September 4, 2025

Odia Express

Leading Odia News Portal of Odisha

ଆଜିର ୧୫ଟି ମଜାଦାର ଜୋକ୍ସ: ଶାଳି ନିଜର ଭିଣୋଇଙ୍କୁ ପଚାରିଲା, ଶାଳି- ଶଶୁରଘରେ ଜ୍ଵାଇଁଙ୍କର ଏତେ ସମ୍ମାନ କାହିଁକି ହୋଇଥାଏ?ଭିଣେଇ କହିଲେ ଏପରି କଥା ନିଜ ହସ ଅଟକେଇପାରିବେ ନାହିଁ ଆପଣ…

ମଣିଷ ସାରା ଦିନ ଅଫିସ କିମ୍ବା ଘର କାମରେ ଲାଗିଥାଏ। ସାରା ଦିନର ବ୍ୟସ୍ତ କାର୍ଯ୍ୟସୁକି ପରେ ମଧ୍ୟ ଯେବେ କିଛି ସମୟ ମିଳେ ତ ସେ ତାହାକୁ ନିଜର ପରିବାର ସହିତ ହସିଖେଳି ବିତେଇବାକୁ ଚାହେଁ। କିନ୍ତୁ ପରିବାରର ସହିତ ମଧ୍ୟ ସେ ଖୁସି ରହି ପାରିବ ଯେବେ ସେ ମନରୁ ଖୁସି ଥିବ। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ନିମନ୍ତେ କିଛି ଏପରି ମଜାଦାର ହାସକଥା ନେଇ ଆସିଛୁ ଯାହା ଆପଣଙ୍କ ସାରା ଦିନର କ୍ଳାନ୍ତି କିଛି କ୍ଷଣରେ ଠିକ କରିଦେବ। ଏହି ଜୋକ୍ସ ପଢି ଆପଣଙ୍କ ମନ ପ୍ରସନ୍ନ ହୋଇଯିବ ଓ ଆପଣ ନିଜର ପରିବାରକୁ ମଧ୍ୟ ଖୁସିରେ ରଖିପାରିବେ। ତେଣୁ ବିଳମ୍ବ କାହିଁକି? ଆସନ୍ତୁ ଆରମ୍ଭ କରିବା ହସି ହସେଇବାର ଏହି ପ୍ରକ୍ରିୟା।

1 – ଡାକ୍ତର- ପ୍ରତିଦିନ 5କିଲୋମିଟର ଚାଲ ତ 1 ବର୍ଷରେ 50 କିଲୋ ଓଜନ କମ ହୋଇଯିବ | ଏକ ବର୍ଷ ପରେ ସାନ୍ତା ଫୋନରେ – ଓଜନ ତ କମ ହୋଇନାହିଁ କିନ୍ତୁ ଶଳା ଘରକୁ କେମିତି ଜୀବି? 1825କିଲୋମିଟର ଦୂର ଆସିଛି ଭାରି!

2 – ପପ୍ପୁର ସ୍ତ୍ରୀ ରୋମାଣ୍ଟିକ ମୁଡରେ ଥିଲା। ସେ ପୁରା ଖଟ ଉପରେ ହାତ ମେଲେଇ ଶୋଇଗଲା। ଯେମିତି ପପ୍ପୁ ପ୍ରକୋଷ୍ଠ ମଧ୍ୟକୁ ଆସିଲା ତ ସେ ହସିକି କହିଲା… ପତ୍ନୀ- କିଛି ବୁଝିଲା? ପପ୍ପୁ- ହଁ ମୁଁ ବୁଝିଗଲି ଆଜି ପୁରା ଖଟରେ ତୁ ଏକା ଶୋଇବାକୁ ଚାହୁଁଛୁ ନା ତାହେଲେ ଶୋଇଯା, ମୁଁ ଆଜି ସୋଫା ଉପରେ ଶୋଇ ଯାଉଛି।

3 – ନିଜର ଏକ ବନ୍ଧୁଙ୍କ ମୃତ୍ୟୁ ପରେ ସାନ୍ତା ତାଙ୍କ ଘରକୁ ଗଲା ଓ ତାଙ୍କ ପତ୍ନୀଙ୍କୁ ପଚାରିଲା, “ଭାଉଜ, କଣ ମୁଁ ତାଙ୍କ ସ୍ଥାନ ନେଇ ପାରିବି?” ଭାଉଜ- ମୋର କୌଣସି ଆପତ୍ତି ନାହିଁ, କବରସ୍ଥାନ ବାଲାଙ୍କୁ ପଚାର

4 – ପତ୍ନୀ- ଶୁଣୁଛ, ଖବରକାଗଜରେ ଖବର ଅଛି ଯେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ବିକ୍ରି କରିଦେଲା ସ୍ଵାମୀ- ଓହ! କେତେ ରେ? ପତ୍ନୀ- ଗୋଟିଏ ସାଇକେଲ ବଦଳରେ, କାହିଁ ତୁମେ ତ ଏଭଳି କରିବ ନାହିଁ? ସ୍ଵାମୀ- ମୁଁ ଏତେ ମୂର୍ଖ ନୁହେଁ, ତୁମ ବଦଳରେ ମୁଁ ତ କାର ଆଣିପାରିବି

5 – ଶାଶୁ(ଜ୍ଵାଇଁ ଙ୍କୁ)- ଆପଣ ମଦ ପିଉଛନ୍ତି ଏକଥା ଆପଣ ବିବାହ ପୂର୍ବରୁ କାହିଁକି ଜଣେଇ ନଥିଲେ? ଜ୍ଵାଇଁ- ଆପଣଙ୍କ ଝିଅ ରକ୍ତ ପିଉଛି,ଏକଥା କଣ ଆପଣ ବିବାହ ପୂର୍ବରୁ ଜଣେଇଥିଲେ କି??

