March 17, 2025

Odia Express

Leading Odia News Portal of Odisha

ଯଦି ଆପଣଙ୍କ ହାତରେ ହୋଇଛି “H” ସାଇନ୍ ର ହସ୍ତରେଖା, ତେବେ ଜାଣନ୍ତୁ କଣ ଅଟେ ଏହାର ପ୍ରକୃତ ମତଲବ…

ହସ୍ତ ରେଖାକୁ ଦେଖି ଲକ୍ଷଣର ବର୍ଣ୍ଣନ ଓ ଭବିଷ୍ୟ କହୁଥିବା ଏକ କଳା ଅଟେ । ଯାହାକୁ ହସ୍ତରେଖା ଅଧ୍ୟୟନ ଶାସ୍ତ୍ର କୁହାଯାଏ । ଏହି କଳାର ପ୍ରୟୋଗ ବହୁତ ସାଂସ୍କୃତିକ ବିବିଧତା ସହ ଦୁନିଆଁରେ ଦେଖାଯାଏ । ଯିଏ ହସ୍ତରେଖା ପଢନ୍ତି , ତାଙ୍କୁ ଆମେ ହସ୍ତରେଖାବିଦ୍ କହିଥାଉ , ଆପଣ ଜାଣିଥିବେ କି ବହୁତ ଲୋକ ହସ୍ତରେଖା ବିଷୟରେ ଜାଣିବାକୁ ଆଗ୍ରହ ରଖନ୍ତି , ସେମାନେ ନିଜ ଜୀବନରେ ଆର୍ଥିକ , କ୍ୟାରିୟର୍ ଓ ଛୁଆଙ୍କ ସହ ଯୋଡି ହୋଇଥିବା କଥାକୁ ଜାଣିବାକୁ ଚାହଁନ୍ତି  ।ଆପଣ କେବେ ଜାଣିଛନ୍ତି ଆମର ହାତରେ ଯେଉଁ ରେଖା ଗୋଟେ ଆଉ ଗୋଟେ ରେଖାକୁ ଅତିକ୍ରମ କରିଥାଏ ତାହାକୁ ଆମ ହସ୍ତରେଖା ବିଜ୍ଞାନରେ କିଛି ନା କିଛି ମହତ୍ତ୍ୱ ବୋଲି ମନେ କରିଥାଉ , କିଛି ରେଖା ଏପରି ହୋଇଯାଏ କି ଯାହା ଏକ ନୁଆ ଶବ୍ଦ କିମ୍ବା ନମ୍ବରର ସଙ୍କେତ ଦେଇଥାଏ , ଯେପରି ଆପଣ କେବେ ଧ୍ୟାନ ଦେଇଥିବେ କି ଯେପରି କାହାର ହାତରେ X କିମ୍ବା M ପରି ଶବ୍ଦ ରହିଥାଏ ,

ଏହି ଶବ୍ଦର ଅଲଗା ଅଲଗା ମହତ୍ତ୍ୱ ହୋଇଥାଏ , ସେହି ପରି ଆଜି ଆମେ ହାତରେ ଥିବା H ଶବ୍ଦର ଅର୍ଥ କହିବାକୁ ଯାଊଛୁ । ହସ୍ତରେଖା ଅନୁସାରେ ଆପଣଙ୍କ ହାତରେ ତିନୋଟି ରେଖାର ମିଳନରେ ଏହି ଶବ୍ଦ ହୋଇଥାଏ , ଏହି ତିନୋଟି ରେଖା ଆପଣଙ୍କ ହୃଦୟ, ଭାଗ୍ୟ ଓ ମସ୍ତିଷ୍କ ସହ ଯୋଡି ହୋଇଥାଏ , କୁହାଯାଏ କି ଯଦି ଏହି ତିନୋଟି ଲାଇନ୍ ଏକାସହ ଯୋଡି ହୋଇଯାଆନ୍ତି , ତେବେଏହାର ଏକ ଶବ୍ଦ ସୃଷ୍ଟି ହୋଇଥାଏ , ଯେଉଁ ଲୋକଙ୍କର ହାତରେ ଏହି ଚିହ୍ନ ହୋଇଥାଏ ତାଙ୍କର ଭାଗ୍ୟ ତାଙ୍କ ସହ ସାଥ୍ ଦେଇଥାଏ ଖାସ୍ କରି ୪୦ ବର୍ଷ ପରେ ସେହି ବ୍ୟକ୍ତିଙ୍କୁ ବହୁତ ସାହାଯ୍ୟ ମିଲେ ,

