July 1, 2025

Odia Express

Leading Odia News Portal of Odisha

IAS ଇଣ୍ଟରଭିୟୁରେ ପ୍ରାର୍ଥୀଙ୍କୁ ପଚରାଗଲା ଏଭଳି କେଉଁ ଜିନିଷ ଅଛି ଯାହା ସବୁବେଳେ ବଢି ଚାଲେ କିନ୍ତୁ କେବେ କମିଯାଏ ନାହିଁ? ଉତର ଶୁଣିଲେ ଚମକି ପଡିବେ ଆପଣ…

ଆଇଏଏସ ର ପରୀକ୍ଷାକୁ ସବୁଠାରୁ କଠିନ ପରୀକ୍ଷା ମାନଙ୍କ ମଧ୍ୟରୁ ଗୋଟିଏ ବିବେଚିତ କରାଯାଏ । ପ୍ରାର୍ଥୀ ଦିନ ରାତି ପାଢୀ ମଧ୍ୟ ଏହି ପରୀକ୍ଷାକୁ ପାସ କରିପାରନ୍ତି ନାହିଁ। ଆଇଏଏସର ଲିଖିତ ପରୀକ୍ଷା ପାସ କରିବା ପରେ ପ୍ରାର୍ଥୀଙ୍କୁ ଇଣ୍ଟରଭିୟୁ ଦେବାପାଇଁ ଆମନ୍ତ୍ରିତ କରାଯାଏ । ଆଇଏଏସର ଇଣ୍ଟରଭିୟୁରେ କିଛି ବିଶେଷଜ୍ଞ ପ୍ରାର୍ଥୀଙ୍କୁ ଏଭଳି ପ୍ରଶ୍ନ କରନ୍ତି ଯାହା ଶୁଣିଲେ କାହାର ବି ମଥା ଘୂରିଯିବ । ଆଜି ମଧ୍ୟ ଆମେ ଆଇଏଏସର ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନ ବିଷୟରେ କଥା ହେବୁ ତ ଆସନ୍ତୁ ଆଗକୁ ଯିବା ।ଆଇଏଏସ୍ ପରୀକ୍ଷା ସବୁଠାରୁ ଜଟିଳ ପରୀକ୍ଷାରୁ ଗୋଟେ ଅଟେ, ଦେଶର ଯୁବାଙ୍କ ଗୋଟେ ହିଁ ସ୍ୱପ୍ନ ହୋଇଥାଏ କି ସେ ଏକ ଆଇଏଏସ୍ ଅଫିସର୍ ହୁଅନ୍ତୁ , ଆଇଏଏସ୍ ଲିଖିତ ପରୀକ୍ଷା ପାସ୍ କରିବାପାଇଁ ଷ୍ଟୁଡେଣ୍ଟଙ୍କୁ ଇଣ୍ଟରଭ୍ୟୁ ପାସ୍ କରିବା ହୋଇଥାଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ଏକ୍ସପର୍ଟଙ୍କ ତରଫରୁ ଏମିତି ପ୍ରଶ୍ନ କରାଯାଏ ଯାହା ଶୁଣିଲେ ୯୯ ପ୍ରତିଶତ ଷ୍ଟୁଡେଣ୍ଟ ଙ୍କ ମୁଣ୍ତ କାମ କରିବା ବନ୍ଦ କରିଦିଏ , ଆଇଏଏସ୍ ଇଣ୍ଟରଭ୍ୟୁରେ ସବୁ ବର୍ଷ ୯୯ ପ୍ରତିଶତ ପ୍ରତିଯୋଗୀ ଫେଲ୍ ମାରନ୍ତି , ଆଜି ଆମେ ଆପଣଙ୍କୁ ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିବା କିଛି ପ୍ରଶ୍ନଗୁଡୀକ ବିଷୟରେ କହିବୁ ଆସନ୍ତୁ ଜାଣିବା ।

