November 4, 2024

Odia Express

Leading Odia News Portal of Odisha

ମରିବା ପୁର୍ବରୁ ଅମିତାଭ ବଚ୍ଚନ ବାଣ୍ଟି ଦେଲେ ନିଜର ସଂମ୍ପତ୍ତି , ଦୁଇ ଭାଗରେ ବଣ୍ଟା ହେଲା ଶେହନଶାହଙ୍କ ଜଲସା – ଦେଖନ୍ତୁ ତାପରେ କଣ କହିଲେ ସେ…

ବଲିଉଡ୍ ର ସବୁଠାରୁ ସଂସ୍କାରୀ ପରିବାର ଅମିତାଭ ବଚ୍ଚନଙ୍କର ମାନାଯାଏ , ଅମିତାଭ ବଚ୍ଚନ ସବୁବେଳେ ଚେଷ୍ଟା କରନ୍ତି କି ସେ ନିଜ ପରିବାରଙ୍କୁ ମିଡିଆରୁ ଦୁରେଇ ରଖିବେ , ଅମିତ୍ ଜୀ କେଉଁ ବି ବିବାଦରେ ପଡିବାରୁ ବଞ୍ଚନ୍ତି , ଏଥିପାଇଁ ସେ କେଉଁ ମୁଦ୍ଧାରେ କହିବାରେ ବଞ୍ଚନ୍ତି । ସେ ଚାହଁନ୍ତି ନାହିଁ କି ସେ କେଉଁ ମୁଦ୍ଧା ଉପରେ କହି ଚର୍ଚ୍ଚିତ ହେବେ , ଅମିତ୍ ଜୀ ନିଜ ପରିବାରକୁ ନେଇକରି ବଡ ସଜାଗ ରୁହନ୍ତି , ଆମେ ଆପଣଙ୍କୁ କହିଦେବୁ କି ଅମିତ୍ ଜୀଙ୍କ ଏକ ପୁଅ ଅଭିଷେକ ଓ ଏକ ଝିଅ ଶ୍ୱେତା ଅଛନ୍ତି , ଦୁହେଁ ବିବାହ କରିସାରିଛନ୍ତି , ଅମିତ୍ ଜୀ ନିଜ ଝିଅର୍ ସଂମ୍ପର୍କ କପୁର୍ ଖାନଦାନ୍ ସହ ଯୋଡିଛନ୍ତି , ସେ ଶ୍ୱେତାଙ୍କ ବିବାହ ନିଖିଲ ନନ୍ଦା ଙ୍କ ସହ କରିଛନ୍ତି

ଶ୍ୱେତାଙ୍କ ଦୁଇଟି ଛୁଆ ଅଛନ୍ତି , ଗୋଟେ ପୁଅ ଅଗସ୍ତ୍ୟା , ଓ ଝିଅ ନାବ୍ୟା ନନ୍ଦା ଅଟନ୍ତି , ସେମିତି ଅଭିଷେକ ଯିଏକି ବଲିଉଡ୍ ଅଭିନେତା ଅଟନ୍ତି , ସେ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଛନ୍ତି , ଅଭିଷେକଙ୍କ ଝିଅ ଆରାଧ୍ୟା ଅଟନ୍ତି , ଯାହାଙ୍କ ସହ ଅମିତାଭ ବହୁତ ଫଟୋ ନେଇକରି ସୋସିଆଲ୍ ମିଡିଆରେ ଆସିବା ଦିନରୁ ସେୟାର୍ କରିଥାନ୍ତି । ଖବରର ମୁତାବିକ ଐଶ୍ୱର୍ଯ୍ୟା ରାୟ ଓ ତାଙ୍କର ନଣନ୍ଦ ଶ୍ୱେତା ନନ୍ଦା ପରସ୍ପର ପଟନ୍ତି ନାହିଁ , ଏବେ କିଛି ଦିନ ପୁର୍ବରୁ ବଲିଉଡ୍ ଇଣ୍ତଷ୍ଟ୍ରିରେ ଏହି କଥାକୁ ନେଇକରି ଚର୍ଚ୍ଚା ହେଉଛି , ଅଭିଷେକ ନିଜ ବାପାଙ୍କୁ ଛାଡିକରି ନିଜ ନୁଆ ଘର ଆପାର୍ଟମେଣ୍ଟରେ ସିଫ୍ଟ ହୋଇଯାଇଛନ୍ତି , କିନ୍ତୁ ଏବେ ପର୍ଯ୍ୟନ୍ତ ଏମିତି କିଛି ହୋଇନି ଆଜି ବି  ସେ ନିଜ ବାପାଙ୍କ ସହ ଜଲସାରେ ରହୁଛନ୍ତି , ଆମେ ଆପଣଙ୍କୁ କହିଦେବୁ କି ମୁମ୍ବାଈରେ ଅମିତାଭ ବଚ୍ଚନଙ୍କ ପ୍ରତିକ୍ଷା ଓ ଜଲସା ନାଁରେ ଦୁଇଟି ବଙ୍ଗଳା ଅଛି , ଅମିତାଭ ପୁରା ପରିବାର ସହ ଜଲସାରେ ରୁହନ୍ତି

