July 1, 2025

Odia Express

Leading Odia News Portal of Odisha

ଅମିତାଭଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କୁ ନେଇକରି ହେଲା ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ , ବଚ୍ଚନ ପରିବାରଙ୍କ ଉଡିଗଲା ହୋସ୍…

ବଲିଉଡ୍ ରେ ମହାନାୟକ ଅମିତାଭ ବଚ୍ଚନ ଆସିବା ଦିନରୁ ମିଡିଆର ଖବରରେ ଚର୍ଚ୍ଚିତ ରୁହନ୍ତି , କିନ୍ତୁ ଗତ କିଛି ଦିନରୁ ବଚ୍ଚନ ପରିବାର ସବୁଠାରୁ ଛୋଟ ସଦସ୍ୟ ମିଡିଆ ଓ ଲୋକଙ୍କର ଫେବରାଇଟ୍ ହୋଇଛନ୍ତି , ତାଙ୍କ ନାଁ ହେଲା ଆରାଧ୍ୟା ବଚ୍ଚନ । ଅପ୍ରେଲ୍ ୨୦୦୭ ରେ ଯେବେ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ ବିବାହ କରିଥିଲେ ,ମିଡିଆରେ ବହୁତ ହଇଚଇ ହୋଇଉଠିଥିଲା,  କିନ୍ତୁ ଏଥିରେ ଅଧିକା ଉତ୍ସାହ ଲୋକଙ୍କୁ ତେବେ ନଜର ଆସିଥିଲା  ଯେବେ ଐଶ୍ୱର୍ଯ୍ୟା ରାୟ ୨୦୧୧ ରେ ବଚ୍ଚନ ପରିବାର ସବୁଠାରୁ ଛୋଟ ସଦସ୍ୟଙ୍କୁ ଜନ୍ମଦେଇଥିଲେ,  ୧୬ ନଭେମ୍ବରକୁ ଜନ୍ମ ନେଇଥିବା ଆରାଧ୍ୟା ଏବେ ଏହି ନଭେମ୍ବରକୁ୯ ବର୍ଷର ହୋଇଯାଇଯିବେ ।ଏମିତିରେ ଆରାଧ୍ୟା ବଚ୍ଚନଙ୍କୁ ନେଇକରି ଜ୍ୟୋତିଷ୍ୟମାନେ ଏକ ଭବିଷ୍ୟବାଣୀ କରିଛନ୍ତି ଯାହାକୁ ଶୁଣିକରି ଚାରିପଟୁ ହଇଚଇ ହୋଈଯାଇଛି ।

ଯେଉଁ ଲୋକ ମାସର ୭,୧୬ କିମ୍ବା ୨୫ ତାରିଖକୁ ଜନ୍ମ ନିଅନ୍ତି ତେବେ ତାଙ୍କର ମୁଲ୍ୟାଙ୍କ ୭ ହୋଇଥାଏ , ଆରାଧ୍ୟା ବଚ୍ଚନଙ୍କ ଜନ୍ମ ବି ମାସର ୧୬ତାରିଖ ହୋଇଛି , ତାଙ୍କର ମୁଲ୍ୟାଙ୍କ ବି ୭ ଅଟେ , ଏହି ଆଧାରରେ ତାଙ୍କର ଜନ୍ମଦିନ ମଉକାରେ ଜ୍ୟୋତିଷ୍ୟ ଏକ ଭବିଷ୍ୟବାଣୀ କରିଥିଲେ , ଆଜି ଆମେ ସେହି ଭବିଷ୍ୟବାଣୀବିଷୟରେ ବିସ୍ତାରରେ କହିବୁ । ଯେଉଁ ଲୋକଙ୍କର ମୁଲ୍ୟାଙ୍କ ୭ ହୋଇଥାଏ ସେମାନେ ପ୍ରତିନିଧିତ୍ୱ କେତୁ କରିଥାଏ , ପଶ୍ଚିମ ଜ୍ୟୋତିଷ୍ୟଙ୍କ ମାନିଲେ ନେପଚୁନ୍ କାରକ ଅଙ୍କ ମାନାଯାଏ , ସାଧାରଣତଃ ନେପଚୁନ୍ ସ୍ୱଭାବ ବରୁଣ ପରି ହୋଇଥାଏ , ସହଜ ଶବ୍ଦରେ କହିଲେ ଯେଉଁ ଲୋକଙ୍କର ମୁଲ୍ୟାଙ୍କ ୭ ହୋଇଥାଏ ,