1 – ପ୍ରଶ୍ନ: ଏପରି କେଉଁ ଚିଜ ଅଛି ଯାହା ବଢିଚାଲେ କିନ୍ତୁ କେବେ କମ ହୁଏ ନାହିଁ।

ଉତ୍ତର: ଏହି ପ୍ରକାର ପ୍ରଶ୍ନରେ ଅନେକ ପ୍ରାର୍ଥୀ ଚିନ୍ତାମଗ୍ନ ହୋଇଯାନ୍ତି । ଏହି ପ୍ରଶ୍ନର ସଠିକ ଉତ୍ତର ବୟସ ଅଟେ , କାରଣ ବୟସ ସବୁବେଳେ ବଢିଚାଲେ କେବେ କମ ହୋଇନଥାଏ ।

2 – ପ୍ରଶ୍ନ: କଣ ଝିଅଙ୍କୁ ପ୍ରୋପୋଜ କରିବା ଅପରାଧ ଅଟେ?

ଉତ୍ତର- Ipcର କୌଣସି ସେକସନରେ ପ୍ରପୋଜ କରିବାର ଅପରାଧର ଶ୍ରେଣୀରେ ଲେଖା ଯାଇନାହିଁ, ଏଥିପାଇଁ ଏହା ବିଧିକ ଭାଷାରେ ଅପରାଧ ମାନ୍ୟତା ନୁହେଁ ।

3 – ପ୍ରଶ୍ନ: ଇଂରାଜୀରେ one ରୁ ଆରମ୍ଭ କରି hundred ପର୍ଯ୍ୟନ୍ତ କେତେଥର a ଆସିଥାଏ?

ଉତ୍ତର: ଏହି ପ୍ରକାର ପ୍ରଶ୍ନ ଅନେକ ପ୍ରାର୍ଥୀଙ୍କୁ ଭାବିବା ନିମନ୍ତେ ବାଧ୍ୟ କରିଦେଇଥାଏ । ଏହାର ସଠିକ ଉତ୍ତର ହେଲା one ରୁ ଆରମ୍ଭ କରି hundred ପର୍ଯ୍ୟନ୍ତ a ଥରେ ମଧ୍ୟ ଆସେ ନାହିଁ। ଆପଣ ଚେଷ୍ଟା କରି ଦେଖିପାରନ୍ତି ।

4 – ପ୍ରଶ୍ନ: ଜଣେ ବ୍ୟକ୍ତିଙ୍କର କେତୋଟି ଜନ୍ମଦିନ ଥାଏ ?

ଉତ୍ତର: ଜଣେ ବ୍ୟକ୍ତିଙ୍କର କେବଳ ମାତ୍ର ଗୋଟିଏ ଜନ୍ମଦିନ ଥାଏ ।

5 – ଗୋଟେ ବିଲେଇର ତିନୋଟି ଛୁଆ ଥିଲେ ଜାନୁୟାରୀ, ମାର୍ଚ୍ଚ ଓ ମେ ତେବେ ମା ର ନାଁ କଣ ଥିଲା ।

ଉତ୍ତର : ମା ର ନାଁ କଣ ଥିଲା

ଯଦି ଆପଣଙ୍କୁ ଆଇଏଏସ ଇଣ୍ଟରଭିୟୁରେ ପଚରାଯାଇଥିବା ପ୍ରଶ୍ନ ପସନ୍ଦ ଆସୁଛି ତେବେ ଏହାକୁ ଲାଇକ କରନ୍ତୁ ଓ ଯଦି ଆପଣଙ୍କୁ ପ୍ରତିଦିନ ଆଇଏଏସ ର ପ୍ରଶ୍ନ ବିଷୟରେ ସର୍ବପ୍ରଥମେ ଜାଣିବାର ଇଚ୍ଛା ଅଛି ତେବେ ଆମକୁ ଫଲୋ କରନ୍ତୁ ଓ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *