January 24, 2025

Odia Express

Leading Odia News Portal of Odisha

ବଲିଉଡ୍ ରେ ଏହି ଲୋକପ୍ରିୟ ଅଭିନେତାଙ୍କ ହେଲା ମୃତ୍ୟୁ , ଅମିତାଭ ବଚ୍ଚନଙ୍କ ଥିଲେ ବହୁତ ଘନିଷ୍ଠ…

ଏହି ବର୍ଷ ଫିଲ୍ମ ଜଗତ ପାଇଁ କିଛି ଖାସ୍ ସମୟ ନୁହେଁ , କାରଣ ଏବେ ବର୍ଷର ଆରମ୍ଭରୁ କେଉଁ ନା କେଉଁ କଳାକାରଙ୍କ ମୃତ୍ୟୁର ଖବର ଆସୁଛି , ଆପଣଙ୍କୁ କହିଦେବୁ କି ବଲିଉଡ୍ ଓ ପଲିଉଡ୍ ଫିଲ୍ମ ରେ ଭଲ ଅଭିନୟ କରିଥିବା ହରମେଲ୍ ପନ୍ନୁ ଗତ ରାତିରେ ନିଧନ ହୋଇଗଲା,  ଯେଉଁ ସମୟରେ ସେ ସହରର ଏକ୍ ଘରେ ଥିଲେ,  ସୁଚନା ମୁତାବିକ ହରମେଲ୍ ପନ୍ନୁ ମହାନଗର ଲୁଧିଆନା ଗୁରୁନାନପୁରାରେ ରହୁଥିଲେ ।

ଆପଣଙ୍କୁ କହିଦେବୁ କି ପନ୍ନୁଙ୍କ ବୟସ ୭୦ ବର୍ଷର ହୋଇଯାଇଥିଲା, ଓ ସେ ବହୁତ ମାସ ହେଲା ରୋଗାଗ୍ରସ୍ତ ଥିଲେ,  କହିଦେବୁ କି ତାଙ୍କର ଅନ୍ତିମ ସଂସ୍କାର ସିଭିଲ୍ ଲାଇନ୍ସ ସ୍ଥିତ ଶ୍ମଶାନ ଘାଟରେ ଦ୍ୱିପହର ସମୟ କରାଯାଇଥିଲା , ପ୍ରାଅ ଦେଢ ଦଶକ ପୁର୍ବରୁ ଫିଲ୍ମ ପର୍ଦାରେ ସକ୍ରିୟ ଥିଲେ,  ସୁଚନା ମୁତାବିକ ସେ ବଲିଉଡ୍ କଳାକାର ଅମିତାଭ ବଚ୍ଚନଙ୍କ ସହ୍ କାମ କରିଥିଲେ,  ଶତ୍ରୁଘ୍ନ ସିହ୍ନାଙ୍କ ଛଡା ବହୁତ ଅଭିନେତଙ୍କ ସହ କାମ କରିଥିଲେ,  ଅଧିକାଂଶ ପଞ୍ଜାବୀ ଫିଲ୍ମରେ ସେ ଖଳନାୟକ ଭୁମିକା ନିଭାଇଥାନ୍ତି ,

ପନ୍ନୁ ବଲିଉଡ୍ ରେ ମହାନ୍ ଅଭିନେତାଙ୍କ ସହ କାମ କରିଛନ୍ତି , ସେ ଅମିତାହ ବଚ୍ଚନ ଶତ୍ରୁଘ୍ନ ସିହ୍ନାଙ୍କ ସହ ବହୁତ ଦିଗଜ୍ କଳାକାରଙ୍କ ସହ ଚର୍ଚିତ ରହିଥିଲେ,  ଅଧିକାଂଶ ଫିଲ୍ମରେ ସେ ଖଳନାୟକ ଭୁମିକାରେ ନଜର ଆସୁଥିଲେ,  କହିଦେବୁ କି ପନୁ ପରିବାରର ବୟସ୍କ ମା ବାପା ଓ ଛୋଟ ଭାଇ ଅଛନ୍ତି ।

Leave a Reply

Your email address will not be published. Required fields are marked *