August 31, 2025

Odia Express

Leading Odia News Portal of Odisha

ଏହି ମାସରେ ଜନ୍ମ ନେଇଥିବା ଝିଅ ହୋଇଥାନ୍ତି ଏକ ଆଦର୍ଶ ସ୍ତ୍ରୀ, ଏମାନଙ୍କୁ ବିବାହ କରି ପୃଥିବୀରେ ହିଁ ପାଇପାରିବେ ସ୍ୱର୍ଗର ତୃପ୍ତି

ବନ୍ଧୁଗଣ ଯେପରି ବ୍ୟକ୍ତିର ଯୌବନ ଅବସ୍ଥାରେ ପାଦ ରଖିଥାଏ , ଓ ଲାଇଫ୍ ସେଟଲ୍ ହୋଇଯାଏ , ତେବେ ଅଗାମୀ ଷ୍ଟେପ୍ ତାହା ପାଇଁ ବିବାହ କରିବା ହୋଇଥାଏ , ଏବେ ବିବାହ ତ ସମସ୍ତେ କରିବାକୁ ଚାହୁଁଛନ୍ତି କିନ୍ତୁ ସବୁଠାରୁ ବଡ ଅସୁବିଧା ତେବେ ଆସିଥାଏ ଯେବେ ଆମେ ନିଜ ପାଈଁ ଏକ ଭଲ ଜୀବନସାଥୀ ଖୋଜିବାପାଇଁ ବାହାରିଥାଉ , ଏବେ ଏମିତି ଏହି ଦୁନିଆଁରେ ୧୭ ପ୍ରକାରର ଲୋକ ରହିଥାନ୍ତି , କିଛି ଭଲ ,କିଏ ଖରାପ , ଏମିତିରେ ନିଜ ଇଚ୍ଛାନୁସାରେ ଏକ ଭଲ ଜୀବନସାଥୀ ଖୋଜିବା ବହୁତ ମୁସକିଲ୍ ହୋଇଯାଏ , ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ବର୍ଷର କିଛି ମାସର ନାଁ କହିବାକୁ ଯାଉଚୁ ଯେଉଁଥିରେ ଜନ୍ମ ନେଉଥିବା ଝିଅ ଅଧିକାଂଶ ଏକ ଭଲ ଆଦର୍ଶ ସ୍ତ୍ରୀ ବୋଲି ଜଣାଯାଏ । ଯଦି ଆପଣ ଏହି ବର୍ଷରେ ଏହି ମାସରେ ଜନ୍ମ ନେଇଥିବା ଝିଅକୁ ବିବାହ କରିବେ ତେବେ ଆପଣଙ୍କ ଭାଗ୍ୟ ଚମକିଯିବ , ଏହି ଝିଅ ମାନେ ଆପଣଙ୍କ ଜୀବନରେ ପ୍ରେମ ଭରିଦେବେ , ଘରର ଅନ୍ୟ ସଦସ୍ୟଙ୍କୁ ବି ଏମାନଙ୍କୁ ବହୁତ ପସନ୍ଦ କରନ୍ତି , ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସେହି ମାସଗୁଡିକ ।

ମାର୍ଚ୍ଚ ମାସ : ଏହି ମାସରେ ଜନ୍ମ ନେଇଥିବା ଝିଅ ନିଜ ସ୍ୱାମୀଙ୍କୁ ବହୁତ ଅଧିକା ଦାୟିତ୍ୱ ନେଇଥାନ୍ତି , ଏମାନଙ୍କ ଛୋଟ ମୋଟ ଦରକାରିତା ପୁରା କରିବାକୁ ଚେଷ୍ଟା କରନ୍ତି , ଏମାନଙ୍କ ଖାସ୍ କଥା ଏହା ହୋଇଥାଏ କି ଏମାନେ କେବେ ନିଜ ସ୍ୱାମୀଙ୍କୁ ଧୋକା ଦେବାରେ ଭାବିବି ପାରନ୍ତି ନାହିଁ , ଏମାନଙ୍କ ମଧ୍ୟରେ ଦୟା ଓ ମଣିଷତ୍ୱ ଭାବନା ଅଧିକା ହୋଇଥାଏ , ଏଥିପାଇଁ ଏମାନେ ନିଜ ବାପା ମାଙ୍କୁ କେବେ ଦୁଃଖି ଦେବାକୁ ଦିଅନ୍ତି ନାହିଁ , ଏହି ପରି ଆପଣଙ୍କ ପୁରା ପରିବାର୍ ପାଇଁ ପରଫେକ୍ଟ ବୋହୁ ହୋଇଥାନ୍ତି ।

