ଗୁରୁବାର ଦିନ ସକାଳେ ତୁଳସୀ ଉପରେ କେବଳ ଅଳ୍ପ କିଛି କ୍ଷୀରର ଏହି ଉପାୟ କରିଦେଲେ ବହୁତ ପଇସା ଆସିବ…

ଶାସ୍ତ୍ରରେ ଅନୁଯାୟୀ ହିନ୍ଦୁଧର୍ମରେ ତୁଳସୀ ର ଗଛର ବିଶେଷ ମହତ୍ଵ ରହିଛି । ପୂଜାପାଠରୁ ଆରମ୍ଭ କରି ସବୁ ଶୁଭ କାମରେ ତୁଳସୀ ର ପ୍ରୟୋଗ କରାଯାଇଥାଏ ଓ ତୁଳସୀର ପତ୍ର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ନିମନ୍ତେ ବହୁତ ଲାଭଜନକ ହୋଇଥାଏ । ଧର୍ମଗ୍ରନ୍ଥ ଅନୁଯାୟୀ ତୁଳସୀର ଅନେକ ପ୍ରକାର ଉପାୟ କୁହାଯାଇଛି ଯଦ୍ୱାରା ସମସ୍ତ ସମସ୍ୟାର ସମାଧାନ ହୋଇପାରିବ । ଆଜି ଆମେ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହାଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ ହୋଇଯିବ ଓ ଆପଣଙ୍କ ସୌଭାଗ୍ୟ ପ୍ରାପ୍ତ ହେବ। ଆସନ୍ତୁ ଜାଣିବା ଏହିପରି କିଛି ଲକ୍ଷଭେଦୀ ଉପାୟ ।
ଯଦି ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବାର ଅଛି ତ ଆପଣ ତୁଳସୀର ଚେରକୁ ବିଧିପୂର୍ବକ ମାନେ ତୁଳସୀ ଚେରକୁ ନିମନ୍ତ୍ରଣ ଦେଇ ନିଜ ଘରକୁ ଆଣିଆସନ୍ତୁ। । ଏହାପରେ ସେହି ଚେରକୁ ଗଙ୍ଗଜଳରେ ଧୋଇ ନିଅନ୍ତୁ ଓ ତାହାର ପୂଜା କରି ଚେରକୁ ଡାହାଣ ହାତରେ ହଳଦିଆ କପଦରେ ଗୁଡେଇ ବାନ୍ଧି ଦିଅନ୍ତୁ। ପୂଜା କରିବା ସମୟରେ କୌଣସି ତୁଳସୀ ମନ୍ତ୍ରର ଜପ କରନ୍ତୁ ଭଲ ହେବ । ଏହାଦ୍ବାରା ଆପଣଙ୍କ ସମସ୍ତ ଧନ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହେବାରେ ବିଶେଷ ସଫଳତା ପ୍ରାପ୍ତ ହେବ ।
ଜଡ ଆପଣଙ୍କୁ ଅଚାନକ ଧନହାନି ହେଉଛି କିମ୍ବା ପୁଣି ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି କିମ୍ବା କୌଣସି କୁଦୃଷ୍ଟି ଆକର୍ଷିତ କରିଛି ତେବେ ତୁଳସୀର ଏକ ଛୋଟ ଉପାୟ ପ୍ରୟୋଗ କରି ଆପଣ ତାହାକୁ ଦୂର କରିପାରିବେ । ସର୍ବପ୍ରଥମେ ତୁଳସୀର ସାତଟି ପତ୍ର ଓ ସାତଟି ଗୋଲମରୀଚ ହାତରେ ନିଅନ୍ତୁ। ଏହାପରେ ଯାହାଙ୍କର ନଜର ଉତରିବାର ଅଛି , ତାଙ୍କୁ ଶୁଏଇ ଦିଅନ୍ତୁୟ ମୁଠି ବନ୍ଦ କରି ତାଙ୍କ ମଥାରୁ ପାଦ ପର୍ଯ୍ୟନ୍ତ 21ଥର ଓମ ଓମ କହି ବୁଲେଇ ଆଣନ୍ତୁ । ଏହାପରେ ଗୋଲମରୀଚକୁ ପୀଡିତଙ୍କୁ ଚୋବେଇବାକୁ ଦିଅନ୍ତୁ ଓ ତୁଳସୀ ପତ୍ରକୁ ଦଳିଦେଇ ଗିଳିଦେବାକୁ ଦିଅନ୍ତୁ । ଶେଷରେ ପ୍ରଭାବିତ ବ୍ୟକ୍ତିଙ୍କୁ ଶୁଏଇ ଦେଇ ତାଙ୍କର ପାଦର ତଳିପାକୁ କୌଣସି କପଡାରେ 7ଥର କିମ୍ବା 11ଥର ଝାଡି ଦିଅନ୍ତୁ ।
ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ ଧନ ସବୁବେଳେ ପୁରି ରହିବ ତେବେ ଆପଣ ଘରର ମୁଖ୍ୟ କବାଟର ଦୁଇପଟେ ଦୁଇଟି ତୁଳସୀ ଗଛ କୁଣ୍ଡରେ ଲଗେଇ ଦିଅନ୍ତୁ। ପ୍ରତିଦିନ ତୁଳସୀର ଭଲରୂପେ ଦେଖା ଚାହାଁ କରନ୍ତୁ। ଏହି ଉପାୟ ଦ୍ଵାରା ଆପଣଙ୍କ ଘରକୁ ଧନ ଆସିବାରେ ଲାଗିବ ଓ ପଇସାର ଅଭାବ ଶେଷ ହୋଇଯିବ ।
ଯଦି ଆପଣ ତୁଳସୀର ମାଳ ଗଳାରେ ଧାରଣ କରିବେ ତେବେ ଆପଣଙ୍କ ଉପରେ ସବୁବେଳେ ସମସ୍ତ ଦେବୀଦେବତାଙ୍କ କୃପା ପ୍ରାପ୍ତ ହେବ । ଏପରି ଲୋକଙ୍କର ଉପରେ କାହାର ଖରାପ ଦ୍ରୁଷ୍ଟି ଲାଗେ ନାହିଁ। ତାସହ ନକରାତ୍ମକ ଶକ୍ତିଙ୍କର ପ୍ରଭାବ ମଧ୍ୟ ପଡେନାହିଁ ।
କୁହାଯାଏ ଯେ ଯଦି ସକାଳେ ତୁଳସୀ ଗଛ ସମ୍ମୁଖରେ ଅଶୁଭ ସ୍ଵପ୍ନ ବୃତ୍ତାନ୍ତ କହିଦିଅନ୍ତି ତେବେ କୁଫଳ ନଷ୍ଟ ହୋଇଯାଏ । ଯଦି ଆପଣଙ୍କର କୌଣସି ଛୁଆ ବହୁତ ଜିଦଦି ଓ କାହାର ଶୁଣୁନଥିବ ତେବେ ତାକୁ ଘରର ପୂର୍ବ ଦିଗରେ ରଖାଯାଇଥିବା ତୁଳସୀ ଗଛର 3ଟି ପତ୍ର ରବିବାର ଛାଡି ପ୍ରତିଦିନ କୌଣସି ପ୍ରକାର ଖୁଆଇଦିଅନ୍ତୁ, ସନ୍ତାନର ବ୍ୟବହାର ସୁଧୁରିବାରେ ଲାଗିବ ।
ଯଦି କନ୍ୟାର ବିବାହ ହେଉନାହିଁ ତେବେ କନ୍ୟା ତୁଳସୀ ଗଛକୁ ଘରର ଦକ୍ଷିଣ-ପୂର୍ବରେ ରଖି ତାହାକୁ ନିୟମିତ ରୂପରେ ଜଳ ଅର୍ପଣ କରନ୍ତୁ । ଏହାଦ୍ବାରା ଶୀଘ୍ର ଯୋଗ୍ୟ ବର ପ୍ରାପ୍ତି ହୋଇଥାଏ । ତୁଳସୀର ଗଛ ରୋଷେଇଘର ପାଖରେ ରଖିଲେ ଘରର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରେମ ଓ ସ୍ନେହ ବୃଦ୍ଧିପାଏ ।
ଘରେ ତୁଳସୀର ଗଛ ଲଗେଇ ପ୍ରତ୍ଯେକ ଗୁରୁବାର ଦିନ ତୁଳସୀର ପୂଜା କରନ୍ତୁ ଓ ଜଳ ତର୍ପଣ କରିବା ସମୟରେ କିଛି କ୍ଷୀର ମିଶେଇ ଦିଅନ୍ତୁ ଏହାପରେ ଗାୟତ୍ରୀ ମନ୍ତ୍ରଜପ କରନ୍ତୁ । ଯଦି ଆପଣ ଏପରି କରନ୍ତି ନିୟମିତ ଭାବରେ ତେବେ କେବେ ମଧ୍ୟ ଆର୍ଥିକ ସମସ୍ୟା ଆସିବ ନାହିଁ ।
କମଲଗଟ୍ଟାର ମାଳାରେ ମା ଲକ୍ଷ୍ମୀ ଙ୍କ ମନ୍ତ୍ରର ଜପ କରନ୍ତୁ ଓ ନିୟମିତ ପୂଜା କରନ୍ତୁ ତ ଏହାଦ୍ୱାରା ଗୃହରେ ସକାରାତ୍ମକ ଶକ୍ତିର ବାସ ହୋଇଥାଏ ।