October 30, 2024

Odia Express

Leading Odia News Portal of Odisha

ଘରେ ଅଚାନକ କାଚ ଭାଙ୍ଗିବାର ଏହି ସଙ୍କେତ ଦେଇଥାଏ – ଆଜି ହିଁ ଜାଣିନିଅନ୍ତୁ ଏହି ବିଷୟରେ…

କାଚ ଏପରି ଏକ ଜିନିଷ ହୋଇଥାଏ ଯାହା ସବୁ ଘରେ ଦେଖିବାକୁ ମିଳିଯାଏ , କାଚର ସବୁଠାରୁ ଅଧିକା ଉପଯୋଗ ନିଜ ପ୍ରତିବିମ୍ବ ଦେଖିବାକୁ କରାଯାଏ , ଏହା ଛଡା ଘରେ ଲାଗିଥିବା ଫଟୋ ଫ୍ରେମ୍ ରେ କାଚର ଉପଯୋଗ ହୋଇଥାଏ , ବହୁତ ଥର୍ ଏମିତି ଅନିୟମିତତା କାରଣରୁ କେଉଁ କାରାଣରୁ କାଚଟି ଭାଙ୍ଗିଯାଏ , କିଛି ଲୋକ ଏହାକୁ ଅଣଦେଖା କରିଦିଅନ୍ତି , କିଛି ଲୋକ ଦ୍ୱନ୍ଦରେ ରୁହନ୍ତି କି ଏହା ଭାଙ୍ଗିବାର ମତଲବ କଣ ହୋଇପାରେ,  କେହି ଏହାକୁ ଶୁଭ ସଙ୍କେତ ଅଟେ ବୋଲି ଭାବନ୍ତି , ଓ କିଏ ଏହାକୁ ଅଲକ୍ଷଣ ବୋଲି ମନେ କରନ୍ତି , ଆଜି ଆମେ ସେହି ବିଷୟରେ କଥା ହେବା ।

ବାସ୍ତ୍ରୁ ଶାସ୍ତ୍ରରେ ଘରେ ରଖିଥିବା କାଚକୁ ବହୁତ ମହତ୍ତ୍ୱ ଦିଆଯାଈଛି , ଯଦି ଭୁଲ୍ ବଶତଃ କାଚ ଭାଙ୍ଗିଯାଏ ତେବେ ଏହା ଘରେ ଆସୁଥିବା ସବୁଠାରୁ ବଡ ସଙ୍କଟ ଆଡକୁ ଇସାରା କରିଥାଏ , କିଛି ଲୋକଏପରି ମାନନ୍ତି କି ଘର୍ ଉପରେ ବିପଦ ଆସିଲେ କାଚର ଉପରେ ହୋଇଥାଏ , ଯାହାର କାରଣାରୁ ସେ ତଳେ ପଡି ଭାଙ୍ଗିଯାଏ ।

ଏମିତି କୁହାଯାଏ କି କାଚର ଭିତରେ ତାର ପ୍ରତିବିମ୍ବ ରୁପରେ ଆତ୍ମା ଦେଖାଦିଏ , ଯେବେ କେଉଁ ମଣିଷ ଦ୍ୱାରା କାଚ ଭାଙ୍ଗିଯାଏ , ତେବେ ତାର ଆତ୍ମା ମରିଯାଏ ତେବେ ତାର ଉପରେ ସଙ୍କଟ ମାଡିଆସେ,  ଏମିତିରେ ଯେଉଁ ବ୍ୟକ୍ତିର କାଚ ଭାଙ୍ଗିଛି , ତାକୁ ବଗିଚାରେ ଲାଗିଥିବା ଛୋଟ କୁଣ୍ତରେ ନିଜର ଛାଇଦେଖିନେବା ଉଚିତ୍ , ଏମିତି କରିଲେ ଅଲକ୍ଷଣର୍ ନାଶ ହୋଇଥାଏ , ଓ କାଚ ଭାଙ୍ଗିଥିବା ବ୍ୟକ୍ତି ସହ କିଛି ଖରାପ ହୋଇନଥାଏ ।

ବହୁତଥର ଲୋକେ କାଚ ଭାଙ୍ଗିବା ପରେ ବି ତାହାକୁ ବ୍ୟବହାର କରିଥାନ୍ତି , କିମ୍ବା ଘରର କେଉଁ କୋଣରେ ତାକୁ ଏମିତି ରଖିଦିଅନ୍ତି , କିନ୍ତୁ ଆପଣଙ୍କୁ କହିଦେବୁ କି ଘରେ ଭଙ୍ଗା କାଚ ରଖିବା ଶୁଭ ହୋଇନଥାଏ, ଯଦି ଏପରି କରୁଛନ୍ତି ତେବେ ଭୟାନକ ବିପତ୍ତି ଆସିବାର ସଙ୍କେତ ହୋଇଥାଏ , ଏମିତିରେ ଘରେ ରଖିଥିବା ଫଟା କାଚକୁ ଜଲଦି ହିଁ କେଉଁ ଅଲିଆ ଗଦାରେ ପକାଇଦେଇଆସନ୍ତୁ ।

ବାସ୍ତ୍ରୁ ଶାସ୍ତ୍ର ଅନୁସାରେ ଘରରେ ଗୋଲ୍ କିମ୍ବା ଅଣ୍ତାକାର ଆକାରର ଦର୍ପଣ ରଖିବା ଉଚିତ୍ ନୁହେଁ , ଏମିତି ଆଇନା ଘରେ ସକରାତ୍ମକ ଉର୍ଜାକୁ ଶେଷ କରି ନକରାତ୍ମକ ମାହୋଲ୍ ବନାଇଦିଅନ୍ତି , ଏଥିପାଇଁ ହୋଇପାରେ ତ ବଜାରରୁ ସ୍କେୟାର୍ ଆକାରର ଦର୍ପଣ ଆଣିଦିଅନ୍ତୁ । ଏହା ଛଡା ଏହି କଥାକୁ ଧ୍ୟାନ ରଖନ୍ତୁ କି ଆଇନାର ଫ୍ରେମ୍ ରଙ୍ଗ ତିକ୍ଷ ହେବା ଉଚିତ୍ ନୁହେଁ , ହୋଇପାରେ ତ ନିଳ ଧଳା, କ୍ରିମ୍ ଇତ୍ୟାଦିର ଫ୍ରେମ୍ ବାଲା କାଚ ଘରେ ଲଗାଇପାରିବେ ।

Leave a Reply

Your email address will not be published. Required fields are marked *