୧୩ ଫେବୃୟାରୀ ୨୦୨୦ ଗୁରୁବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ସୁର୍ଯ୍ୟ କରୁଛନ୍ତି ମକର ଓ କୁମ୍ଭ ରାଶିରେ ପ୍ରବେଶ , ଏହି ୪ ଟି ରାଶିର ଖୋଲିବ ଭାଗ୍ୟ ଓ ମନୋବଳର ହେବ ବୃଦ୍ଧି

ମେଷ ରାଶି : ଆଜି ନିଜ କାର୍ଯ୍ୟକୁ ନେଇ ସାଙ୍ଗ ଓ ବନ୍ଧୁଙ୍କ ସାହାଯ୍ୟ ଲୋଡିବେ , ଇଚ୍ଛା ଓ ମହତ୍ତ୍ୱକାଂକ୍ଷାର ପୁର୍ତ୍ତି ହେବ , ଆପଣଙ୍କ ବାହାନ ପ୍ରାପ୍ତି ହୋଇପାରେ , ଆପଣ ସବୁ କାର୍ଯ୍ୟରେ ସଫଳ ହେବେ , ଆଜି କେଉଁ ଅନୁଭବି ଙ୍କ ରାୟ ନେବା ଫାଈଦା ଯୋଗାଇବ , ଉତ୍ସାହ ଓ ପ୍ରସନ୍ନତା ଦ୍ୱାରା ସବୁ କାମ କରିବେ , ବିଜନେସ୍ କିମ୍ବା ଚାକିରିରେ ଅଧିକା କାମ ରହିବ, ଅଧିକା ସମୟ ଯାଏଁ କାମ କରିବେ , ନୁଆ ବ୍ୟକ୍ତିଙ୍କୁ ସାକ୍ଷାତ କରିବାର ଯୋଗ ଅଛି ।
ବୃଷ ରାଶି : ଆଜି ବିପଦପୁର୍ଣ୍ଣ ଜାମିନ୍ କାର୍ଯ୍ୟକୁ ଟାଳନ୍ତୁ , ଚେଷ୍ଟ୍ କରୁଥିବା ଲୋକଙ୍କର କେବେ ହାର୍ ହୁଏ ନାହିଁ , ଯଦି ମନ ଲଗାଇ ପ୍ରୟାସ କରିବେ , ନିଜ ପ୍ରିୟଜନଙ୍କ ସହ କିଛି ସ୍ମୃତିମୟ ସମୟର ଆନନ୍ଦ ନେବେ , ଯଦି କିଛି ସମସ୍ୟା ଅହି ତେବେ ଶାନ୍ତିରେ କଥାବାର୍ତ୍ତା କରନ୍ତୁ , ଆଘାତରୁ ଶାରରୀକ ହାନି ହେବାର ଆଶଙ୍କା ଅଛି , କେଉଁ କାମ କିମ୍ବା ଦାୟିତ୍ୱ ନିଜ ମୁଣ୍ତରେ ନେବା ଦ୍ୱାରା ଚିନ୍ତା ବଢିପାରେ , ଲେଣଦେଣରେ ବ୍ୟସ୍ତତା ରଖନ୍ତୁ ନାହିଁ ।
ମିଥୁନ ରାଶି : ଆଜି ସଂବନ୍ଧି ଆପଣଙ୍କ ଉଦାର ଭାବନାର ଭୁଲ୍ ଫାଇଦା ଉଠାଇବାର ଚେଷ୍ଟା କରିବେ , ଆପଣଙ୍କୁ ସଂମ୍ପତ୍ତି ମାମଲାରେ ପରିବାରର ସଂବନ୍ଧରେ ନଜର ରଖିବାର ଅଛି । ଯିଏ ଚିନ୍ତାରେ ଆସିପାରିବେ , ନିଜ କଥାବାର୍ତ୍ତାରେ ଆଲୋଚନାର୍ ବିଷୟ କରନ୍ତୁ ନାହିଁ , ଧାର୍ମିକ କାର୍ଯ୍ୟରେ ବ୍ୟୟ ହୋଇପାରେ , ପୁଜା ପାଠରେ ମନ ଲାଗିବ , ନିଜ ବିଚାରକୁ ବିଗାଡିକରି ଅଯଥା ଫସିପାରନ୍ତି , କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଭଲ ସଫଳତା ମିଳିବ , ନିଜ ଉର୍ଜା ଆପଣ ବହୁତ କିଛି ହାସିଲ୍ କରିପାରିବେ ।
