August 31, 2025

Odia Express

Leading Odia News Portal of Odisha

ମଙ୍ଗଳସୁତ୍ର ପିନ୍ଧିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୬ ଟି ଭୁଲ୍ , ଘର ବର୍ବାଦ ହୋଇଯିବ…

ସେମିତି ବିବାହିତ ମହିଳାମାନେ ନିଜ ବୈବାହିକ ଜୀବନରେ ନିଜକୁ ସୁହାଗିନୀ ବୋଲି ଜଣାଇବାପାଇଁ ସିନ୍ଦୁର, ପାଉଁଜି, ଓ ଗୋଡମୁଦି ଆଦି ଧାରଣ କରିଥାନ୍ତି , କିନ୍ତୁ ଏହି ସବୁ କିନିଷ ମଧ୍ୟରେ ମଙ୍ଗଳସୁତ୍ରର ବେଶୀ ମହତ୍ତ୍ୱ ହୋଇଥାଏ , ଏମିତି କୁହାଯାଏ କି ସ୍ତ୍ରୀ ବେକରେ ପିନ୍ଧାଯାଈଥିବା ମଙ୍ଗଳସୁତ୍ର ଏକ ସୁହାଗିନୀର ପରିଚୟ ଦେଇଥାଏ , ଏହାକୁ ପିନ୍ଧିଲେ ସ୍ୱାମୀର ଆୟୁରେ ବୃଦ୍ଧି ହୁଏ , ଏଥିପାଇଁ ବିବାହିତ ମହିଳାଙ୍କୁ ସବୁବେଳେ ଏହା ଧାରାଣ କରିବା ଉଚିତ୍ । କିନ୍ତୁ ବହୁତଥର୍ ମହିଳାମାନେ ମଙ୍ଗଳସୁତ୍ର ଧାରଣ କରିବା ସମୟରେ ଜଣାଅଜଣାରେ କିଛି ଭୁଲ୍ କରିବସନ୍ତି , ଏହି ଭୁଲ୍ ର ଦାମ୍ ନିଜ ସ୍ୱାମୀଙ୍କୁ ଭୋଗିବାକୁ ପଡିଥାଏ , ସେଥିପଇଁ ମଙ୍ଗଳସୁତ୍ର ଧାରଣ କରିବା ସମୟରେ କିଛି ବିଶେଷ କଥାକୁ ଧ୍ୟାନରେ ନେବାକୁ ହେବ , ତଳେ ଦିଆଯାଇଥିବା ୬ ଟି ଭୁଲ୍ କେବେ ବି କରିବା ଉଚିତ୍ ନୁହେଁ ।

୧) ବହୁତଥର ଆପଣ ଦେଖିଥିବେ କି ମହିଳାମାନଙ୍କୁ ଜଣେ ଅନ୍ୟ ଜଣଙ୍କ ଜିନିଷ ମାଗିକରି ତାହାକୁ ବ୍ୟବହାର କରିବା ଭଲ ଲାଗିଥାଏ , ଉଦାହରଣ ହିସାବରେ ଯଦି କାହାର ବେକରେ କେଉଁ ଗହଣା ଭଲ ଲାଗିଯାଏ ତେବେ ସେମାନେ ତାକୁ  ପିନ୍ଧିବା ପାଇଁ ଉଧାର ମାଗିଥାନ୍ତି , କିନ୍ତୁ କହିଦେବୁ କି ବିବାହିତ ମହିଳା କେବେ କାହାକୁ ମଙ୍ଗଳସୁତ୍ର ମାଗିଲେ ବି ଦେବା ଉଚିତ୍ ନୁହେଁ ଏହାକୁ ଦେଲେ ସ୍ୱାମୀର ଆୟୁରେ ହାନି ହୋଇଥାଏ , ସେଥିପାଈଁ ଏଥିରୁ ଦୂରେଇ ରୁହନ୍ତୁ ।

୨) ଯଦି ଆପଣ କେବେ ଧ୍ୟାନ ଦେଇଥିବେ ତେବେ ଜାଣିପାରିବେ କି ସବୁ ମଙ୍ଗଳସୁତ୍ରର ତିଆରି କଳା ମୋତି କିମ୍ବା ସୁନାରେ କରାଯାଏ , କିନ୍ତୁ କଣ ଆପଣ କେବେ ଭାବିଛନ୍ତି କି ମଙ୍ଗଳସୁତ୍ରରେ ଏହି କଳା ମୋତି କଣ ପାଇଁ ଲଗାଯାଏ , କଳା ରଙ୍ଗରେ ଲୋକଙ୍କ କୁଦୃଷ୍ଟିରୁ ରକ୍ଷା କରେ , ଏଥିପାଇଁ ସୁଖମୟ ଦାମ୍ପତ୍ୟ ପାଇଁ ଲୋକେଏହାକୁ ଧାରଣ କରନ୍ତି , ଏଥିପାଇଁ କେବେ ବି ଅନ୍ୟ କେଉଁ ମଙ୍ଗଳସୁତ୍ର ଧାରଣ କରିବା ଉଚିତ୍ ନୁହେଁ ଯେଉଁଥିରେ ମୋତି ଲାଗିନଥିବ ।

୩) ମଙ୍ଗଳସୁତ୍ରକୁ କେବେ ବି ନିଜ ଶରୀରରୁ ବାହାର କରିବା ଉଚିତ୍ ନୁହେଁ , ଏମିତି କରିଲେ ହିନ୍ଦୁ ଧର୍ମରେ ବର୍ଜିତକରାଯାଇଛି , ସ୍ୱାମୀ ଯେବେ ସ୍ତ୍ରୀର ବେକରେ ମଙ୍ଗଳସୁତ୍ର ଦେଇଥାଏ ତେବେ ଠାରୁ ନେଇକରି ଅନ୍ତିମ ନିଶ୍ୱାସ ଯାଏଁ ମଙ୍ଗଳସୁତ୍ର ଧାରଣ କରିବାକୁ ହୋଇଥାଏ , ଏହା କେବଳ ସେହି ପରିସ୍ଥିତିରେ ବାହାର୍ କରାଯାଇପାରିବ ଯେବେ କିଛି ଅଶୁଭ ଘଟଣା ହୋଇଥିବ , ଯଦି କେଉଁ କାରଣରୁ ମଙ୍ଗଲସୁତ୍ର ବାହାର କରିବାକୁ ପଡିଯାଏ ତେବେ ସେହି ଜାଗାରେ ଏକ କଳା ଫିତା ଧାରଣ କରିନିଅନ୍ତୁ ୪) ସେମିତି ବଜାରରେ ବହୁତପ୍ରକାରର ମଙ୍ଗଲସୁତ୍ର ମିଳିଥାଏ କିନ୍ତୁ ପାରମ୍ପାରିକ ରୁପରେ କପ୍ ଆକୃତି ବାଲା ମାନେ ଗୋଲ ପେଣ୍ତାଲ୍ ବାଲା ମଙ୍ଗଲସୁତ୍ର ଶୁଭ ବୋଲି ଜଣାଯାଏ , ଏହା ଶିବଙ୍କର ପ୍ରତିକ ହୋଇଥାଏ,  ଏମିତିରେ ଏହାକୁ ଗଳାରେ ଧାରଣ କଲେ ଲାଭ ଅଧିକା ମିଳିଥାଏ , ଏଥିପାଇଁ ହୋଇପାରିବ ଯଦି ଏହି ଡିଜାଇନ୍ ର ମଙ୍ଗଳସୁତ୍ର ନିଜ ବେକରେ ଧାରଣ କରନ୍ତୁ ।

୫) ସବୁ ମଙ୍ଗଳସୁତ୍ରରେ କମ୍ ସେ କମ୍ ଏକ ସୁନାର ମୋତି କିମ୍ବା ପେଣ୍ତାଲ୍ ଅବଶ୍ୟ ହେବା ଜରୁରି , ଜ୍ୟୋତିଷ୍ୟ ଶାସ୍ତ୍ରକୁ ମାନିଲେ ସୁନା ଗୃହ ପ୍ରଭାବରୁ କମ୍ କରିଥାଏ , ଏହା ଘରର ସୁଖ ଶାନ୍ତି ଓ ସମୃଦ୍ଧି ବଢାଇଥାଏ , ସୁନା ଧାରଣ କରିଲେ ଶରୀରରେ ଶକରାତ୍ମକ ଉର୍ଜା ସଂଞ୍ଚାର ହୋଇଥାଏ , ଏହି କାରଣରୁ ଆପଣ ବିନା ସୁନା ବାଳା ମଙ୍ଗଳସୁତ୍ର ଧାରଣ କରିବା ଉଚିତ୍ ନୁହେଁ ।

୬) ଯଦି କେଉଁ ମହିଳା ମଙ୍ଗଲସୁତ୍ର ଅଚାନକ ଗଳାରୁ ଛିଡିଯାଏ , ତେବେ ତାହାକୁ ଅଲକ୍ଷଣ ବୋଲି ମାନାଯାଏ , ଏମିତିରେ ସ୍ୱାମୀର ସ୍ୱାସ୍ଥ୍ୟରେ ହାନି ପହଞ୍ଚିବା ସହ ସଂମ୍ପର୍କରେ ଫାଟ୍ ଆସିଥାଏ , ଏଥିପାଇଁ କେବେ ବି ଗଳାରେ ମଙ୍ଗଳସୁତ୍ରକୁ ଢିଲା ବାନ୍ଧିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *