସ୍ ପରୀକ୍ଷା ସମୟରେ କିମ୍ବା ସାଧାରଣ ଚାକିରି ସମୟରେ ଇଣ୍ଟରଭ୍ୟୁ ଦେଉଥିବା ଆଶାର୍ଥୀ ପ୍ରାର୍ଥୀକୁ ପଚାରାଯାଇଥାଏ , ଯଦି ଆପଣ ଏହାର ଉତ୍ତର ଜାଣିଛନ୍ତି ତେବେ କମେଣ୍ଟ ବକ୍ସରେ ଏହାର ଉତ୍ତର ଦେଇପାରିବେ , ତେବେ ଆସନ୍ତୁ ଜାଣିବା ଏହାର ସଠିକ୍ ଉତ୍ତର କଣ ହୋଇଥିବ ।

୧) ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା କେବେ ଆରମ୍ଭ କରିଥିଲେ ?

ଉତ୍ତର : ୧ ମେ ୨୦୧୬ କୁ ଆରମ୍ଭ କରିଥିଲେ ।

୨) ରାଜସ୍ଥାନର ପୁର୍ବ ଜିଲ୍ଲାରେ କେଉଁ ଜାଗା ଅଛି ?

ଉତ୍ତର : ଧୋଳପୁର ରାଜସ୍ଥାନର ପୁର୍ବଜିଲ୍ଲାରେ ଅଛି ।

୩) ଗଛର କେଉଁ ଭାଗ ଶ୍ୱସନ କରିଥାଏ ?

ଉତ୍ତର : ଗଛର୍ ପତ୍ର ଶ୍ୱସନ କରିଥାଏ ।

୪) ମନୁଷ୍ୟର ଶରୀରରେ ହୃଦୟକୁ ଥରେ ଥକ୍ ଥକ୍ ହେବାପାଇଂ କେତେ ସମୟ ଲାଗିଥାଏ ?

ଉତ୍ତର : ୦,୮ ସେକେଣ୍ତର ସମୟ ଲାଗିଥାଏ ।

୫) ମାନବ ଶରୀରରେ ମିଳୁଥିବା ପ୍ରମୁଖ ରସାୟନିକ ଯୌଗିକ କେଉଁଟା ହୋଇଥାଏ ?

ଉତ୍ତର : କ୍ୟାଲସିୟମ୍ , ଅକ୍ସିଲେଟ୍ ହୋଇଥାଏ ,

୬) INDIA ର FULL FORM କଣ ଅଟେ ?

ଉତ୍ତର : Independent National Democratic Intelligent Area.

୭) ସବୁଠାରୁ ବଡ ତଟିୟ ରେଖା କେଉଁ ଦେଶରେ ଅଛି ?

ଉତ୍ତର : କାନାଡାରେ ,

୮) ବିଶ୍ୱର ଲମ୍ବା ନଦୀ କେଉଁଟା ଅଟେ ?

ଉତ୍ତର : ଇରାକ୍ ନଦୀ ଅଟେ ।

୯) କେଉଁ ସଭ୍ୟତା ନୀଳନଦୀର ବରଦାନ କୁହାଯାଏ ?

ଉତ୍ତର : ମିଶ୍ରର ସଭ୍ୟତାରେ ନୀଳନଦୀକୁ ବରଦାନ କୁହାଯାଏ ।

୧୦) ନଦୀର ଜଳ ପ୍ରଦୂଷଣ କେଉଁଥିରେ ମାପାଯାଏ ?

ଉତ୍ତର : ପାଣିରେ ଅକ୍ସିଜେନ୍ ମିଶାଇବାର ମାତ୍ରାକୁ ।

୧୧) ଭାରତର ପୁରୁଣା ମଜଦୁର ସଂଗଠନ କେଉଁଟା ଅଟେ ?

ଉତ୍ତର : ଅଖିଳ ଭାରତୀୟ ମଜଦୁର ସଂଘ କଂଗ୍ରେସ ।

୧୨) ଏମିତି କେଉଁ ଏକ ପଶୁ ଅଟେ ଯାହାର ଆଖିରୁ ଓ ଦ୍ୱିତୀୟ ଆଖି ପଛରେ ଦେଖାଯାଏ ?

ଉତ୍ତର : ଅଣ୍ତୁଅ ଏମିତି ଏକ ପଶୁ ଅଟେ , ଯାହା ଏପରି କରିପାରିବ ।

୧୩) ରାଜସ୍ଥାନର ମୀରା ବାଇ ଜନ୍ମଭୁମି କେଉଁଠି ଅଛି ?

ଉତ୍ତର : ମେଡତା ସିଟି ମୀରା ବାଇଙ୍କର ଜନ୍ମ ସ୍ଥାନ ଅଟେ ।

Leave a Reply

Your email address will not be published. Required fields are marked *