କର୍କଟ ରାଶି : ଆପଣଙ୍କ ଦାମ୍ପତ୍ୟ ଜୀବନରେ ନିକଟତା ଓ ମଧୁରତା ରହିବ , ନିଜ ଛୁଆଙ୍କ ପ୍ରଦର୍ଶନକୁ ନେଇ ମନରେ ଗର୍ବ ଓ ଖୁସିର ଭାବନା ଆସିବ, ପାର୍ଟି କିମ୍ବା ପିକନିକ୍ ରେ ଆନନ୍ଦ ମିଳିବ , ସମାଜସେବା ପ୍ରେରଣା ପ୍ରାପ୍ତି କରିବେ , ଯେଉଁ ଲୋକ ଖାସ୍ ଅଛନ୍ତି , ସେମିତି ଟିକିଏ ନାରାଜ୍ ହୋଇପାରନ୍ତି , ଘର ବାହାର ପଚାରାଉଚୁରା କରିବେ , ନିଜକୁ ଫିଟ୍ ରଖିବାପାଇଁ ଆପଣଙ୍କୁ ବାୟ୍ୟାମ୍ କରିବାକୁ ହେବ ।
ସିଂହ ରାଶି : ଆଜି ବୁଡିଯାଇଥିବା ଧନ ରାଶି ପ୍ରାପ୍ତ କରିବେ , ଆପଣଙ୍କୁ ବଡ ଧନଲାଭ ହେବାର ସଂମ୍ଭାବନା ଅଛି , ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବ , ଓ ଏକେଲା କାମ କରି ଲମ୍ବିତ କାର୍ଯ୍ୟ ସଫଳତା ପୁର୍ବକ ପୁରା କରିବେ , ଆପଣ କେଉଁ ବଡ ଦାୟିତ୍ୱରୁ ମୁକ୍ତ ହୋଇପାରନ୍ତି , ରୋଜଗାରରୁ ବୃଦ୍ଧି ହେବ , କିଛି ଅଦରକାରୀ କଥା ଓ ଘଟଣା ଆପଣଙ୍କୁ ଚିନ୍ତିତ କରିପାରେ , ସେୟାର ମାର୍କେଟ୍ ରେ ମ୍ୟୁଚୁଆଲ୍ ଫଣ୍ତ ଆଦିରେ ଫାଇଦାରେ ରହିବେ ।
କନ୍ୟା ରାଶି : ବ୍ୟକ୍ତିଗତ୍ ମାର୍ଗଦର୍ଶନ ଆପଣଙ୍କ ସଂମ୍ପର୍କରେ ସୁଧାର ଆଣିବ , ଆପଣଙ୍କ ପରିବାରିକ ଜୀବନରେ ଆରାମଦାୟକ ପରିବେଶ ମିଳିବ , ସାମାଜିକ ରୁପରେ ଅଧିକା ଲୋକପ୍ରିୟତା ହାସିଲ୍ କରିବେ , କାହାର ଉକସାଇବାରେ ପ୍ରଲୋଭିତ ହୁଅନ୍ତୁ ନାହିଁ , ବେପାର ବ୍ୟବସାୟରେ ଭଲ ଚାଲିବ , ଚାକିରିରେ କାର୍ଯ୍ୟଭାର ବଢିବ , ଆସୁଥିବା ସମୟ ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ , ସଂନ୍ଧ୍ୟାରେ ପ୍ରେମୀ ଓ ଜୀବନସାଥୀଙ୍କ ଯୁକ୍ତି ହୋଇପାରେ ।
ତୁଳା ରାଶି : ସମାଜରେ ଯଶ ଓ କିର୍ତ୍ତିରେ ବୃଦ୍ଧି ହେବ , ନିଜ ଚିଡଚିଡା ବ୍ୟବହାରରେ ନିୟନ୍ତ୍ରଣ ରଖନ୍ତୁ , ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୁର୍ଣ୍ଣ ଓ ଖୁସିମୟ ରହିବ , ଚାକିରିରେ ପ୍ରମୋଶନ ମିଳିପାରେ , ସେୟାର ମାର୍କେଟ୍ ଆଦିରେ ଲାଭ ହୋଇପାରେ , ଭାଗ୍ୟର ସାଥ୍ ମିଳିବ , କେଉଁ ମିତ୍ରଙ୍କ ଉଧାର ଦେଇଥିବା ଧନ ପୁଣି ଫେରିପାରିବେ , ଦରକାରରୁ ଅଧିକା ପଇସା ଖର୍ଚ୍ଚ କରନ୍ତୁ ନାହିଁ , ଆକ୍ରମକ ହେବାର ଦ୍ୱାରା ମାମଲା ବିଗାଡିପାରେ , ଜୀବନସାଥୀଙ୍କ ସହ ବୁଲିବାର ପ୍ଲାନିଙ୍ଗ୍ କରିବେ ।
ବିଛା ରାଶି : ବେପାରରେ ଲାଭ ହେବ , ଛୁଆ ଓ ବୟସକ ନିଜରୁ ଆପଣଙ୍କୁ ଅଧିକା ସମୟ ମାଗିବେ , ଅଲଗା ଲୋକଙ୍କୁ ସାହାର୍ଯ୍ୟ କରିବେ , ଏହାପାଇଁ ବହୁତ ମାନସମ୍ମାନ ମିଳିବ , ନୁଆ କାର୍ଯ୍ୟରେ ସଫଳତା ମିଳିବ , ଭୁଲି ଯାଇଥିବା ବନ୍ଧୁଙ୍କୁ ସାକ୍ଷାତ କରିବେ , ଆଜି ପ୍ରାୟ ସବୁ ଜିନିଷକୁ ଗମ୍ଭୀରତା ସହ ନେବେ , ଉତ୍ସାହବର୍ଦ୍ଧକ ସୁଚନା ପ୍ରାପ୍ତି ହେବ , ବଡ ବୟସ୍କ ଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।
ଧନୁ ରାଶି : ଆଜି ଆପଣଙ୍କ ଜୀବନରେ ସବୁ ପ୍ରକାରର କୁ ଶକ୍ତିର ନାଶ ହେବ , ଧନର ବାଧା କାରଣରୁ ବିତ୍ତିୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ , ପାରିବାରିକ ଜୀବନ ଆନନ୍ଦଦାୟକ ରହିବ , ଆପଣଙ୍କୁ ସଫଳ ହେବାରେ କେହି ଅଟକାଇପାରିବେ ନାହିଁ , କମ୍ କଥାବାର୍ତ୍ତା କରନ୍ତୁ , ଓ ନିଜର ରହସ୍ୟକୁ ପର୍ଦାଫାଶ କରନ୍ତୁ ନାହିଁ ,ଫାଲତୁ ବିବାଦରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ , କାର୍ଯ୍ୟସିଦ୍ଧି ହେବ , ପ୍ରଥମ ପରିଶ୍ରମର ଫଳ ମିଳିବ ।