ଏବେ ଅମିତାଭ ବଚ୍ଚନ ନିଜ ସଂମ୍ପତ୍ତିକୁ ନେଇ ଭାଗ ବାଣ୍ଟୀଦେଇଥିଲେ , ଅମିତାଭ ବଚ୍ଚନ ଜେଣ୍ଟର ଇକ୍ୱାଲିଟି କଥା କରିଥାନ୍ତି , ଏଥିପାଇଁ ସେ ନିଜ ପୁଅ ଓ ଝିଅ ମଧ୍ୟରେ ବରାବର ସଂମ୍ପତ୍ତି ବାଣ୍ଟୀ ଦେଇଛନ୍ତି , ଅମିତ୍ ଜୀ ନିଜ ସଂମ୍ପତ୍ତି ଦୁହେଁ ଭାଗରେ ବାଣ୍ଟିବାକୁ ନେଇ କହିଲେ କି ଯେଉଁ ଭଳି ମୋର୍ ସଂମ୍ପତ୍ତିରେ ଅଭିଷେକର ଭାଗ ଅଛି ଠିକ୍ ସେହି ପରି ମୋର ଝିଅ ଶ୍ୱେତାର ବି ହକ୍ ଅଛି , ଏଥିପାଇଁ ମୋର ସଂମ୍ପତ୍ତି ମୋର ଦୁଇ ଛୁଆଙ୍କୁ ସମାନ ଭାବେ ବାଣ୍ଟୀ ଦେଇଛି । ଯଦି ବଚ୍ଚନ ପରିବାର କଥା ଜଣାଯାଏ ତେବେ ବଚ୍ଚନ ପରିବାର ବୋହୁ଼ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ବଚ୍ଚନ ପରିବାର ଝିଅ ଶ୍ୱେତା ନନ୍ଦା ମଧ୍ୟରେ କିଛି ଠିକ୍ ଚାଲୁନାହିଁ , ଅର୍ଥାତ୍ ଦୁହେଁ ଙ୍କ ମଧ୍ୟରେ କେଉଁ କଥାକୁ ନେଇ ମତଭେଦ ହୋଇଛି , ଯାହାର କାରଣରୁ ଦୁହେଁ କଥାବାର୍ତ୍ତା ବି କରୁନାହାନ୍ତି ,

ଏହି କଥାର ପ୍ରମାଣ ଏବେ ଫରାହ ଖାନ୍ ନିଜ ଜନ୍ମଦିନ ଅବସରରେ ଏକ ପାର୍ଟି ରଖିଥିଲେ,  ଏହି ପାର୍ଟିରେ ଶ୍ୱେତା ଅଭିଷେକ ବଚ୍ଚନ ଓ ନାବ୍ୟା ନଜର ଆସିଥିଲେ,କିନ୍ତୁ ଐଶ୍ୱର୍ଯ୍ୟା ରାୟ ନଜର ଆସିନଥିଲେ,  ଏହା ଛଡା ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବିବାହରେ ବି ସେମାନେ ଦୁହେଁ ପରସ୍ପରକୁ ନ ଦେଖିଲା ପରି ଦେଖାଯାଇଥିଲା,  ଏହା ଛଡା ଶ୍ୱେତା ନିଜ ଝିଆରି ଆରାଧ୍ୟା ବଚ୍ଚନଙ୍କ ୬ତମ ଜନ୍ମଦିନ ପାର୍ଟିରେ ବି ଆସିନଥିଲେ, ନଣନ୍ଦ ଓ ଭାଉଜଙ୍କ ଏହି ବ୍ୟବହାର ଦେଖି ଲାଗୁଛି କି ଦୁହେଁଙ୍କ ମଧ୍ୟରେ କେଉଁ ବଡ କଥାକୁ ନେଇ ମତାନ୍ତର ହୋଇଛି ।

Leave a Reply

Your email address will not be published. Required fields are marked *