May 20, 2025

Odia Express

Leading Odia News Portal of Odisha

ସଂନ୍ଧ୍ୟା ସମୟରେ କେହି ବି ମାଗିଲେ ଦିଅନ୍ତୁ ନାହିଂ ଏହି ଜିନିଷ ନହେଲେ ହୋଇପାରନ୍ତି ବର୍ବାଦ…

ଶାସ୍ତ୍ରନୁସାରେ କୁହାଯାଏ କି ସଂନ୍ଧ୍ୟା ସମୟରେ କିଛି ଏପରି କାମ ଅଛି ଯାହା ବର୍ଜିତ କରାଯାଈଛି , ଓ ଏହାକୁ କରିଲେ ଦେବତା ରୁଷ୍ଟ ହୋଇଯାଆନ୍ତି , ଯାହାକି ଶୋଇବାରୁ ନେଇକରି ପାଠପଢା ପର୍ଯ୍ୟନ୍ତ ସାମିଲ୍ ଅଛି , ଆଜି ଆମେ ଆପଣଙ୍କୁ ସେହି କାମଗୁଡିକ ବିଷୟରେ କହିବୁ , ମାନ୍ୟତା ଅନୁସାରେ ସଂନ୍ଧ୍ୟା ସମୟରେ ଏହା କରାଯାଏ ନାହିଁ ଯଦି କରନ୍ତି ତେବେ ଘରେ ସୁଖ ଶାନ୍ତି ମାହୋଲ୍ ରହିବ , ଓ କେଉଁ ଛୋଟ ଛୋଟ କିମ୍ବା ବଡ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ , ଏମିତି କିଛି ପରମ୍ପରା ଅଛି ଯାହା ବହୁତ ଯୁଗରୁ ଚାଲି ଆସୁଛି , ଆଜି ଆମେ ସେହି ବିଷୟରେ କହିବାକୁ ଯାଉଛୁ ।

୧) ଯଦି ଆପଣ ସବୁଦିନ ସଂନ୍ଧ୍ୟାରେ ତୁଳସୀ ମାଙ୍କ ପୁଜା କରୁଛନ୍ତି ତେବେ ତୁଳସୀଙ୍କ ପାଖରେ ଦୀପ ଲଗାନ୍ତୁ କିନ୍ତୁ ଧ୍ୟାନ ରଖନ୍ତୁ କି ସଂନ୍ଧ୍ୟା ସମୟରେ ତୁଳସୀଙ୍କ ନିକଟରେ ଜଳ ଅର୍ପଣ କରିବେ ନାହିଁ , ନା ହିଁ ପତ୍ର ଛିଡେଇବାର ଅଛି ଏମିତି କଲେ ସୁଖ ସମୃଦ୍ଧି ଚାଲିଯାଏ ,

୨) ଆପଣ ସବୁବେଳେ ଧ୍ୟାନ ରଖନ୍ତୁ କି ସଂନ୍ଧ୍ୟା ସମୟରେ ଝାଡୁ ଲଗାଇବେ ନାହିଂ , ଏମିତି କରିଲେ ସକରାତ୍ମକ ଉର୍ଜା ବାହାରକୁ ଚାଲିଯାଏ , ଓ ଘରେ ଦାରିଦ୍ରତା ବାସ କରିଥାଏ , ଏଥିପାଇଁ ସଂନ୍ଧ୍ୟା ସମୟରେ ଘର ସଫା କରିନେବା ଉଚିତ୍ ।

୩) ମାନାଯାଇଛି କି ସଂନ୍ଧ୍ୟା ସମୟରେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ , ଓ ଯେଉଁ ଲୋକ ସଂନ୍ଧ୍ୟାର ସମୟରେ ଶୋଇଥାନ୍ତି , ସେମାନେ ମୋଟାପାର ଶିକାର ହୁଅନ୍ତି , ଯେଉଁ ଲୋକ ରୋଗାଗ୍ରସ୍ତ ଅଛନ୍ତି , କିମ୍ବା ବୟସ୍କ ଅଛନ୍ତି , ଯେଉଁ ସ୍ତ୍ତୀ ଗର୍ଭବତୀ ଅଛନ୍ତି , ସେମାନେ ସଂନ୍ଧ୍ୟାରେ ଶୋଇପାରିବେ , ସୁସ୍ଥ୍ୟ ଲୋକ ଶୋଇବ୍ ଉଚିତ୍ ନୁହେଁ , ଏହା ଦ୍ୱାରା ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।

୪) ଗୋଟିଏ ପୁରୁଣା ପରମ୍ପରା ଅନୁସାରେ ସଂନ୍ଧ୍ୟା ସମୟରେ ଭୁଲ୍ ରେ ବି କାଃଆକୁ ନିଜ ଘରର ଦହି ଓ ପିଆଜ ଦେବେ ନାହିଁ ମାନ୍ୟତା ଅଛି କି ଏପରି କଲେ ଧୀରେ ଧୀରେ ସୁଖ ସମୃଦ୍ଧି ଶେଷ ହୋଇଯାଏ , ଓ ଅନ୍ୟ ପଟେ ବୈଜ୍ଞାନିକମାଣେ ଏହି ଜିନିଷର ରାତିରେ ଦେବାକ୍ ମନା କରିଛନ୍ତି , କାରଣ ଏହାକୁ ଖାଇଲେ ବହୁତ ପ୍ରକାରର ରୋଗକୁ ଆମନ୍ତ୍ରଣ କରିଥାଏ ।

Leave a Reply

Your email address will not be published. Required fields are marked *