February 18, 2025

Odia Express

Leading Odia News Portal of Odisha

ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବାକୁ ମାତା ପାର୍ବତୀ ଏହି ସ୍ଥାନରେ କରିଥିଲେ ତପସ୍ୟା , ଜାଣନ୍ତୁ କେଉଁଠି ହୋଇଥିଲା ଉଭୟ ଶିବ-ପାର୍ବତୀଙ୍କ ବିବାହ…

ଭଗବାନ ଶିବ ବହୁତ ହିଁ ଭୋଳା ଅଟନ୍ତି । ଏଥିପାଇଁ ତାଙ୍କୁ ଭକ୍ତମାନେ ଭୋଳାବାବା ବା ଭୋଳାନାଥ ବୋଲି ଡାକିଥାନ୍ତି , ଭଗବାନ ଶିବଙ୍କୁ ଦେବଙ୍କ ଦେବ ବୋଲି ଜଣାଯାଏ , ଯେପରି କି ଆପଣ ସମସ୍ତେ ଜାଣିଥିବେ କି ଶିବଙ୍କର ସ୍ତ୍ରି ମା ପାର୍ବତୀ ଅଟନ୍ତି , କିନ୍ତୁ ମାତା ପାର୍ବତୀ ଜୀ ଭଗବାନ ଶିବଙ୍କୁ ପାଇବାପାଇଁଂ ବହୁତ ବଡ ତପସ୍ୟା କରିଥିଲେ,  ତେବେ ଯାଇକରି ଶିବ ମିଳିଥିଲେ,  ଏମିତି କୁହାଯାଏ କି ମହାଶିବରାତ୍ରୀ ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା , ଏହି କାରଣରୁ ସବୁ ବର୍ଷ ବଡ ଧୁମ୍ ଧାମ୍ ସହ ମହାଶିବରାତ୍ରୀକୁ ପାଳନ କରଯାଏ , କିନ୍ତୁ କଣ ଆପଣ ଜାଣିଛନ୍ତି , ଦେବୀ ପାର୍ବତୀ ଭଗବାନ ଭୋଳାନାଥଙ୍କୁ ପାଇବାକୁ ଯେଉଁ ତପସ୍ୟା କରିଥିଲେ ସେହି ଜାଗା କେଉଁଠି , ଆଜି ଆମେ ସେହି ବିଷୟରେ କହିବୁ ।

କଠିନ ତପସ୍ୟା କରିବାପରେ ପାର୍ବତୀଙ୍କର ବିବାହ ଭଗବାନ ଶିବଙ୍କର ସହ ହୋଇଥିଲା,  ମାତା ପାର୍ବତୀ ଶିବଙ୍କୁ ନିଜ ବର ହିସାବରେ ପାଈବାକୁ ଘୋର୍ ତପସ୍ୟା କରିଥିଲେ,  ଏହି ସ୍ଥାନ ଏବେ କେଦାରନାଥର ଗୌରୀକୁଣ୍ତରେ ସ୍ଥିତ ଅଛି ଯେଉଁଠି ମାତା ପାର୍ବତୀ ଘୋର ତପସ୍ୟା କରିଥିଲେ,  ଏହି ଜାଗା ବହୁତ ପ୍ରଭାବୀ ଓ ପ୍ରସିଦ୍ଧ ଶୈବପୀଠ ଭାବେ ଜଣା , କହିଦେବୁ କି ଥଣ୍ତା ଦିନରେ ଏଠାକାର ପାଣି ଗରମ ରହିଥାଏ , ଏହି ବିଷୟରେ କୁହାଯାଏ କି ଗୁପ୍ତକାଶୀ ରେ ଶିବଙ୍କର ସମକ୍ଷ ବିବାହ କରିବାର ପ୍ରସ୍ତାବ ରଖିଥିଲେ,  ଯାହାକି ଭଗବାନ ଶିବ ସ୍ୱିକାର କରିନେଇଥିଲେ,  ଏହାପରେ ମାତା ପାର୍ବତି ହିମାଳୟରୁ ପ୍ରସ୍ତାବ ରଖିଲେ , ଓ ବିବାହର ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ,  ରୁଦ୍ରପ୍ରୟାଗ ଜିଲ୍ଲାରେ ମାତା ପାର୍ବତି ଜୀ ଭଗବାନ ଭୋଳାନାଥ ବିବାହ ସଂପନ୍ନ ହେଲା ,

ମାତା ପାର୍ବତୀ ଓ ଭଗବାନ ଶିବଙ୍କର ବିଷୟରେ ଏହା କୁହାଯାଏ କି ହିମାଳୟର ମନ୍ଦାକିନି ଇଲାକାରେ ତ୍ରିଯୁଗୀ ନାରାୟଣ ଗାଁରେ ଦେବୀ ପାର୍ବତୀ ଓ ଭଗବାନ ଶିବଙ୍କର ବିବାହ ପୁରା ହୋଇଥିଲା,  ଏହିଜାଗାରେ ଏକ ପବିତ୍ର ଅଗ୍ନି ବି ପ୍ରଜ୍ଜଳିତ ଅଛି , ଯାହାର ବିଷୟରେ କୁହାଯାଏ କି ଏହି ଅଗ୍ନି ତ୍ରେତୟା ଯୁଗରୁ ଜଳି ଆସୁଛି , ଏହି ଅଗ୍ନିର ସମକ୍ଷରେ ଭଗବାନ ଶିବ ମାତା ପାର୍ବତିଙ୍କ ସହ ସାତଫେରା ନେଇଥିଲେ,  ବିବାହରେ ଭାଇ ରୀତିନୀତି ଥାଏ , ଯାହାକୁ ଭଗବାନ ବିଷ୍ଣୂ ପୁରା କରିଦେଲେ,  ମାତା ପାର୍ବତୀ ଓ ଭଗବାନ ଶିବଙ୍କର୍ ବିବାହରେ ବହୁତ ମହାନ୍ ରୁଷୀ, ତପସ୍ୱୀ , ମଜଜୁତ୍ ଥିଲେ,  ଯାହାଙ୍କ ସମକ୍ଷରେ ମାତା ପାର୍ବତୀ ଓ ଭଗବାନ ଭୋଳାନାଥ ବିବାହ ହୋଇଥିଲା,

ଯଦି ଆମେ ଧାର୍ମିକ ଗ୍ରନ୍ଥ ଓ ଶାସ୍ତ୍ରରେ ବର୍ଣ୍ଣନ କଥା କହିବା ତେବେ ମାତା ପାର୍ବତି ଶିବଙ୍କୁ ପାଇବାକୁ କଠିନ ତପସ୍ୟା କରିଥିଲେ,  ଏହି କଠୋର ତପସ୍ୟା ବଳରେ ବଡ ବଡ ମୁନି ରୁଷୀ ଆଶ୍ଚର୍ଯ୍ୟଚକିତ ହୋଇଥିଲେ,  ପରିଶେଷରେ ମାତା ପାର୍ବତୀ ସବୁ ଇଚ୍ଛା ପୁରା ହେଲା , ଶିବଙ୍କୁ ନିଜ ସ୍ୱାମୀ ରୁପେ ପାଇ ନିଜ ତପସ୍ୟା ପୁରା କଲେ , ଓ ନିଜେ ଘରକୁ ଫେରିଆସିଲେ, ଓ ନିଜ ମା ବାପାଙ୍କୁ ବିବାହର କଥା କହିଥିଲେ ,

Leave a Reply

Your email address will not be published. Required fields are marked *