June 26, 2025

Odia Express

Leading Odia News Portal of Odisha

ଯେପରି ବି ହେଉ ଏସିଡିଟି, ମାତ୍ର ୨ ସେକେଣ୍ତରେ ମୁକ୍ତି ଦେଇଦେବ କେବଳ ୧ ଟଙ୍କାର୍ ଏହି ଜିନିଷ – ବ୍ୟବହାର କରିବା ଉପାୟ ଜାଣିରଖନ୍ତୁ …

ଏସିଡିଟି ଏମିତି ତ ଏକ ସାଧାରଣ ସମସ୍ୟା ଅଟେ , କିନ୍ତୁ ଶରୀରରେ ବହୁତ ପ୍ରକାରର ସମସ୍ୟା ଉପନ୍ନ କରିଥାଏ, ଆମେ ବହୁତଥର ବହୁତ ସାରା ରୋଗ କୁ ମାମୁଲି ଭାବିକରି ଅଣଦେଖା କରିଥାଉ , ଏହି ଛୋଟମୋଟ ରୋଗ ଗମ୍ଭୀର ରୁପ ନେଇ ଯାଇଥାଏ,  ଏସିଡିଟି ହେବା ଦ୍ୱାରା ଆପଣଙ୍କୁ ନାନାପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡିପରେ , ତେବେ ଆସନ୍ତୁ ଜାଣିବା କେଉଁ ପ୍ରକାରର ଘରୋଇ ଚିକିତ୍ସା ବିନା ପଇସା ଖର୍ଚ୍ଚ କରି ଏସିଡିଟିକୁ କିଛି ମିନିଟ୍ ରେ ମୁକ୍ତି ପାଇପାରିବା ।ତୁଳସୀର ପତ୍ରରୁ ଦୁର କରନ୍ତୁ ଏସିଡିଟି : ତୁଳସୀ ଏକ ହର୍ବାଲ୍ ଔଷଧୀ ଅଟେ,  ଯାହା କିଛି କ୍ଷତି ପହଞ୍ଚାଏ ନାହିଁ ତୁଳସୀର ପତ୍ରରେ ସୁଖଦାୟକ,  ବାୟୁନାଶକ ଓ ବାତ ହାରକ ଗୁଣ ଅଛି , ଯାହା ଏସିଡିଟିକୁ ଓ ପେଟର ଗ୍ୟାସ୍ ସମସ୍ୟାକୁ ଦୁର କରିପାରେ ,

ଯେବେ ଆପଣ ଉପରେ ଏସିଡିଟି ଲକ୍ଷଣ ଦେଖିବେ , ତେବେ କିଛି ପତ୍ରକୁ ଚୋବାଇକରି ଖାଇନିଅନ୍ତୁ , ଏହା ଛଡା ପାଣିରେ ସିଝାଇ ତୁଳସୀର ପାଞ୍ଚଟି ପତ୍ର ପକାନ୍ତୁ , ଓ ଥଣ୍ତା ହେବାପରେ ବ୍ୟବହାର କରନ୍ତୁ , ଏଥିରେ ସ୍ୱାଦ ଅନୁସାରେ ମହୁ ମିଶାଇକରି ପିଇପାରିବେ । ଏମିତି ଭାରତୀୟ ଖାଦ୍ୟରେ ଲବଙ୍ଗର ଏକ ଅଲଗା ସ୍ଥାନ ଅଛି , ଏହା ଖାଇବାରେ ଯେତେ ସ୍ୱାଦ ବଢାଇଥାଏ , ସେତେ ରୋଗଗୁଡିକ ଠିକ୍ କରିଥାଏ । ଥନ୍ତା ଲାଗିଲେ ବହୁତ ରୋଗ ହେବା ଦ୍ୱାରା ଏହାର କାଢା କରି ପିଇବା ଉଚିତ୍ ,

ଏସିଡିଟିରେ ବି ଲବଙ୍ଗ ବହୁତ ଆରାମଦାୟକ ଅଟେ , ଏଥିରେ ସ୍ୱାସ୍ଥ୍ୟକୁ ସତେଜ ରଖିବାରେ ବହୁତ ଗୁଣ ସାମିଲ୍ ଅଛି , ଲବଙ୍ଗ ପାଚନକ୍ରିୟା ସମୟରେ ହେଉଥିବା ଏସିଡ୍ କୁ ବଞ୍ଚାଇଥାଏ , ନିଜ ଖାଇବାରେ ଲବଙ୍ଗ ପକାଇପାରିବେ , ଯାହା ଦ୍ୱାରା ଏସିଡିଟି ହେବ ନାହିଁ ।

ଡାଲଚିନି ଏକ ଏମିତି ମସଲା ଅଟେ ,ଯାହା ନ୍ୟାଚୁରାଲ୍ ଆଣ୍ଟାସିଡ୍ ରୁପରେ କାମ କରିଥାଏ,  ଏସିଡିଟି କୁ ଶେଷ କରିବାକୁ ଯାଇ ପାଚନ କ୍ରିୟା ସତେଜ ରଖିବାରେ ଏହା ଫାଇଦାଦାୟକ ଅଟେ,  ଏହା ଛଡା ଆପଣ ଆଲୋବେରା ଜେଲ୍ ଚାରି ଚାମଚ ପିଇପାରିବେ ।

Leave a Reply

Your email address will not be published. Required fields are marked *