6 – ସାନ୍ତା ଭଗବାନଙ୍କୁ ପ୍ରାର୍ଥନା କରୁଥିଲା ସାନ୍ତା- ପ୍ଳିଜ ପଞ୍ଜାବକୁ ଆମେରିକାର ରାଜଧାନୀ କରିଦିଅନ୍ତୁ, ପ୍ଳିଜ ଭଗବାନ ଏକଥା ଶୁଣିଲେ ଓ ଆଶ୍ଚର୍ଯ୍ୟ ହୋଇ ପ୍ରକଟ ହେଲେ ଓ ପଚାରିଲେ- କାହିଁକି ବେ? ସାନ୍ତା- କାରଣ ମୁଁ ପରୀକ୍ଷାରେ ଲେଖି ଆସିଛି

7 – ସାନ୍ତା- ଶୀଘ୍ର ଜୁସ ତିଆରି କର, ଲଢେଇ ହେବାର ଅଛି | ସାନ୍ତା ଏକ ଗ୍ଲାସ ପିଇବା ପରେ- ଶୀଘ୍ର ଆଉ ଗୋଟେ ବନେଇ ଦିଅ , ଲଢେଇ ହେବାର ଅଛି | ଜୁସ ବାଲା- କେବେ ହେବ ଲଢେଇ? ସାନ୍ତା – ଯେତେବେଳେ ତୁ ପଇସା ମାଗିବୁ

8 – ଶିକ୍ଷକ- ଯଦି ରାତିରେ ମଶା କାମୁଡିବେ ତ ଆମକୁ କଣ କରିବା ଉଚିତ? ଛାତ୍ର- ଚୁପଚାପ କୁଣ୍ଡେଇକି ଶୋଇଯିବା ଉଚିତ… କାରଣ ଆପଣ କୌଣସି ରଜନୀକାନ୍ତ ତ ନୁହନ୍ତି ମଶାକୁ ସରି କୁହେଇ ପାରିବେ

9 – ପ୍ରଥମ ଛାତ୍ର- ତୁମେ ନିଜର Englishର ରେଜଲ୍ଟ ଦେଖିଲ? ତୁମେ ଫେଲ ହୋଇଯାଇଚ | ଦ୍ଵିତୀୟ ଛାତ୍ର- କଣ? ମୁଁ ଇଂରାଜୀରେ ଫେଲ ହୋଇଗଲି… ଅନପଶିବଲ!!

10 – ଜେଲରେ ପୋଲିସ1 – ଏବେ ଦେଖେ ଆଶାରାମକୁ ମୁର୍ଗି କା ଦୌରା ପଡିଛି ପୋଲିସ2- ଅବେ ଦୌରା ନୁହେଁ ବେ, ଡାନ୍ସ କରୁଛି ଆଚ୍ଛେ ଦିନ ଆନେୱାଲା ହେ

11 – ଥରେ ଗୋଟିଏ ବୋହୁ ନିଜର ଶାଶୁଙ୍କ ପାଖକୁ ଗଲା ଓ କହିଲା | ବୋହୁ- ଶାଶୁ ମାଆ, କଲି ରାତିରେ ମୋର ତାଙ୍କ ସହିତ ଲଢେଇ ହେଇଗଲା | ଶାଶୁ- କିଛି କଥା ନାହିଁ ବୋହୁ, ଏ ସବୁ ତ ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଚାଲିଥାଏ | ବୋହୁ- ଶାଶୁ ମାଆ, ତାହା ତ ମୁଁ ବି ଜାଣିଛି, କିନ୍ତୁ ଏବେ ଲାଶର କଣ କରିବା?

12 – ଶାଶୁ – ବରକୁ – “ବରଯାତ୍ରୀ ଏତେ ଖୁସିରେ ପାଗଳଏନକେ ଭଳି କାହିଁକି ନାଚୁଛନ୍ତି? ବର- କାରଣ ମୁଁ ସେମାନଙ୍କୁ କହିଛି ଯେ ଯୌତୁକ ଟଙ୍କାରେ ସମସ୍ତଙ୍କ ଉଧାର ସୁଝି ଦେବି

13 – ପପ୍ପୁ ନିଜର ପତ୍ନୀ ସହିତ ଶୋଇଥିଲା ଅଧ ରାତିରେ ସେ ନିଜର ମୋଟୀ ପତ୍ନୀକୁ ଉଠେଇ କହିଲା | ପାପୁ- କହିଲ, ଅଳ୍ପ ଅଳ୍ପ ମରିବା ଠିକ ନା ଏକଦମ ସେ? ପତ୍ନୀ- ଏକଦମ ସେ ପପ୍ପୁ- ତାହେଲେ ତୋର ଆର ଗୋଡଟା ବି ମୋ ଉପରେ ରଖିଦେ

14 – ଶାଳି ନିଜର ଭିଣୋଇଙ୍କୁ ପଚାରିଲା | ଶାଳି- ଆଚ୍ଛା ଭାଇନା ଗୋଟେ କଥା କୁହନ୍ତୁ. | ଶଶୁରଘରେ ଜ୍ଵାଇଁଙ୍କର ଏତେ ସମ୍ମାନ କାହିଁକି କରାଯାଏ? ଭିଣୋଇ- କାରଣ ସେମାନେ ଜାଣନ୍ତି ଯେ ଏହି ସେ ମହାନ ବ୍ୟକ୍ତି ଅଟନ୍ତି ଯିଏ ଆମ ଘରର ତୋଫାନକୁ ସମ୍ଭାଳି ରଖିଛନ୍ତି

Leave a Reply

Your email address will not be published. Required fields are marked *