ମଇ ମାସ : ଏହି ମାସରେ ଜନ୍ମ ନେଇଥିବା ଝିଅ ବହୁତ ଶାନ୍ତ ସ୍ୱଭାବର ହୋଇଥାନ୍ତି , ଏମାନେ ସହଜରେ ସବୁ ଜାଗାରେ ଚଳିପାରନ୍ତି , ଏଥିପାଇଁ ପରିସ୍ଥିତିଗୁଡିକ ବିପରିତ ହେବାରେ ଘରେ ଲଢେଇ ଝଗଡା ହୋଇନଥାଏ , ଏମାନେ ଅଲଗା ପରିସ୍ଥିତିରେ ଅସୁବିଧାଗୁଡିକ ବୁଝିପାରନ୍ତି , ଏମାନେ ଯେତେ ହୋଇପାରିବ ତାହାର ନିବାରଣ କରିଥାନ୍ତି , ଏମାନେ ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି , ମଇ ମାସରେ ଜନ୍ମ ନେଇଥିବା ଝିଅକୁ ବିବାହ କରିବାରେ ସଂମ୍ପର୍କ ଅଧିକା ଦିନ ଯାଏଁ ଚାଳିଥାଏ ।

ଜୁଲାଇ ମାସ : ଏହି ମାସରେ ଜନ୍ମ ନେଇଥିବା ଝିଅ ବହୁତ ବୁଦ୍ଧିମତି ହୋଇଥାନ୍ତି , ଏମାନଙ୍କ ବୁଦ୍ଧିମତାକୁ ନେଇ ଏମାନଙ୍କ ସ୍ୱାମୀ ଓ ପରିବାରରେ ଅନ୍ୟ ସଦସ୍ୟଙ୍କ ସହ ମଧୁର ସଂମ୍ପର୍କ ରଖିଥାନ୍ତି , ଏମାନେ ବହୁତ ଯତ୍ନ ବାନ ହୋଇଥାନ୍ତି  ଏମାନଙ୍କ ଏହି ଖୁବି କାରଣରୁ ସ୍ୱାମୀ କେବେ ଖାସ୍ ଚିନ୍ତାର ସାମ୍ନା କରିବାକୁ ପଡିନଥାଏ , ଯଦି ଭୁଲ୍ ରେ ଏମାନଙ୍କୁ କିଛି ଅସୁବିଧା ଆସେ ତେବେ ସେମାନେ ନିଜ ସ୍ୱାମୀଙ୍କୁ ଇମୋସନାଲ୍ ସପୋର୍ଟ ଦେଇଥାନ୍ତି  ।

ନଭେମ୍ବର ମାସ : ନଭେମ୍ବର ମାସରେ ଜନ୍ମ ନେଇଥିବା ଝିଅ ବହୁତ ଆଡଜଷ୍ଟ ନେଚରର ହୋଇଥାନ୍ତି , ଏମାନେ ମାହୋଲ୍ ଅନୁସାରେ ନିଜକୁ ମିଶାଇପାରନ୍ତି , ଏମାନଙ୍କ ଏହି ଖୁବି କାରଣରୁ ପରିବାରର ସବୁ ଲୋକ ଏମାନଙ୍କୁ ବହୁତ ପସନ୍ଦ କରିଥାନ୍ତି , ଏମାନଙ୍କ ଭାଗ୍ୟ ବହୁତ ଧନୀ ହୋଇଥାନ୍ତି , ଯେଉଁ ପରିବାରକୁ ଏମାନେ ଯାଇଥାନ୍ତି ସେମାନଙ୍କ ଜୀବନରେ ଉନ୍ନତି କରିଦିଅନ୍ତି , ଏମାନଙ୍କୁ ବିବାହ କରିବା ଦ୍ୱାରା ଭାଗ୍ୟ ଚମକିଯାଏ ,

Leave a Reply

Your email address will not be published. Required fields are marked *