July 1, 2025

Odia Express

Leading Odia News Portal of Odisha

୬ ବର୍ଷର ପୁଅ ୩୨ ବର୍ଷୀୟ ମହିଳାଙ୍କୁ କହିଲା ନିଜର ସ୍ତ୍ରୀ, ସାରା ଗାଁରେ ଚାଲିଲା କୋଳାହଳ – ଜାଣି ନିୟନ୍ତୁ ଏହା ପଛର ସତ୍ୟତା କଣ ଥିଲା…

ନୂଆଦିଲ୍ଲୀ: ଦୁନିଆ ବହୁତ ବଡ ଅଟଟେ ଯାହା ବହୁତ ଅଲଗା ଅଲଗା ବିବିଧତାରେ ପୂର୍ଣ୍ଣ ଅଟେ । ଏଠାରେ କେତେବେଳେ କେଉଁଠାରେ କଣ ଘଟିଯାଏ ଜଣାପଡେ ନାହିଁ ଜଣାପଡିଲେ ମଧ୍ୟ କେବଳ ଖବରରେ। ଖବରରେ ମଧ୍ୟ ବେଳେବେଳେ ଆଜିର ଆଜିରେ ବଡ ଖବର ଆଗକୁ ଆସେ ଯାହାକୁ ଶୁଣିକି ଆଶ୍ଚର୍ଯ୍ୟ ଲାଗେ । ଆଜି ଆମେ ମଧ୍ୟ ଆପଣଙ୍କ ଆଗରେ ଏକ ଏଭଳି ଘଟଣା ନେଇ ଆସିଛୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ବିସ୍ମିତ ହୋଇଯିବେ । ଯେବେ ଆପଣଙ୍କୁ ଜଣାପଡିବ ଯେ ଅଧରାତିରେ ଏକ 6ବର୍ଷର ବାଳକ କବାଟ ବାଡେଇଲା ଏବଂ କବାଟ ଜଣେ ମହିଳାଙ୍କ ଦ୍ଵାରା ଖୋଲାଯାଏ ସେ ସେହି ମହିଳାଙ୍କୁ କହେ ଯେ କବାଟ ଖୋଳ ମୁଁ ତୁମ ସ୍ଵାମୀ ଆସିଛି। ଏକଥା ଶୁଣିକି ମହିଳା ଆଶ୍ଚର୍ଯ୍ୟ ହୋଇଯାନ୍ତି ଏବଂ ଚିନ୍ତା କରିବାରେ ଲାଗନ୍ତି ଯେ ଏହି ଛୁଆ କଣ କହୁଛି। ହଁ ଆଜ୍ଞା ସେହି 6ବର୍ଷର ଛୁଆ ସେହି ମହିଳାଙ୍କର ସ୍ଵାମୀ ହେବାର ଦାବି କରୁଛି ଏବଂ ତାଙ୍କୁ କହୁଛି ଯେ ସେ ତାଙ୍କର ସ୍ଵାମୀ ଅଟେ। ଆସନ୍ତୁ ଜଣେଇବୁ ପୁରା ଘଟଣା ।

ଆଜି ଆମେ ନିଜର ଏହି ପୋଷ୍ଟରେ ଆପଣଙ୍କୁ ସାକ୍ଷାତ କରେଇବାକୁ ଯାଉଛୁ ଏକ 6ବର୍ଷର ଛୁଆ ସହିତ ଯିଏ 2006ରେ ପୂର୍ବର କଥା ସ୍ମରଣ କରୁଛି ଏବଂ ନିଜର ପୁନର୍ଜନ୍ମ ସହିତ ଜଡିତ ବହୁତ ଏଭଳି କଥା କହୁଛି ଯାହାକୁ ସେଠାକାର ସମସ୍ତ ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ ଆଚମ୍ବିତ କରିଦେଇଛି । ସେହି 6ବର୍ଷର ଛୁଆ ନିଜର ପୁନର୍ଜନ୍ମର କଥା କହି ସେଠାକାର ଏକ ବ୍ୟକ୍ତି ହେବାର ଦାବି କରୁଛି । ଏହା କଥାକୁ ଆଖପାଖର ସମସ୍ତ ଆଞ୍ଚଲରେ ଚମକେଇ ଦେବା ଭଳି ପରିବେଶ ହେଇଯାଇଛି । ଏହି ପୁରା ଘଟଣା ଜିନ୍ଦ ର ଗ୍ରାମ ଜଲାଲପୁରର ଅଟେ ଯେଉଁଠାରେ ଏକ 4ବର୍ଷର ଛୁଆ ନିଜର ପୁନର୍ଜନ୍ମର ସମସ୍ତ କଥା ନିଜର ଘରଲୋକଙ୍କୁ ଜଣେଇ ଆଶ୍ଚର୍ଯ୍ୟ ରେ ପକେଇଦେଇଛି ।

4ବର୍ଷ ପୂର୍ବେ ଏହି ଛୁଆ ବିନୋଦ ଏବଂ ମସିଦଙ୍କ ଘରେ ଜନ୍ମ ହୋଇଥିଲା। ସେ ସେହି ପିଲାର ଜନ୍ମରେ ବହୁତ ଖୁସି ଥିଲା ଏବଂ ତାହାର ନାମ ରଖିଥିଲା ଲବିଶ। ତାହାର ମାତା ପିତାଙ୍କର କହିବା ଅଟେ ଯେ ଯେବେ ସେ ଅଢେଇ ବର୍ଷର ଥିଲା ସେବେଠାରୁ ରାମରାଇ ଯିବାକୁ ଜିଦ କରୁଥିଲା। ତାହାର ମାତା ପିତାଙ୍କୁ ସନ୍ଦେହ ହେଲା ଯେ ତାକୁ ପୁନର୍ଜନ୍ମ କଥା ମନେ ପଡୁଛି ଏଥିପାଇଁ ସେ ରାମରାଇ ଯିବାର ଜିଦ କରୁଛି ।

କରେଣ୍ଟ ଲାଗିବାରୁ ହୋଇଥିଲା ମୃତ୍ୟୁ – ଲବିଶର ମାତା ପିତା ବିଲକୁଲ ବିଳମ୍ବ ନକରି ତାକୁ ରାମରାଇ ଗ୍ରାମକୁ ନେଇଗଲେ ଯେଉଁଠାରେ ସେଠାକୁ ତାହାର ପରିବାର ଲୋକଙ୍କୁ ହିଁ ନୁହେଁ ପରନ୍ତୁ ତାହାର ପଡୋଶୀ ମାନଙ୍କୁ ମଧ୍ୟ ଚିହ୍ନି ପାରିଲା । ଏତିକି ନୁହେଁ ସେ ନିଜର ପରିବାର ଲୋକଙ୍କ ସହିତ ସେହି ସ୍ଥାନକୁ ମଧ୍ୟ ଗଲା ଯେଉଁଠାରେ ତାହାର କରେଣ୍ଟ ଲାଗି ମୃତ୍ୟୁ ହୋଇଯାଇଥିଲା । ଏସବୁ ଦେଖିବା ପରେ ତାହାର 32ବର୍ଷ ପୂର୍ବ ଜନ୍ମର ପତ୍ନୀ କାନ୍ଦିବାରେ ଲାଗିଲା। ସେ ନିଜର ପୁନର୍ଜନ୍ମର ସମସ୍ତ କଥା ସେମାନଙ୍କୁ କହିଲା ।

ଜ୍ୟୋତିସ୍ଵରୂପର ପୁରା ପରିବାର ରାମରାଇରେ ରହୁଥିଲେ ତାଙ୍କର ପୁଅ ଥିଲା ତାହାର ନାମ ସନ୍ଦୀପ ଥିଲା ଯାହାର ମୃତ୍ୟୁ 26ଜୁଲାଇ 2004ରେ କରେଣ୍ଟ ଲାଗିବା କାରଣରୁ ହୋଇଯାଇଥିଲା । ସେହି ସମୟରେ ସେ 14ବର୍ଷର ଥିଲା ଏବଂ 11ଶ୍ରେଣୀରେ ପଢଉଥିଲ। ସେହି ସମୟରେ ତାହାର ମୃତ୍ୟୁ ହେଇଗଲା। ସେହି ସମୟର ଫଟୋ ଲବିଶକୁ ଦେଖାଇ ଦିଆଗଲା ଏବଂ ସେ କହିଲା ଏହା ତ ମୋର ପୁନର୍ଜନ୍ମର ଫଟୋ ଅଟେ। ପୁନର୍ଜନ୍ମର କାହାଣୀ ଉପରେ ବିଶ୍ୱାସ କାହିଁକି ହୁଏ ନାହିଁ କିନ୍ତୁ ଏଭଳି ଘଟଣା ଦେଖି ପୁନର୍ଜନ୍ମର କାହାଣୀ ଉପରେ ବିଶ୍ୱାସ କରିବାକୁ ମନ କରୁଛି ।

Leave a Reply

Your email address will not be published. Required fields are marked *