ସେମାନେ ପାଣି ପରି ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି , ମତଲବ ଅମିତାଭ ଙ୍କ ନାତୁଣୀ ଆରାଧ୍ୟା ଏକ ସରଳ ଓ ଶାନ୍ତ ସ୍ୱଭାବର ଝିଅ ହୋଇ ବାହାରିବେ  ୭ ମୁଲ୍ୟାଙ୍କ ବାଲାଙ୍କ ବିଷୟରେ ଏହା କୁହାଯାଏ କି ଏହି ଲୋକ ସ୍ଥିତିକୁ ଭଲ ଭାବେ ପରକ୍ଷିନିଅନ୍ତି , ଏହି ମୁଲ୍ୟାଙ୍କ ବାଲାଙ୍କ ରାଶିରେ କେତୁ ବିରାଜମାନ ହେବା କାରଣରୁ ଏମାନଙ୍କୁ କେଉଁ ବି କାମ କରିବାକୁ ଅଧିକା ପରିଶ୍ରମ କରିବାକୁ ପଡିଥାଏ , ଏହି ମୁଲ୍ୟାଙ୍କ ଲୋକ ଆଗକୁ ଯାଇକରି ଏକ ଭଲ ରାଜନେତା ଓ ଭଲ କୁଟନୀତିଜ୍ଞ ହୋଇପାରନ୍ତି ।

ଏହି ମୁଲ୍ୟାଙ୍କ ଲୋକଙ୍କର ଏକ ଭଲ ଖାସିୟତ ଏହାକି ଏମାନେ ନିଜକୁ ମାହୋଲ୍ ଅନୁସାରେ ବଦଳାଇଦିଅନ୍ତି , ଏଥିପାଇଁ ଏକ ସଫଳ ବେପାରୀ ହୋଇଥାଏ , ଏହି ଖୁବି କାରଣରୁ ଆଗକୁ ଯାଇକରି ଏହି ମୁଲ୍ୟାଙ୍କ ଲୋକଙ୍କ ପାଖରେ ଅପାର ଧନ ସଂମ୍ପତ୍ତି ହୋଇଥାଏ , ଯେବେ ଜ୍ୟୋତିଷ୍ୟ ଆରାଧ୍ୟାଙ୍କ ୬ତମ ଜନ୍ମଦିନରେ ଏହି ଭବିଷ୍ୟବାଣୀ କରିଥିଲେ ତେବେ ତାଙ୍କର ଆସୁଥିବା କିଛି ସମ୍ୟକ ସୁଚନା ଦେଇଥିଲେ , ଯାହାକୁ ଶୂଣି ପୁରା ବଚ୍ଚନ ପରିବାର ଚକିତ ହୋଇଯାଇଥିଲେ , ସେମିତି ଆପଣଙ୍କୁ କଣ ଲାଗୁଛି ଆରାଧ୍ୟା ଜ୍ୟୋତିଷ୍ୟଙ୍କ କଥା ମାନିକରି ରାଜନୀତି କିମ୍ବା ବେପାରରେ ହାତ ମାରିବା ଉଚିତ୍ କିମ୍ବା ପରିବାରର ଫଲୋ କରି ଫିଲ୍ମରେ ଏଣ୍ଟ୍ରି କରିବା ଉଚିତ୍ ,  ନିଜ ରାୟ କମେଣ୍ଟ ବକ୍ସରେ ଜଣାନ୍ତୁ  ।

Leave a Reply

Your email address will not be published. Required fields are marked *