November 7, 2024

Odia Express

Leading Odia News Portal of Odisha

ଆଇପିଏଲ୍ ୨୦୨୦ – ମୁମ୍ବାଇ ଇଣ୍ତିଆନ୍ସ ପାଖରେ ଅଛି ଖତରନାକ୍ ଓପନର ବ୍ୟାଟ୍ସମ୍ୟାନ୍ , ଦେଖନ୍ତୁ କିଏ କରିପାରିବେ ଓପନିଂ…

କ୍ରିକେଟ୍ ଜଗତରେ ସବୁଠାରୁ ବଡ ଟି ଟ୍ୱେଣ୍ଟି କ୍ରିକେଟ୍ ଲିଗ୍ ଇଣ୍ତିଆନ୍ ପ୍ରିମିୟର୍ ଲିଗ୍ ର ୧୩ ତମ୍ ସିଜିନ୍ ଆଇପିଏଲ୍ ୨୯ ମାର୍ଚ୍ଚକୁ ଆରମ୍ଭ ହେବାକୁ ଯାଉଛି , ଏଇ ଆଇପିଏଲ୍ ରେ କିଛି ପରିବର୍ତ୍ତନ ହୋଇଛି ଯାହା ସମସ୍ତଙ୍କ ନଜର ଲାଗିଛି । ମୁମ୍ବାଈ ଇଣ୍ତିଆନ୍ ପାଖରେ ପାଞ୍ଚଟି ଓପନିଙ୍ଗ୍ ଦାବିଦାରୀର ବିକଳ୍ପ  : ସେମିତି ମୁମ୍ବାଇ ଈଣ୍ତିଆନ୍ସ ୪ ଥର ଏହି ଆଇପିଏଲ୍ ଜିତିସାରିଛି  ଓ ଏହିଥର ଟିମ୍ ର ବିକଳ୍ପ କୁ ଦେଖିକରି ଆଶା କରାଯାଉଛି କି ମୁମ୍ବାଇ ଇଣ୍ତିଆନ୍ସ ପାଖରେ ଓପନିଙ୍ଗର ଜବରଦସ୍ତ ବିକଳ୍ପ ଅଛି ।   ତେବେ ଆସନ୍ତୁ ଜାଣିବା ସେହି ୫ ଟି ବିକଳ୍ପ ଯେଉଁମାନେ ଦଳ ପାଇଁ ଓପନିଙ୍ଗ୍ କରିବାର ଆଶା ଅଛି ।

୧) ଅନମୋଲପ୍ରୀତ ସିଂହ : ପଞ୍ଜାବ କ୍ରିକେଟ୍ ଟୀମ୍ ର ଯୁବା ବ୍ୟାଟ୍ସମ୍ୟାନ୍ ଅନମୋଲପ୍ରୀତ ସିଂ ଏହିଥର ଆଇପିଏଲ୍ ସିଜିନ୍ ରେ ମୁମ୍ବାଇ ଇଣ୍ତିଆନ୍ସଙ୍କ ସାଥିରେ ଖେଳିବାର୍ ନଜର ଆସିବେ , ଅନମୋଲସିଂହ ନିଜ ବ୍ୟାଟିଙ୍ଗ୍ ଘରୋଇ କ୍ରିକେଟ୍ ରୁ ଯୋଗଦାନ ଦେଇଥିଲେ , ଓ ବିସ୍ପୋଟକ ବ୍ୟାଟିଙ୍ଗ୍ ରୁପରେ ପରିଚୟ ମିଳିଥିଲା , ଏମିତିରେ ଅନମୋଲସିଂହ ଏହିଥର ମୁମ୍ବାଇ ଈଣ୍ତିଆନ୍ ପାଇଁ ଦେଖାଯାଈପାରନ୍ତି । ଯିଏକି ଟିମ୍ ପାଇଂ ଓପନିଙ୍ଗ୍ କରିବେ ।

୨)କ୍ୱିଣ୍ଟନ୍ ଡିକକ୍ : ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ଟି ଟ୍ୱେଣ୍ଟୀ ଅଧିନାୟକ କ୍ୱିଣ୍ଟନ୍ ଡି କକ୍ ଇଣ୍ଟରନ୍ୟାଶାନାଲ୍ କ୍ରିକେଟ୍ ରେ କିଛି ବି ଉତ୍ତର ନାହିଁ ସେ ଆଇପିଏଲ୍ ବହୁତ ସିଜିନ୍ ରୁ ଖେଳୁଛନ୍ତି , ଓ ତାଙ୍କର ପ୍ରଦର୍ଶନ ମୁମ୍ବାଇ ଇଣ୍ତିଆନ୍ସ ପାଇଁ ବହୁତ କମାଲ୍ ର ରହିଛି , କ୍ୱିଣ୍ଟନ୍ ଡି କକ୍ ଙ୍କ ପାଇଁ ଦୁଇ ବର୍ଷରୁ ଖେଳୁଛନ୍ତି , ଓପନିଙ୍ଗ୍ ଦାୟିତ୍ୱ ବହୁତ୍ ଭଲରେ ସମ୍ଭାଳୁଛନ୍ତି ଏଥର ଆଇପିଏଲ୍ ରେ ତାଙ୍କର ଜାଦୁ ଆଉଥରେ ଦେଖିବାକୁ ମିଳିପାରେ ।

୩) ସୂର୍ଯ୍ୟ କୁମାର ଯାଦବ : ଭାରତ ଘରୋଇ କ୍ରିକେଟ୍ ରେ ବେଶ ଜଣାଶୁଣା ସୂର୍ଯ୍ୟକୁମାର ଯାଦବ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ସୁର୍ଯ୍ୟ କୁମାର ଯାଦବ ମୁମ୍ବାଇ ଟିମ୍ ପାଇଁ ଯୋଗଦାନ ଦେଉଛନ୍ତି ,  କିଛି ଏହି ପରି ଭାବେ ସେ ଆଇପିଏଲ୍ ରେ ନିଜ ଚମକ୍ ଦେଖାଇଛନ୍ତି , ସୁର୍ଯ୍ୟକୁମାର ଯାଦବ ଆଇପିଏଲ୍ କୋଲକାତା ନାଇଟ୍ ରାଇଡର୍ସଙ୍କ ପାଇଁ କିଛି ବର୍ଷରୁ ଖେଳିଥିଲେ ଓ ତାପରେ ମୁମ୍ବାଇ ଇଣ୍ତିଆନ୍ସ ଟିମ୍ କୁ ଚାଲିଆସିଲେ  ସେ ଏବେ ଓପନିଙ୍ଗ୍ ରେ ଭଲ କମାଲ୍ କରୁଛନ୍ତି ।

୪) କ୍ରିସ୍ ଲିନ୍ : ବିଶ୍ୱ କ୍ରିକେଟ୍ ରେ ଟି ଟ୍ୱେଣ୍ଟି ଫର୍ମାଟରେ ସବୁଠାରୁ ଖତରନାକ୍ ଖେଳାଳୀ ଅଷ୍ଟ୍ରେଲିଆର କ୍ରିସ୍ ଲିନ୍ ନାଁ ପ୍ରଖ୍ୟାତ ଅଟେ,  କ୍ରିସ୍ ଲିନ୍ ସେମିତି ଅଷ୍ଟ୍ରେଲିଆ ଟୀମ୍ ରେ ଖେଳୁନାହାନ୍ତି , କିନ୍ତୁ ତାଙ୍କ ନାଁରେ ବହୁତ ଟି ଟ୍ୱେଣ୍ଟିରେ  ସବୁଠାରୁ ପ୍ରମୁଖ ରହିଛି , ସେହି ପରି ସେ ଆଇପିଏଲ୍ ରେ ନିଜ ନାଁର ପରିଚୟ ବନାଇଛନ୍ତି , ଲିନ୍ ଗତ ବହୁତ ବର୍ଷରୁ କେକେଆର୍ ଆପିଁ ଖେଳିଥିଲେ , କିନ୍ତୁ ଏହିଥର ସେ ମୁମ୍ବାଇ ଇଣ୍ତିଆନ୍ସଙ୍କ ପାଇଁ ଖେଳିବେ ।

୫) ରୋହିତ୍ ଶର୍ମା : ଭାରତୀୟ କ୍ରିକେଟ୍ ରେ ସଲାମୀ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା କେଉଁ ପରିଚୟର ଆବଶ୍ୟକତା ପଡେନି , ରୋହିତ୍ ଶର୍ମା ଆଜିର ସମୟରେ ଇଣ୍ଟରନ୍ୟାସାନାଲ୍ କ୍ରିକେଟ୍ ରେ ସବୁଠାରୁ ଧୁଆଁଦାର୍ ବ୍ୟାଟିଙ୍ଗ୍ କରନ୍ତି , ରୋହିତ୍ ଗତ କିଛି ବର୍ଷରୁ ମୁମ୍ବାଇ ଇଣ୍ତିଆନ୍ସଙ୍କ ଅଧିନାୟକତ୍ୱ କରୁଛନ୍ତି , ଏବେ ତାଙ୍କର ଜଲୱା ଆଉଥରେ ଦେଖିବାକୁ ମିଳିପାରେ ।

Leave a Reply

Your email address will not be published. Required fields are marked *