May 20, 2025

Odia Express

Leading Odia News Portal of Odisha

ଐଶ୍ୱର୍ଯ୍ୟାରୁ ଅଧିକା ସୁନ୍ଦର ଅଟନ୍ତି ତାଙ୍କର ଭାଉଜ, ଫଟୋ ଦେଖିକରି ଆଖି ଖୋଲା ହୋଇଯିବ…ଏବେ ଦେଖିନିୟନ୍ତୁ

ଆଜି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଜି କେଉଁ ପରିଚୟର ଆବଶ୍ୟକତା ପଡୁନି । କାରଣ ଆଜି ବୋଧେ ଏମିତି କେହି ବ୍ୟକ୍ତି ନଥିବ ଯିଏ ତାଙ୍କ ବିଷୟରେ ଜାଣିନଥିବେ । ନିଜର ସୁନ୍ଦରତା ଓ ଦମଦାର୍ ଅଭିନୟ ବଳରେ ସେ ଦର୍ଶକଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି , ସେ ନିଜ ଅଭିନୟ ବଳରେ ଆଜି କୋଟିଏ ଉପରେ ଫ୍ୟାନ୍ସଙ୍କ ହୃଦୟକୁ ଜିଣିପାରିଛନ୍ତି , ତାଙ୍କର ବଲିଉଡ୍ ରେ କ୍ୟାରିୟର ବହୁତ ଶାନଦାର୍ ରହିଥିଲା , ଓ ଭାରତରେ ପପୁଲାର୍ ଓ ହାଇପ୍ରୋଫାଇଲ୍ ସେଲିବ୍ରେଟି ଭାବେ ସ୍ଥାନ ପାଇଥିଲେ । ସେ ବହୁତ ପୁରସ୍କାର ଦ୍ୱାରା ସମ୍ମାନିତ ହୋଇଛନ୍ତି , ସେ ୨ଥର ଫିଲ୍ମଫେୟାର୍ ପୁରସ୍କାର ପାଇଛନ୍ତି , ସେ ଭାରତ ସରକାରଙ୍କ ତରଫରୁ ୨୦୦୯ ରେ ପଦ୍ମଶ୍ରୀ, ଓ ୨୦୧୨ ରେ ଫ୍ରାନ୍ସ ସରକାରଙ୍କ ତରଫରୁ ଓରଡ୍ରେ ଡେସ୍ ଆର୍ଟ୍ସ ଆଟ୍ ଡେସ୍ ଲେଟ୍ରେସ୍  ଦ୍ୱାରା ସମ୍ମାନିତ ହୋଇଛନ୍ତି

ସେଥିପାଇଁ ସେ ଦୁନିଆଁର ସବୁଠାରୁ ସୁନ୍ଦର ମହିଳା ଭାବେ ଜଣାଯାଆନ୍ତି , ଆପଣଙ୍କୁ କହିଦେବୁ କି ଆଜି ଐଶ୍ୱର୍ଯ୍ୟା ରାୟ ଆଜି ଯେଉଁ ସଫଳତା ପାଇଛନ୍ତି , ସେଠାରେ ପହଞ୍ଚିବାପାଇଁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥିଲା , ଐଶ୍ୱର୍ଯ୍ୟା ରାୟ ବଲିଉଡ୍ ରେ ୫୦ ରୁ ଅଧିକା ଫିଲ୍ମରେ କାମ କରିସାରିଛନ୍ତି , ଐଶ୍ୱର୍ଯ୍ୟାଙ୍କ ନାଁ ସଲମାନ ଓ ବିବେକ ଓବରାୟଙ୍କ ସହ ଯୋଡି ହୋଇଥିଲା,  କିନ୍ତୁ ପରିଶେଷରେ ସେ ଜୁନିୟର ବଚ୍ଚନ ମାନେ ଅଭିଷେକ ବଚ୍ଚନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ , ଏବେ ଅଭିଷେକ ଓ ଐଶ୍ୱର୍ଯ୍ୟା ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି , ତାଙ୍କର ଏକ ସୁନ୍ଦର ଝିଅ ବି ଅଛି ଯାହାଙ୍କ ନାଁ ଆରାଧ୍ୟା ବଚ୍ଚନ ଅଟେ

ସେ ଆସିବା ଦିନରୁ ନିଜ ଝିଅ ସହ ବହୁତ ଗୁଡିଏ ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି , ଐଶ୍ୱର୍ଯ୍ୟା ଓ ବଚ୍ଚନ ଫ୍ୟାମିଲି ବିଷୟରେ ସମସ୍ତେ ଜାଣିଛନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ବାପଘର ବିଷୟରେ କହିବାକୁ ଯାଉଛୁ , ଯାହାଙ୍କ ବିଷୟରେ ଆପଣ ବୋଧେ କେବେ ଜାଣିନଥିବେ । ବଲିଉଡ୍ ସେଲିବ୍ରେଟି ନିଜ ଜୀବନରେ ଏତେ ବ୍ୟସ୍ତ ରୁହନ୍ତି କି ଯାହାର କାରଣରୁ ତାଙ୍କୁ ଏମିତି କମ୍ ଅବସର ଦେଖିବାକୁ ମିଳେ , ଯେବେ ସେ ସଂମ୍ପର୍କିୟଙ୍କ ସହ ଦେଖାଯାଆନ୍ତି , ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯଦି ପରିବାର କଥା କହିବା ତେବେ ତାଙ୍କ ଫ୍ୟାମିଲିରେ ମା ବାପାଙ୍କ ଛଡା ତାଙ୍କ ଭାଇ ଭାଉଜ ଅଛନ୍ତି , ତାଙ୍କର୍ ଦୁଇଟି ଛୁଆ ବି ଅଛନ୍ତି , ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଭାଇ ଙ୍କ ନାଁ ଆଦିତ୍ୟ ରାୟ ଅଟେ , ଓ ଆଦିତ୍ୟ ଐଶ୍ୱର୍ଯ୍ୟାଙ୍କ ଫିଲ୍ମ ଦିଲ୍ କା ରିସ୍ତାରେ ପ୍ରଯୋଜକ ରହିସାରିଛନ୍ତି

ଏହି ଦିନରେ ଆଦିତ୍ୟ ମରଚ୍ୟାଣ୍ଟ ନେଭିରେ ଜଣେ ଇଞ୍ଜିନିୟର ହିସାବରେ ନିଜ ଦେଶର ସେବା କରୁଛନ୍ତି , ଆପଣଙ୍କୁ କହିଦେବୁ କି ଐଶ୍ୱର୍ଯ୍ୟା ରାୟଙ୍କ ଭାଇ ଆଦିତ୍ୟ ରାୟ ଶ୍ରୀମା ରାୟଙ୍କୁ ବିବାହ କରିଛନ୍ତି , ଐଶ୍ୱର୍ଯ୍ୟା ରାୟଙ୍କ ଭାଉଜ ଦେଖିବାକୁ ଏତେ ସୁନ୍ଦର କିତାଙ୍କୁ ଯିଏ ବି ଦେଖିବ ସେ ନଜର ହଟାଇପାରିବ ନାହିଁ , ସେମିତି ଐଶ୍ୱର୍ଯ୍ୟାଙ୍କ ଭାଉଜ ପେଶାରେ ଜଣେ ଗୃହୀଣି ଅଟନ୍ତି , କିନ୍ତୁ ସମୟ ମିଳିଲେ ସେ ଫ୍ୟାସନ୍ ବ୍ଲଗିଙ୍ଗ୍ କାମ ବି କରନ୍ତି , ସେ ୨୦୦୯ ରେ ମିସ୍ ଇଣ୍ତିଆ ଫାଷ୍ଟ ରନର୍ସ ଅଫ୍ ବି ରହିସାରିଛନ୍ତି , ଐଶ୍ୱ ଓ ସୀମା ଦୁହେଁଙ୍କ ବିଚାର ପରସ୍ପର ସହ ଖାପ ଖୁଆଏ , ଏକ ଇଣ୍ଟରଭ୍ୟୁରେ ଶ୍ରୀମା କହିଲେ କି ଐଶ୍ୱ ଏକ ସୁପରଷ୍ଟାର୍ ଅଭିନେତ୍ରୀ ପୁର୍ବରୁ ନିଜ ସିଷ୍ଟର୍ ଇନ୍ ଲ ଙ୍କୁ ମାନନ୍ତି , ଐଶ୍ୱ ସବୁବେଳେ ମଡେଲିଙ୍ଗ୍ ଟିପ୍ସ ଦେଇକରି ତାଙ୍କୁ ଉତ୍ସାହିତ କରାନ୍ତି ।

Leave a Reply

Your email address will not be published. Required fields are marked *