ମକର ରାଶି : ଆପଣଙ୍କୁ ଆଜି ଭାରି ଧନଲାଭ ହେବାର ସଂମ୍ଭାବନା ଅଛି , ଭାଇ ଭଉଣୀଙ୍କ ବିବାଦ କାରଣରୁ ଅସ୍ଥିରତା ଆସିପାରେ ,ପ୍ରେମ ସଂବନ୍ଧରେ ଯଥାବତ ରହିବେ , ନୁଆ ଘର କିମ୍ବା ଗାଡି କିଣାରେ ମନ ଲାଗିବ , ବ୍ୟସ୍ତତାକୁ ନେଇ ଥକା କିମ୍ବା ଦୂର୍ବଳତ ଅନୁଭବ କରିପାରନ୍ତି , କେଉଁ ଦାୟିତ୍ୱରୁ ପିଛା ଛାଡିବାପାଇଁ ଚେଷ୍ଟା କରିପାରନ୍ତି , କିନ୍ତୁ ଏହା ଠିକ୍ ନୁହେଁ , ବେପାର ବୈବସାୟ ଠିକ୍ ଚାଲିବ , ବିଜନେସ୍ ର କାରଣରୁ ଯାତ୍ରା କରିପାରନ୍ତି , ଆପଣଙ୍କ ଯାତ୍ରା ସଫଳ ଓ ଲାଭଦାୟକ ହୋଇପାରେ ।
କୁମ୍ଭ ରାଶି : ଆପଣଙ୍କୁ ଆଜି ନୁଆ ଶକ୍ତିର ଅନୁଭବ ହେବ , ନୁଆ ପରିଯୋଜନା ଗତିଶୀଳ୍ ହୋଇପାରେ , ନିଜ ପରିଶ୍ରମ ଆର୍ଥିକ ପରିଣାମ ଜାଣିବାରେ ଭୁଲ୍ କରନ୍ତୁ ନାହିଁ , ଭାଇ ବନ୍ଧୁଙ୍କ ସହ ଖୁବ୍ ଭଲ ସଂବନ୍ଧ କରିବେ , ମନ୍ଦିରରେ ଫଳ ଦାନ କରନ୍ତୁ , ଆପଣଙ୍କ ପ୍ରୟାସ ସଫଳ ହେବ , ବେରୋଜଗାରି ପ୍ରୟାସ ସଫଳ ହେବ , ନୁଆ କାମ ମିଳିପାରିବ , ମହତ୍ତ୍ୱକାଂକ୍ଷା ପୁରା ନହେବା ଦ୍ୱାରା ଦୂଃଖି ହୋଇପାରନ୍ତି , ଟେକନିକ୍ କ୍ଷେତ୍ରରେ ଯୋଡି ହୋଇଥିବା ଛାତ୍ରଙ୍କ୍ ପାଇଁ ଦିନ ଭଲ ରହିବ ।
ମୀନ ରାଶି : ଆଜି ପାର୍ଟି କିମ୍ବା ପିକନିକ୍ ର ଯୋଜନା କରିପାରନ୍ତି , ଯଦି ଆପଣ ଆୟରେ ବୃଦ୍ଧି ସ୍ରୋତ ଖୋଜୁଛନ୍ତି , ତେବେ ସୁରକ୍ଷିତ ଆର୍ଥିକ ପରିଯୋଜନାରେ ନିବେଶ କରନ୍ତୁ , କୋର୍ଟକଚେରି ମାମଲାରେ ଆପଣଙ୍କୁ ଖୁସି ଦେଇପାରେ, ପୁରୁଣା ଶତୁ ବନ୍ଧୁ ହୋଇପାରନ୍ତି , ଲୋକଙ୍କ ଦୁର୍ବଳତ ବାହାର କରିବାରେ ଆପଣ ପ୍ରଥମେ ଜାଣିନିଅନ୍ତୁ , ପ୍ରସନ୍ନତା ରହିବ , ପରିବାର ଲୋକଙ୍କ କିଛି ମାମଲା କାରଣରୁ ଧ୍ୟାନ ହଟିପାରେ ।