ଏମିତିରେ ବ୍ୟକ୍ତିର ଜୀବନରେ ୪୦ ବର୍ଷ ପରେ ଏକ ଦମ୍ ବଦଳିଯାଏ , ଏହା ପୁର୍ବରୁ ସେ ବହୁତ ସଂଘର୍ଷ କରିଥାଏ , କିନ୍ତୁ ପରେ ଏହାଶେଷ ହୋଈଯାଏ । ଏହି ଲୋକଙ୍କର ଆୟରେ ବୃଦ୍ଧି ହୁଏ , ଓ ତାହା ସହ ଆର୍ଥିକ ସ୍ଥିତି ବି ଭଲ ହୋଇଯାଏ , ତାହା ସହ୍ କହିଦେବୁ କି ଏମିତି ଲୋକଙ୍କର ସ୍ୱଭାବ ବହୁତ ଭାବନାତ୍ମକ ହୋଇଥାଏ , ଏହି ଲୋକ ବିନା କିଛି ବୁଝି ଲୋକଙ୍କର ସାହାଯ୍ୟ କରିବାରେ ଭୟଭୀତ କରନ୍ତି ନାହିଁ , ସେମାନେ ଏହା ଭାବନ୍ତି ନାହିଁ କି ଏହାର ପରିଣାମ କଣ ହେବ ।ଏମାନଙ୍କ ହୃଦୟ ବହୁତ ଉଦାର ହୋଇଥାଏ ଯାହାର କାରଣରୁ ଏମାନେ ବହୁତ ଥର ଲୋକଙ୍କ ଠାରୁ ଧୋକା ପାଇଥାନ୍ତି , ଏହା କୁହାଯାଏ କି ଯେଉଁ ଲୋକଙ୍କର ହାତରେ H ଅକ୍ଷର ହୋତିହାଏ ସେମାନେ ଜୀବନରେ ବହୁତ୍ ଅସୁବିଧାର ସାମ୍ନା କରିଥାନ୍ତି , ଖାସ୍ କରି ଯେବେ ତାଙ୍କର ବିକାଶ ହୋଇଥାଏ ।

ଏବେ କଥା ହେବା ଏମାନଙ୍କ ପ୍ରେମ ଜୀବନ ଉପରେ , ଏମାନେ ନିଜ ପ୍ରିୟଜନଙ୍କ ସାହାଯ୍ୟ ପାଈଁ କୌଣସି ପରିସ୍ଥିତିକୁ ସାମ୍ନା କରିପାରନ୍ତି , ଏମାନେ ବହୁତ ସାହାସୀ ସ୍ୱଭାବର ହୋଇଥାନ୍ତି , ଏମାନଙ୍କର ସେମିତି ଭାଗ୍ୟ ସାଥ୍ ନଦେଉ କିନ୍ତୁ ସେମାନେ ନିଜ ଉପରେ କେବେ ବି ଭରସା କରିବା ଛାଡନ୍ତି ନାହିଁ  ମାନେ କହିପାରିବା କି ଏମାନେ ବହୁତ ସକରାତ୍ମକ ସ୍ୱଭାବର ହୋଇଥାନ୍ତି , ଏମାନଙ୍କ ବ୍ୟବହାର ବି କଠୋର ଓ ପରିଶ୍ରମୀର ହୋଇଥାଏ , ଏମାନେ ବୁଦ୍ଧିରେ ବହୁତ ପ୍ରଖର ସ୍ୱଭାବର ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *