November 7, 2024

Odia Express

Leading Odia News Portal of Odisha

ଘରେ ଲୁଚାଇ ରଖିଦିଅନ୍ତୁ ଏହି ପକ୍ଷୀର ପର , ହେବ ଧନର ବର୍ଷା – ଏବେ ଜାଣିରଖନ୍ତୁ..

ମଣିଷ ନିଜ ଜୀବନରେ ଦିନ ରାତି ପରିଶ୍ରମ କରିଥାଏ କାରଣ ଏହା ଏକ ଭଲ ଲାଇଫ୍ ଷ୍ଟାଇଲ୍ ଓ ବ୍ୟାଙ୍କ୍ ବାଲାନ୍ସ ବନାଇପାରେ ବହୁତ ଲୋକ ନିଜ ଜାଗା ବିକ୍ରି କରି ପଇସା କମାଇବାରେ ଲାଗିଛନ୍ତି , ସାରା ଖେଳ ତ ପଇସାର ଅଟେ,  କିନ୍ତୁ ଯାହାକୁ ବନାଇବାରେ ଭିଡ ଲାଗିଛି , ସତ ଏହା କି ଆମର ଜୀବନରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭାଗ ଅଟେ ,ଆଜି ଧନ କମାଇବାରେ ପାଇଁ ଲୋକେ ଦିନ ରାତି କଡା ପରିଶ୍ରମ କରିଥାନ୍ତି , ଓ ତାଙ୍କୁ ସେତିକି ପଇସା ମିଳିପାରେ ନାହିଁ , ଯେତେ ସେମାନେ ପରିଶ୍ରମ କରିଥାନ୍ତି , ଓ ତାଙ୍କର ପଇସାର ଅଭାବ ଦେଖାଦିଏ , ଘର ପଇସା ରଖିବାକୁ ହେଲେ ପଜେଟିଭ୍ ଏନର୍ଜୀ ଆବଶ୍ୟକତା ହୋଇଥାଏ,   ଯେଉଁଠି ପଜେଟିଭ୍ ଏନର୍ଜୀ ହୋଇଥେ , ସେଠାରେ ଲକ୍ଷ୍ମୀ ମା ବାସ କରନ୍ତି , ଲୁଚାଇକରି ରଖିଦିଅନ୍ତୁ ଏହି ପକ୍ଷୀର ପର , ତାପରେ କେବେ ହେବ ନାହିଁ ପଇସାର ଅଭାବ , ଏହି କଥାକୁ ବହୁତ ବିଦ୍ୱାନ ଓ ଜ୍ୟୋତିଷ୍ୟ ଆଚାର୍ଯ୍ୟ ସ୍ୱୀକାର୍ କରିଛନ୍ତି ।

କୁହନ୍ତି ଇ ଘର୍ ମୟୁରର ପର ରଖିଲେ ବହୁତ ସାରା ଫାଇଦା ହୋଇଥାଏ , କିନ୍ତୁ ଆଜି ଆମେ ମୟୁର ପର ବିଷୟରେ ନୁହେଁ ବରଂ ଏହା କହିବୁ କି ଘରେ ଏକ ପାରାର ପରକୁ ରଖିଦେଲେ ଧନର ସବୁ ଅସୁବିଧା ଦୂର ହୋଈଯିବ , ଆପଣଙ୍କୁ କହିଦେବୁ କି ପାରା ଏପରି ଏକ ପକ୍ଷୀ ହୋଇଥାଏ ,ଯିଏ ଘରକ୍ ଉଆସିଲେ ଦାରିଦ୍ରତା ଆସିଥାଏ,  କିନ୍ତୁ ତାର୍ ପର ସେହି ଦାରିଦ୍ରତାକୁ ଦୁର କରିଥାଏ , ଆପଣଙ୍କୁ ଏହି କଥା ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି ପାରା ର ଏକ ପର ଆପଣଙ୍କୁ କୋଟିପତି କରିଦେବ , ଖାଲି ଆପଣଙ୍କୁ ଏକ ଛୋଟ୍ ଉପାୟ କରିବାକୁ ହେବ , ପାରା ଏକ ଶାନ୍ତିର ପ୍ରତିକ ହୋଇଥାଏ , ଏହାକୁ ଧନର ପ୍ରତିକ ମାନାଯାଏ , ଶାସ୍ତ୍ରର ମୁତାବିକ ପାରାର ଲକ୍ଷ୍ମୀ ମାଙ୍କ ଭକ୍ତ ବୋଲି କୁହାଯାଏ , ଓ ପାରାର ପରକୁ ଆପଣ ଘରର କିଛି ସ୍ଥାନରେ କିମ୍ବା କୋଣରେ ରଖିଦିଅନ୍ତୁ , ଏହାକୁ ଧଳା କପଡାରେ ରଖିକରି ଲାଲ କପଡାରେ ବାନ୍ଧିଦିଅନ୍ତୁ , ତାପରେ ଆଲମୀରାରେ ରଖିଦିଅନ୍ତୁ , ଏହାପରେ ଆପଣଙ୍କ ପଇସାର ଅଭାବ ଆଉ ଦେଖାଦେବ ନାହିଁ ।

୧) ସବୁଠାରୁ ପ୍ରଥମେ ଆପଣଙ୍କୁ ଏକ ପାରାର ପର ନେବାକୁ ହେବ , ତାପରେ ସେହି ପରକୁ ଧଳା କପଡାରେ ଗୋଡାଇ ଲାଲ ଫିତା ବାନ୍ଧିକରି ନିଜ ଆଲମୀରାରେ ରଖିଦିଅନ୍ତୁ , ଏହା ଛଡା ନିଜ ଆଲମୀରାର ଚାରିକଣରେ କେବଳ ପାରାର ପରକୁ ରଖିଦିଅନ୍ତୁ , ଓ ଏହାକୁ କରଜ ବି ଦୁରେଇ ଯିବ , ଆପଣଙ୍କୁ ପଇସା ବି ଅଭାବ ହେବ ନାହିଁ ।

୨) ଯେଉଁ ଘରେ ପାରା ରହିଥାଏ , ସେମାନଙ୍କ ଘରେ ସକରାତ୍ମକ ଉର୍ଜା ରହିଥାଏ,  ଓ ଯଦି ଆପଣ ପାରାର ପର ରଖନ୍ତି ତେବେ ପଇସାର ଅଭାବ କମ୍ ହୋଇଥାଏ , ଓ ଘରେ ନକରାତ୍ମକ ଶକ୍ତି ଦୂର ହୋଈଯାଏ , ପାରାର ତିନୋଟି ପର ଆଣନ୍ତୁ ଓ ତାହାକୁ ଘର ମୁଖ୍ୟ ରୁମ୍ ରେ ଦକ୍ଷିଣ ଦିଗରେ ରଖନ୍ତୁ ଓ ଦ୍ୱିତୀୟକୁ ରୋଷେଇ ଘର ଓ ତୃତୀୟକୁ ଘରର ବାଥରୁମ୍ ରେ ପୂର୍ବ କିମ୍ବା ଉତ୍ତର ଦିଗରେ ଲୁଚାଇକରି ରଖିଦିଅନ୍ତୁ , ଏହି ଉପାୟ କରିଲେ ଆପଣଙ୍କ ଘରେ କେବେ ବି ଝଗଡା ହେବ ନାହିଁ  ।

 

Leave a Reply

Your email address will not be published. Required fields are marked *